ଶୁଦ୍ଧ ଦେଶୀ ଗାଈ ଘିଅରେ ମହାପ୍ରସାଦର ପ୍ରସ୍ତୁତି ହେବ !

ସୁଆର ସେବାୟତ ସଂଘ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ପୁରୀ/ଭୁବନେଶ୍ୱର ୧୭-୧୦-୨୦୨୪ (ପିପିଏସ) : ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ବ୍ୟବସ୍ଥାକୁ ଅଧିକ ସୁନ୍ଦର ଓ ଶୃଙ୍ଖଳିତ କରିବା ପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନିଆଯାଉଛି। ଭକ୍ତଙ୍କ ପାଇଁ ଚାରିଦ୍ବାର

କଂପାନି ଗିଳୁଛି ଚାଷ ଜମି, ପ୍ରଶାସନ ନିରବ !

କିସମ ପରିବର୍ତ୍ତନ ନକରି କେମିତି ହେଲା ଶିଳ୍ପ ? ସରକାରଙ୍କୁ ରାଜସ୍ବ ଫାଙ୍କିବାକୁ ହୋଇନି ତ ହୀନ ଉଦ୍ୟମ ? ପ୍ରଶାସନ ଓ କଂପାନି ଭିତରେ ନାହିଁ ତ ମଧୁଚନ୍ଦ୍ରିକା ? କଟକ-ପାରାଦୀପ ରାଜପଥ କଡରେ ଥିବା ରାଜସ୍ବ ଅଧିକାରୀଙ୍କ ଅଫିସ ପଛପଟେ ଏତେ ବଡ଼ ଶିଳ୍ପ ଛିଡ଼ା ହୋଇଥିଲେ ବି ପ୍ରଶାସନ

ଗଜପତିରେ ଅଭାବୀ ବର୍ଷା : ଚିନ୍ତାରେ ରହିଛନ୍ତି ଚାଷୀ

ପାରଳାଖେମୁଣ୍ଡି,ଭୁବନେଶ୍ୱର ୧୬-୧୦-୨୦୨୪(ପିପିଏସ) : ଗଜପତି ଜିଲାରେ ଅଭାବୀ ବର୍ଷା ଯୋଗୁ ଚିନ୍ତାରେ ରହିଛନ୍ତି ଚାଷୀ। କ୍ଷେତରେ ଧାନ ଗର୍ଭରେ ଥିବା ବେଳେ ଆଉ କିଛି ଧାନ ଗଛ ଅଳ୍ପ ଅଳ୍ପ ଧାନ ଛାଡୁଛି। ଏହି ସମୟରେ ବହୁ ପରିମାଣର ପାଣିର ଆବଶ୍ୟକତା ରହିଛି । ହେଲେ ବର୍ଷା ଅଭାବ ଯୋଗୁ

ସାଇବର ଥୋପ

ସାଇବର ଥୋପ ଟ୍ରେଡିଂ ଆପ୍‌ ଠକେଇ ହ୍ରାସ ପାଇବା ନାଁ ନେଉନାହିଁ। ରାଜଧାନୀରୁ ପୁଣି ଏକ ବଡ଼ଧରଣର ଠକେଇ ଅଭିଯୋଗ ଆସିଛି। ୨କୋଟି ୪୩ଲକ୍ଷ ଟଙ୍କାର ‌ଲାଭ ପାଇବାର ଥୋପ ଦେଖାଇ ସାଇବର ଠକ ରୢାକେଟ୍‌ ଜଣେ ବ୍ୟବସାୟୀଙ୍କୁ ୭୩ ଲକ୍ଷ ଟଙ୍କାର ଚୂନ ଲଗାଇଛନ୍ତି। ୨କୋଟି

ରତନ ଟାଟାଙ୍କୁ ମୁକେଶ ଅମ୍ବାନି ପରିବାରର ଶ୍ରଦ୍ଧାଞ୍ଜଳି

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବାର୍ଷିକ ଦୀପାବଳି ନୈଶ ଭୋଜିରେ ବିଶିଷ୍ଟ ଉଦ୍ୟୋଗପତି ସ୍ବର୍ଗତଃ ରତନ ଟାଟାଙ୍କୁ କମ୍ପାନିର ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କ ପରିବାର ସମେତ କର୍ମଚାରୀମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୁମ୍ବାଇ,ଭୁବନେଶ୍ୱର ୧୬-୧୦-୨୦୨୪(ପିପିଏସ) : ରିଲାଏନ୍ସ

ସାକାର ହେବ ଗ୍ରୀଡ଼ ନିର୍ମାଣ

ଟିଟିଲାଗଡ଼,୧୬-୧୦-୨୦୨୪(ପିପିଏସ) : ତତଲାଗଡ଼ ଭାବରେ ପରିଚିତ ଟିଟିଲାଗଡ଼ରେ ବିଦ୍ୟୁତ ଗୁଲ,  ବିଦ୍ୟୁତ କାଟ ନେଇ ଅନେକ ଆନ୍ଦୋଳନସହ ମାମଲା ଉଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ ଯାଇଛି l ହେଲେ ଏହାର ସମାଧାନ କେବେ ହୋଇପାରିନାହିଁ l ଦୀର୍ଘ ୨୪ ବର୍ଷ ଧରି ଶାସନ ଗାଦିରେ ରହିଥିବା ବିଜେଡ଼ି ସରକାର

ସ୍ମାର୍ଟ ହେବ କଟକ

ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ କଟକ ସ୍ମାର୍ଟସିଟିରେ ପରିଣତ ହେବ। କଟକକୁ ସ୍ମାର୍ଟସିଟି କରିବା ଦିଗରେ ସରକାର ସଚେତନ ଅଛନ୍ତି। ସେହିପରି କଟକ ସହରକୁ ସ୍ମାର୍ଟ କରିବା ପାଇଁ ବହୁଦିନରୁ ଦାବି ହୋଇଆସୁଛି। ଲୋକଙ୍କର ଆଶା କରିବା ପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ କଟକ ଆସିଲେ ଏନେଇ

ରାଜ୍ୟ କନିଷ୍ଠ ବ୍ୟାଡ୍‌ମିଣ୍ଟନ୍‌: ଦିବ୍ୟମ୍‌, ସ୍ବିଟିପ୍ରିୟାଙ୍କୁ ଦ୍ବିମୁକୁଟ

ସ୍ଥାନୀୟ ‌ପୋଖରୀପୁଟସ୍ଥିତ ମଲ୍ଟିପର୍ପୋଜ୍‌ ଇନ୍‌ଡୋର୍ ଷ୍ଟାଡିୟମ୍‌ରେ ନିଖିଳ ଓଡ଼ିଶା କନିଷ୍ଠ (୧୯ ବର୍ଷରୁ କମ୍‌) ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗୀରର ଦିବ୍ୟମ କେଜ୍ରୀୱାଲ ଓ ସ୍ବିଟିପ୍ରିୟା ପ୍ରଧାନ ଦୁଇଟି ଲେଖାଏଁ ବର୍ଗରେ ବିଜେତା ହୋଇ ଦ୍ବିମୁକଟ ହାସଲ

ବୈଶ୍ୟ ତିଲି ଜାତୀୟ ସମିତିର ବାର୍ଷିକ ଉତ୍ସବ ପାଳିତ

କଟକ,୧୬-୧୦-୨୦୨୪(ପିପିଏସ) : ଦୁର୍ଗାପୂଜା ଅବସରରେ ବୈଶ୍ୟ ତିଲି ଜାତୀୟ ସମିତିର ୯୭ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍କଳ କେଶରୀ ଶ୍ରୀଯୁକ୍ତ ନୀଳମଣି ସାହୁ ଯୋଗ ଦେଇଥିଲେ । ସଭାରେ ଅନ୍ୟମାନଙ୍କ ମଧ୍ୟରେ ସଭାପତି ଶ୍ରୀଯୁକ୍ତ

ଆବର୍ଜନାରୁ ମୁକୁଳିପାରୁନି ସହର

ମାସକୁ ଠିକା ସଂସ୍ଥା ନେଉଛି ୧୫ ଲକ୍ଷ କୋରାପୁଟ/ଭୁବନେଶ୍ୱର ୧୬-୧୦-୨୦୨୪(ପିପିଏସ) : ୨୧ ୱାର୍ଡ ବିଶିଷ୍ଟ କୋରାପୁଟ ପୌରାଞ୍ଚଳର ସଫେଇ ଦାୟିତ୍ଵ ନେଇଛି ୨ଟି ଘରୋଇ ସଂସ୍ଥା। ତେବେ ଉପଯୁକ୍ତ ଦେଖାରଖା ଓ ପରିଚାଳନା ସମନ୍ବୟ ଅଭାବରୁ ଅସୁବିଧା ଭୋଗୁଛନ୍ତି  ସହରବାସୀ । ସଫେଇ ପାଇଁ