ନେପାଳର ମନ୍ତ୍ରୀଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ

କିଟ୍‌ ଘଟଣା ନେଇ ମୁଖ୍ୟମନ୍ତ୍ରୀ କହିଲେ- ନେପାଳର ପିଲାମାନେ ହେଉଛନ୍ତି ଆମ ପିଲା ଭୁବନେଶ୍ୱର ୨୨-୦୨-୨୦୨୫(ପିପିଏସ) :  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କିଟ୍ ଘଟଣା ସମ୍ପର୍କରେ ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଆର୍‍ଜୁ ରାନା ଦେଉବାଙ୍କ ସହ ଫୋନ୍ ଯୋଗେ ଆଲୋଚନା କରି ଏହି ଘଟଣାରେ

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ହେଲେ ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ଓଡ଼ିଆଙ୍କୁ ବଡ଼ ଦାୟିତ୍ବ ଦେଇଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ବଡ଼ ଦାୟିତ୍ବ ମିଳିଛି। ନୂଆଦିଲ୍ଲୀ/ଭୁବନେଶ୍ବର ୨୨-୦୨-୨୦୨୫(ପିପିଏସ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ଓଡ଼ିଆଙ୍କୁ ବଡ଼

କମ୍ ପିଅ, କିନ୍ତୁ ଭଲ ପିଅ: ମାଣ୍ଡିଆରୁ ତିଆରି ହେବ ମଦ

ଓଡ଼ିଶାରେ ମାଣ୍ଡିଆରୁ ତିଆରି ହେବ ମଦ। ଏଥିପାଇଁ ଆଗ୍ରହୀ ମଦ ତିଆରି କମ୍ପାନୀକୁ ସବ୍‌ସିଡି ଯୋଗାଇଦେବେ ରାଜ୍ୟ ସରକାର। ୨୦୨୫-୨୬ ଅବକାରୀ ନୀତିକୁ ନେଇ ଆଜି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏଭଳି କିଛି ଯୋଜନା ହୋଇଛି। ଭୁବନେଶ୍ୱର ୨୧-୦୨-୨୦୨୫ (ପିପିଏସ ) : ଓଡ଼ିଶାରେ

ନିରଂଜନ ପଟ୍ଟନାୟକଙ୍କ ଘରୁ ଚୋରି ମାମଲାର ସିନ୍‌ ରିକ୍ରିଏସନ୍‌: ଖେଳ ଦେଖାଇଲା ସ୍ପାଇଡର୍‌ ସତୀଶ

ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଘରୁ ଚୋରି କରିଥିବା ଆନ୍ଧ୍ରପ୍ରଦେଶର କୁଖ୍ୟାତ ସିନ୍ଧିଚୋର ସ୍ପାଇଡର୍‌ ସତୀଶ ରେଡ୍ଡୀ ରିମାଣ୍ଡ୍‌ରେ ଆସିବା ପରେ ଆଜି ଘଟଣାସ୍ଥଳରେ ‘ସିନ୍‌ ରିକ୍ରିଏସନ୍‌’ ହୋଇଛି। ଭୁବନେଶ୍ୱର ୨୧-୦୨-୨୦୨୫ (ପିପିଏସ ) : ପୂର୍ବତନ ପିସିସି ସଭାପତି

ଗ୍ୟାରେଜ୍‌ରୁ ମିଳିଲା ପ୍ରଧାନଶିକ୍ଷୟିତ୍ରୀଙ୍କ ଶବ

ରାତି ପାହିଲେ ହେବ ଦଶମ ଶ୍ରେଣୀ ପରୀକ୍ଷା। କିନ୍ତୁ ତା’ ପୂର୍ବରୁ ପରୀକ୍ଷା ଦାୟିତ୍ବରେ ଥିବା ଜଣେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତ‌ଦେହ ଉଦ୍ଧାର ହୋଇଛି। ବେକରୁ ସୁନା ଚେନ୍‌ ଓ ପାଖରୁ ମୋବାଇଲ୍‌ ଗାଏବ ହୋଇଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ ଉପୁଜିଛି। ପଣ୍ଡୁଆ/ଭୁବନେଶ୍ୱର

୫ଟି ସ୍କୁଲରେ ଦୁର୍ନୀତିର ଅଭିଯୋଗ ଆସିଲେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ…

ଆଜି ୫ଟିକୁ ନେଇ ବିଧାନସଭାରେ ସରଗରମ ଆଲୋଚନା ହୋଇଛି। ୫ଟି ସ୍କୁଲରେ ଦୁର୍ନୀତିର ଅଭିଯୋଗ ଆସିଲେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଭୁବନେଶ୍ୱର ୨୧-୦୨-୨୦୨୫ (ପିପିଏସ ) : ଆଜି ୫ଟିକୁ ନେଇ ବିଧାନସଭାରେ

ଗୋଟିଏ ଖଣି ପାଇଁ ୯୮ କୋଟି ଦଣ୍ଡ: ଏନ୍‌ଜିଟିଙ୍କ ରାୟ ପରେ ଖଣି ମାଲିକ ଛାନିଆ

ମାତ୍ରାଧିକ ଖଣି ଖନନ ଖୋର୍ଦ୍ଧାର ଜଣେ ଖଣି ମାଲିକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। କୋଟିଏ କି ୨ କୋଟି ନୁହେଁ, ପରିବେଶ କ୍ଷତି ଓ ଅନ୍ୟାନ୍ୟ କ୍ଷତିପୂରଣ ବାବଦରେ ୯୮ କୋଟି ୩୧ ଲକ୍ଷ ୪୯ ହଜାର ୧୩୫ ଟଙ୍କା ଆଦାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ୱର ୨୧-୦୨-୨୦୨୫ (ପିପିଏସ ) :

ପ୍ରଥମଦିନ ଶେଷ ହେଲା ମାଟ୍ରିକ୍ ପରୀକ୍ଷା

ଆଜି ଠାରୁ ଆରମ୍ଭ ହୋଇଛି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ (ମାଟ୍ରିକ୍) ପରୀକ୍ଷା। ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇଛି। ଏଥିଲାଗି ପରୀକ୍ଷାକେନ୍ଦ୍ର ସମ୍ମୁଖରେ ଅଭିଭାବକ, ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଛି।

ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ 

ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ସମସ୍ତ ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିବା ସହ ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ସେ ପରାମର୍ଶ ଦେଇଛନ୍ତି। ଭୁବନେଶ୍ବର/ କଟକ ୨୧-୦୨-୨୦୨୫ (ପିପିଏସ ) : ଆଜି ଠାରୁ ଆରମ୍ଭ ହୋଇଛି

ଆସନ୍ତାକାଲିଠୁ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା

ମାର୍ଚ୍ଚ ୨ ଯାଏଁ ନଅ ଦିନ ଧରି ଚାଲିବ ଭୁବନେଶ୍ୱର ୨୧-୦୨-୨୦୨୫ (ପିପିଏସ ) : ସୁଭଦ୍ରା ଯୋଜନା ପରେ ମହିଳାମାନଙ୍କ ପାଇଁ ସୁଭଦ୍ରା ଶକ୍ତି ମେଳାର ଆୟୋଜନ କରୁଛନ୍ତି ରାଜ୍ୟ ସରକାର। ଏହି ମେଳାରେ ମିଶନ ଶକ୍ତି ମାଆମାନେ ଯୋଗ ଦେବେ। ବର୍ତ୍ତମାନ ସୁଦ୍ଧା ଏହି ମେଳାର ନାମ ସୁଭଦ୍ରା ଶକ୍ତି