ବାଲ୍ୟ ବିବାହ ରୋକିବା ପ୍ରସଙ୍ଗରେ ବୈଠକ

ସମ୍ବଲପୁର/ଭୁବନେଶ୍ୱର ୨୫-୧୦-୨୦୨୪(ପିପିଏସ) : ସମ୍ବଲପୁରର ଧନୁପାଲି ସ୍ଥିତ ଆଦର୍ଶ ଅନୁଷ୍ଠାନର କାର୍ଯ୍ୟାଳୟ ଠାରେ ବାଲ୍ୟ ବିବାହ ରୋକିବା ପ୍ରସଙ୍ଗରେ ଗୁରୁତ୍ୱପୁର୍ଣ୍ଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଜିଲା ଶ୍ରମ ଅଧିକାରୀ ଶତୃଜିତ ସାହୁ, ଜିଲା ସମାଜ ମଙ୍ଗଳ ଅଧିକାରୀ, ବରିଷ୍ଠ

ବାତ୍ୟା ପରେ ଦାଉ ସାଧିଲା କୋକିଶିଆଳ

ଆକ୍ରମଣ କରି ୩ ଜଣଙ୍କୁ କଲା ଗୁରୁତର କୋକିଶିଆଳ ଆକ୍ରମଣରେ ୩ ଜଣ ଲୋକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗଛ ପଡ଼ି ରାସ୍ତା ଅବରୋଧ ଥିବାରୁ ୩ ଘଣ୍ଟା ପରେ ତାଙ୍କୁ ଉଦ୍ଧାର କରି ଅଞ୍ଚଳବାସୀ ମେଡିକାଲକୁ ବାଇକରେ ନେଇଛନ୍ତି। ସୋର/ଭୁବନେଶ୍ୱର ୨୫-୧୦-୨୦୨୪(ପିପିଏସ) :

ପର୍ଯ୍ୟଟକଙ୍କ ପାଇଁ ଆହୁରି ୩ ଦିନ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ

ବାତ୍ୟା ଯୋଗୁ ଶିମିଳିପାଳ ଅଭୟାରଣ୍ୟକୁ ଗତ ୨୩ ତାରିଖ ଠାରୁ ପର୍ଯ୍ୟଟକମାନଙ୍କର ପ୍ରବେଶ ବାରଣ ରହିଛି। ଏବେ ଉତ୍ତର ଓଡ଼ିଶାରେ ବର୍ଷା ଜାରି ରହିଥିବାରୁ ବନ୍ୟପ୍ରାଣୀଙ୍କ ସୁରକ୍ଷା ଦୃଷ୍ଟିରୁ ଶିମିଳିପାଳ ଅଭୟାରଣ୍ୟ ଆହୁରି ୩ ଦିନ ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ।

ଅଖା ଭିତରେ ମହିଳାଙ୍କ ମୃତଦେହ

ଝାରସୁଗୁଡ଼ା/ଭୁବନେଶ୍ୱର ୨୫-୧୦-୨୦୨୪(ପିପିଏସ) : ରେଳ ୱାଗନ ଭିତରୁ ଅଖାବସ୍ତାରେ ଭର୍ତି ଥିବା ମହିଳାଙ୍କ ଶବ ଉଦ୍ଧାର l ଝାରସୁଗୁଡ଼ା ଜିଲ୍ଲା ସ୍ଥିତ ଏମସିଏଲ ଲଖନପୁର ଖଣିକ୍ଷେତ୍ରର ବିଓସିଏମ ସାଇଡିଙ୍ଗ ନମ୍ବର ୩କୁ କୋଇଲା ନେବା ପାଇଁ ଆସିଥିବା ରେଳ ଗାଡ଼ିର ୱାଗନରୁ ଅଖା ବସ୍ତାରେ

ପାଣି ଘେରରେ ଥାଇ ବି ପାନୀୟ ଜଳର ଉତ୍କଟ ସମସ୍ୟା

ଉଠାଜଳସେଚନ ବିଭାଗକୁ ୩୯୦ଟି ପ୍ରକଳ୍ପ ପାଇଁ ୬୩ କୋଟି ୮୩ ଲକ୍ଷ ଟଂକା ପାଇଥିବା ବେଳେ ଏଥିରୁ ୩୪ କୋଟି ୬୪ ଲକ୍ଷ ଟଂକା ଖର୍ଚ୍ଚ ହୋଇସାରିଲାଣି। ଜିଲ୍ଲା ଶିକ୍ଷା ବଭାଗକୁ ୭୫୮ଟି କାର୍ଯ୍ୟ ପାଇଁ ୪୯ କୋଟି ୨ ଲକ୍ଷ ଟଂକା ଏଷ୍ଟିମେଟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୪୨ କୋଟି ୧୫ ଲକ୍ଷ ଟଂକା

ଭଦ୍ରକରେ ଜାରି ରହିଛି ପ୍ରବଳ ବର୍ଷା; ଅକ୍ଟୋବର ୨୬ରେ ବନ୍ଦ ରହିବ ସମସ୍ତ ସ୍କୁଲ

ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ସମେତ ଭଦ୍ରକରେ ଗତ ୨୩ ତାରିଖ ଠାରୁ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟଗୁଡ଼ିକ ବନ୍ଦ ରହିଛି। ବାତ୍ୟା ଗୁରୁବାର-ଶୁକ୍ରବାର ମଧ୍ୟ ରାତ୍ରୀରେ ଲ୍ୟାଣ୍ଡଫଲ କରିବା ପରେ ମଧ୍ୟ ଶୁକ୍ରବାର ଦିନସାରା ପ୍ରବଳ ବର୍ଷା ହୋଇଛି। ଭଦ୍ରକ ଜିଲ୍ଲାରେ

ଆଶା ଦିଦି ଶିବାନୀ ମଣ୍ଡଲଙ୍କ ଭଲ କାମକୁ ଉଚ୍ଚ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆଶା ଦିଦି ଶିବାନୀ ମଣ୍ଡଳଙ୍କ ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ ଟେଲିଫୋନ୍ ଯୋଗେ କଥାହୋଇ ବାତ୍ୟା ସମୟରେ ମାନବିକତାର ପ୍ରକୃତ ନିଦର୍ଶନ ଦେଖାଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭୁବନେଶ୍ୱର

ଏସ୍‌ସିବିରେ ଦ୍ବିତୀୟ ଯକୃତ ପ୍ରତିରୋପଣ

ଦେଢ଼ମାସ ପରେ ନୂଆ ଜୀବନ ନେଇ ଘରକୁ ଫେରିଲେ ମାନସ ଦେଢ଼ମାସ ପରେ ଏସ୍‌ସିବିରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଯକୃତ(ଲିଭର୍‌) ପ୍ରତିରୋପଣ ହୋଇଥିବା ଦ୍ବିତୀୟ ରୋଗୀ ଖୋର୍ଦ୍ଧା ଅଞ୍ଚଳର ମାନସ ମୁଦୁଲି। ଗତ ସେପ୍ଟେମ୍ବର ୯ତାରିଖରେ ମାନସଙ୍କ ଶରୀରରେ ସଫଳତାର ସହ ଯକୃତ ପ୍ରତିରୋପଣ

ଭାରତର ବାଘ ମଣିଷ

ମନୁଷ୍ୟ ଓ ବାଘ ଭଳି ହିଂସ୍ର ପ୍ରାଣୀ ମଧ୍ୟରେ ବନ୍ଧୁତା ଅତି ବିରଳ। ତାହା ପୁଣି ଦୀର୍ଘସ୍ଥାୟୀ ନୁହେଁ। କିନ୍ତୁ, ଓଡ଼ିଶାର ବନ ଅଧିକାରୀ ସରୋଜ ଚୌଧୁରୀ ଓ ବାଘୁଣୀ ଖଇରୀ ମଧ୍ୟରେ ବନ୍ଧୁତା ଥିଲା ନିବିଡ଼ ଓ ସ୍ଥାୟୀ। ଦେଶରେ ବାଘ ବଂଶ ତିଷ୍ଠି ରହିବା ଏବଂ ବୃଦ୍ଧି ଘଟିବା କ୍ଷେତ୍ରରେ

ପୋତି ହୋଇଯାଉଛି ଇନ୍ଦ୍ରାବତୀ ଡ୍ୟାମ୍‌

ଜଳଭଣ୍ଡାର ଭିତରକୁ ଆସୁଛି ୪ ନଦୀର ମାଟି,ପଙ୍କ କଳାହାଣ୍ଡି ଜିଲ୍ଲାର ଜୀବନରେଖା ଇନ୍ଦ୍ରାବତୀ ଜଳଭଣ୍ଡାର ଦିନକୁ ଦିନ ପୋତି ହେବାରେ ଲାଗିଛି। ଏ ସଂକ୍ରାନ୍ତରେ ୧୫ ବର୍ଷ ତଳେ ଡ୍ୟାମ୍‌ ନିରାପତ୍ତା ସମୀକ୍ଷା ପ୍ୟାନେଲ୍‌ ଦେଇଥିବା ରିପୋର୍ଟକୁ କର୍ତ୍ତୃପକ୍ଷ ଅଣଦେଖା କରିଚାଲିଥିବାରୁ