ସେପ୍ଟେମ୍ବର ସୁଦ୍ଧା ସବୁ ଘରକୁ ବିଜୁଳି: କନକ ବର୍ଦ୍ଧନ ସିଂହଦେଓ

ଭୁବନେଶ୍ବର/୨୧-୦୮-୨୪ (ପିପିଏସ ): ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଲୋକଙ୍କ ଘରେ ପହଞ୍ଚିବ ବିଜୁଳି। ବିଦ୍ୟୁତକରଣ ହୋଇନଥିବା ଘରଗୁଡିକୁ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ବିଜୁଳି ଯୋଗାଇ ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର। ଖାଲି ସେତିକି ନୁହେଁ, ସବୁ

ରାଉରକେଲାରେ ଭାରତ ବନ୍ଦ ପ୍ରଭାବହୀନ

ରାଉରକେଲା/୨୧-୦୮-୨୪ (ପିପିଏସ ): ଅନୁସୂଚିତ ଜାତି ଓ ଜନଜାତିଙ୍କୁ ମିଳୁଥିବା ସଂରକ୍ଷଣରୁ ଲହୁଣି ପରସ୍ତ (କ୍ରିମି ଲେୟାର ) ଙ୍କୁ ବାଦ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ରାୟର ପ୍ରତିବାଦରେ ଆଜି ଆଦିବାସୀ ଓ ଦଳିତ ମଞ୍ଚ ସମୂହ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ରାଉରକେଲା

କଳିଙ୍ଗ ଷ୍ଟାଡିୟମରେ ହକି ଟିମଙ୍କୁ ଭବ୍ୟ ସ୍ବାଗତ

ଭୁବନେଶ୍ୱର/୨୧-୦୮-୨୪ (ପିପିଏସ ): ଭୁବନେଶ୍ୱର ବିମାନ ବନ୍ଦରରେ ହକି ଟିମକୁ ଭବ୍ୟ ସ୍ୱାଗତ। ପ୍ୟାରିସ ଅଲିମ୍ପିକ୍ସରେ କାଂସ୍ୟ ପଦକ ବିଜେତାଙ୍କୁ ଓଡ଼ିଶା ମାଟିରେ ଜୋରଦାର ସ୍ୱାଗତ କରାଯାଇଛି। ରୋଡ଼ ସୋ’ କରି ବିମାନ ବନ୍ଦର ଠାରୁ କଳିଙ୍ଗ ଷ୍ଟାଡିୟମକୁ ଯାଇଛନ୍ତି ଖେଳାଳି। ରୋଡ଼ ସୋ’ରେ ଶହ ଶହ

ମଧ୍ୟାହ୍ନ ଭୋଜନ ସହାୟତା ରାଶି ଟଙ୍କାଏ ବଢିବ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର/୨୧-୦୮-୨୪ (ପିପିଏସ ): ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ସହାୟତା ରାଶି ବୃଦ୍ଧି କରାଯିବ। ମିଲ୍‌ ପିଛା ସହାୟତା ୧ ଟଙ୍କା ବୃଦ୍ଧି ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଏଭଳି

ତାଳଚେର, ଅନୁଗୁଳକୁ ପ୍ରଦୂଷଣ ଚିନ୍ତା

ଅନୁଗୁଳ/୨୧-୦୮-୨୪ (ପିପିଏସ ): ବାୟୁ ପ୍ରଦୂଷଣ ପାଇଁ ରେଡ୍‌ ଜୋନ୍‌ରେ ରହିଛି ତାଳଚେର ସହର। କୋଇଲା ଖଣି ଓ କଳକାରଖାନା ପାଇଁ ଏଠାକାର ପାଣିପବନ‌ରେ ବିଷ ଭରି ଯାଇଥିଲା ବେଳେ ଲୋକଙ୍କ ଜୀବନ ଦୁର୍ବିଷହ ‌ହୋଇପଡ଼ିଛି। ଆଉ ଗୁରୁତ୍ବପୂର୍ଣ୍ଣ କଥା ହେଲା ରାଷ୍ଟ୍ରାୟତ୍ତ କଂପାନି ଜଳ ଓ ବାୟୁ

ଆଉ ନାହାନ୍ତି ରଶ୍ମିତା ଦାସ

କଟକ/ମାହାଙ୍ଗା/-୨୧-୦୮-୨୪ (ପିପିଏସ ): ଆଉ ନାହାନ୍ତି ରଶ୍ମିତା ଦାସ, ବହୁ ଚର୍ଚିତ ମାହାଙ୍ଗା ଥାନା ସମୁଖରେ ଦେହରେ ନିଆଁ ଲଗାଇ ଆତ୍ମାହୁତୀ ଦେଇଥିବା ଖର୍ତାଙ୍ଗ ଗ୍ରାମର ରଶ୍ମିତା ଦାସ କଟକ ବଡ ମେଡିକାଲରେ ଚିକିଶ୍ଚିତ ହଉଥିବା ବେଳେ ଏବେ ତାଙ୍କର ପରଲୋକ ଘଟିଥିବା ଜଣାଯାଇଛି

ଆଇସିସିର ନୂଆ ଅଧ୍ୟକ୍ଷ ହେବେ ଜୟ ଶାହ !

ନୂଆଦିଲ୍ଲୀ/ଭୁବନେଶ୍ୱର -୨୧-୦୮-୨୪ (ପିପିଏସ ): ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ର ବର୍ତ୍ତମାନର ଅଧ୍ୟକ୍ଷ ଗ୍ରେଗ ବାର୍କଲେଙ୍କ କାର୍ଯ୍ୟକାଳ ନଭେମ୍ବର ୩୦ରେ ଶେଷ ହେବ। ଏହାର ଠିକ୍ ପୂର୍ବରୁ, ମଙ୍ଗଳବାର ଦିନ ସେ ତୃତୀୟ ଥର ପାଇଁ ଅଧ୍ୟକ୍ଷ ହେବା ଦୌଡ଼ରୁ ନିଜକୁ ବାଦ ଦେଇଥିଲେ।

ପ୍ରାର୍ଥୀପତ୍ର ଦାଖଲ କଲେ ବିଜେପିର ରାଜ୍ୟସଭା ପ୍ରାର୍ଥୀ ମମତା ମହାନ୍ତ

ଭୁବନେଶ୍ବର/୨୧-୦୮-୨୪ (ପିପିଏସ ): ବିଜେପିର ରାଜ୍ୟସଭା ପ୍ରାର୍ଥୀ ମମତା ମହାନ୍ତ ଆଜି ବିଧିବଦ୍ଧ ଭାବେ ଭରିଲେ ନାମାଙ୍କନ। ବିଧାନସଭା ଆସି ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ମମତା ମହାନ୍ତ । ମମତାଙ୍କ ନାମାଙ୍କନରେ ପ୍ରଥମ ପ୍ରସ୍ତାବକ ରହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଆରଜି କର ମେଡିକାଲ୍‌ର ପୂର୍ବତନ ପ୍ରିନ୍ସିପାଲ୍‌ଙ୍କର ହେବ ଲାଏ ଡିଟେକ୍ଟର ଟେଷ୍ଟ୍‌!

ନୂଆଦିଲ୍ଲୀ/ଭୁବନେଶ୍ୱର -୨୧-୦୮-୨୪ (ପିପିଏସ ): ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶର ଗୋଟାଏ ଦିନ ପରେ ସିଏସ୍ଏଫ୍ କର୍ମକର୍ତ୍ତାଙ୍କ ଏକ ଟିମ୍ ବୁଧବାର ଦିନ କୋଲକାତାର ଆରଜି କାର୍ ମେଡିକାଲ୍ କଲେଜ ଏବଂ ହସ୍ପିଟାଲରେ ପହଞ୍ଚିଛନ୍ତି। ୩୧ ବର୍ଷୀୟା  ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ପରେ

ବିଧାନସଭାରେ କଂଗ୍ରେସ ଓ ବିଜେଡିର ସଦସ୍ୟଙ୍କ ହୋହଲ୍ଲା: ଅପରାହ୍ଣ ୪ଟା ଯାଏ ମୁଲତବୀ

ଭୁବନେଶ୍ୱର -୨୧-୦୮-୨୪ (ପିପିଏସ ): ସାଢେ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା। ହେଲେ ପରେ ପୁଣି ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଲା। ବାଚସ୍ପତିଙ୍କ ପୋଡିୟମ୍ ନିକଟରେ କଂଗ୍ରେସ ଓ ବିଜେଡିର ସଦସ୍ୟମାନେ ହୋହଲ୍ଲା କରିଥିଲେ। ଚିକିଟି ମଦମୃତ୍ୟୁର ଆରଡିସି ସ୍ତରୀୟ