ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସିଂହ କ୍ଲବରେ ସାମିଲ ହେଲେ ଦୁଇ ଅତିଥି
ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ତିନି ନୂଆ ଅତିଥି ଆସିଛନ୍ତି। ଏହି ଅତିଥିମାନେ ଆଜି ପୂର୍ବାହ୍ଣ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଆସିବା ସହିତ ଏଠାରେ ସିଂହମାନଙ୍କର ସଂଖ୍ୟା ବଢ଼ାଇଛନ୍ତି।
ଭୁବନେଶ୍ୱର ୨୫-୦୧-୨୦୨୫(ପିପିଏସ ) : ରାଜଧାନୀ ଭୁବନେଶ୍ବର ଉପକଣ୍ଠରେ!-->!-->!-->…