ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗ : ୮ଟି ଯାଗାରେ ଚଢ଼ାଉ

ଢେଙ୍କାନାଳ/କଟକ,୨୨ -୮-୨୪ (ପିପିଏସ ) : ଭିଜିଲାନ୍ସ ପଞ୍ଝାରେ ରେଞ୍ଜର l ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଢେଙ୍କାନାଳ ସହର ସ୍ଥିତ କାଲଟାକ୍ସ ରତନ ବଜାର ଅଞ୍ଚଳରେ ଥିବା ବାସଭବନ ଓ କୁଞ୍ଜକାନ୍ତଠାରେ ଥିବା ସଦର ରେଞ୍ଜ କାର୍ଯ୍ୟାଳୟରେ ଗୁରୁବାର ସକାଳେ ଭିଜିଲାନ୍ସ ଚଢ଼ାଉ

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ଲଗାତାର ଦ୍ଵିତୀୟ ଥର ପାଇଲେ ‘ଏ+’ ମାନ୍ୟତା’’

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୧-୮-୨୪ (ପିପିଏସ ) : ପୁଣି ଶୀର୍ଷ ମାନ୍ୟତା ପାଇଲେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ତଥା ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ । ଆମେରିକାସ୍ଥିତ ଗ୍ଲୋବାଲ ଫାଇନାନ୍ସ ପତ୍ରିକା ପକ୍ଷରୁ ଲଗାତର ଦ୍ଵିତୀୟ ବର୍ଷ ପାଇଁ ବୈଶ୍ଵିକ ସ୍ତରରେ ଶୀର୍ଷ କେନ୍ଦ୍ରୀୟ ବ୍ୟାଙ୍କର୍

ଏସଡିଏମଙ୍କୁ ଲାଠିରେ ପିଟିଲେ କନଷ୍ଟେବଳ : ଭିଡିଓ ଭାଇରାଲ

ପଟନା/ଭୁବନେଶ୍ୱର, ୨୧-୮-୨୪ (ପିପିଏସ ) : ଅନୁସୂଚିତ ଜାତି ଓ ଜନଜାତିଙ୍କୁ ମିଳୁଥିବା ସଂରକ୍ଷଣରୁ ଲହୁଣି ପରସ୍ତ (କ୍ରିମି ଲେୟାର)ଙ୍କୁ ବାଦ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ରାୟର ପ୍ରତିବାଦରେ ଆଜି ଆଦିବାସୀ ଓ ଦଳିତ ମଞ୍ଚ ସମୂହ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଅନ୍ୟ ରାଜ୍ୟ

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ ଗୋ’ସୁରକ୍ଷା ସମିତିର ରଣହୁଙ୍କାର : ସାମ୍ବାଦିକ ସମ୍ମିଳନୀରେ ଦେଲେ…

ଭଦ୍ରକ,୨୧-୮-୨୪ (ପିପିଏସ ) : ଭଦ୍ରକ ଏକ ସମ୍ବେଦନଶୀଳ ଉପକୂଳବର୍ତ୍ତି ଜିଲା ହୋଇଥିବାବେଳେ ଏଠାରେ ଅନେକ ବାଂଲାଦେଶୀ ବସବାସ କରୁଥିବାର ଦେଖିବାକୁ ମିଳିଛି । ଇତି ମଧ୍ୟରେ ବାଂଲାଦେଶରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତାକୁ ନେଇ ସେଠାରୁ ଭାରତକୁ ପଶିଆସୁଥିବା ବହୁ ବାଂଲାଦେଶୀ ଓଡ଼ିଶାମୁହାଁ

ଏକମାତ୍ର ପୁଅର ମୃତ୍ୟୁ ପାଇଁ ମା’ବାପାଙ୍କ ଆବେଦନ : ନାହିଁ କଲେ ସର୍ବୋଚ୍ଚ ନ୍ୟାୟାଳୟ

ମୁମ୍ବାଇ/ଭୁବନେଶ୍ୱର, ୨୧-୮-୨୪ (ପିପିଏସ ) : ୩୦ ବର୍ଷ ବୟସର ଉଚ୍ଚଶିକ୍ଷିତ ଯବାନ ପୁଅ । ହେଲେ ୧୧ ବର୍ଷ ଧରି ରୋଗଶଯ୍ୟାରେ ପଡ଼ିଛି। ଶରୀର ସମ୍ପୂର୍ଣ୍ଣ ଅକ୍ଷମ । ପୁଅର ମେଡିକାଲ ଖର୍ଚ୍ଚ ପାଇଁ ଘରଦ୍ଵାର ବିକ୍ରି ସରିଲାଣି। ହେଲେ ଆଗକୁ ଖର୍ଚ୍ଚଭାର ସମ୍ଭାଳି ପୁଅର ଯତ୍ନନେବାକୁ ଅସମର୍ଥ

ଭିଜିଲାନ୍ସ ପଞ୍ଝାରେ କନିଷ୍ଠ ରାଜସ୍ବ ସହାୟକ

ବୌଦ୍ଧ ,୨୧-୮-୨୪ (ପିପିଏସ ) : ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ ରାଜସ୍ବ ସହାୟକ (ଜେଆରଏ) ଚୌଧୁରୀ ପପୁନ କୁମାର ଦାଶ ୨୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଜିଲା ସଂଗ୍ରହାଳୟରେ ଏକ ଆକ୍ୱାରିୟମ୍ ପ୍ରୋଜେକ୍ଟର ବକେୟା ବିଲ୍ ପାସ କରାଇ ଦେବା

ଜଗତସିଂହପୁରରେ ଭାରତ ବନ୍ଦ୍ : ମିଳିଲାନି ସମ୍ପୂର୍ଣ୍ଣ ସମର୍ଥନ

ଜଗତସିଂହପୁର,୨୧-୮-୨୪ (ପିପିଏସ ) : ଜଗତସିଂହପୁର ସହରରେ ଦଳିତ ମହାସଂଘ ତରଫରୁ ବୁଧବାର ଭାରତ ବନ୍ଦ ପାଳନ କରାଯାଇଥିଲା l ମହାସଂଘର ସଭାପତି ଶଙ୍କର ଦାସ ଭାରତ ବନ୍ଦ୍କୁ ସମର୍ଥନ କରି ପୋଷ୍ଟ ଅଫିସ ଛକ ଠାରେ ଅନ୍ୟାନ୍ୟ କର୍ମକର୍ତ୍ତା ମାନଙ୍କ ସହିତ କଟକ ମାଛଗାଁ ରାସ୍ତା ଅବରୋଧ କରି ସ୍ଲୋଗାନ

ମଙ୍କି ପକ୍ସକୁ ନେଇ ତତ୍ପରତା; ସବୁ ସିଡିଏମ୍ଓଙ୍କୁ ସ୍ବାସ୍ଥ୍ୟ ବିଭାଗର ଚିଠି

ଭୁବନେଶ୍ବର/୨୧-୦୮-୨୪ (ପିପିଏସ ): ଦେଶରେ ମୁଣ୍ଡ ଟେକିଲାଣି ମଙ୍କି ପକ୍ସ। ଏହାକୁ ନେଇ ଏବେ ଆତଙ୍କ ଦେଖାଦେଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିମାନ ବନ୍ଦର ଏବଂ ବିଭିନ୍ନ ସହର ଓ ରାଜ୍ୟର ସୀମା ଅଞ୍ଚଳରେ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି। ଏହାକୁ ନେଇ ଓଡ଼ିଶାରେ ଆଗୁଆ ପଦକ୍ଷେପ

ପୋଲାଣ୍ଡ ଅଭିମୁଖେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦୀ

୪୫ ବର୍ଷ ମଧ୍ୟରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ ନୂଆଦିଲ୍ଲୀ/ଭୁବନେଶ୍ୱର -୨୧-୦୮-୨୪ (ପିପିଏସ ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ପୋଲାଣ୍ଡ ଅଭିମୁଖେ ଯାତ୍ରା କରିଛନ୍ତି, ଯେଉଁଠାରେ ସେ ତାଙ୍କ ପ୍ରତିପକ୍ଷ ଡୋନାଲ୍ଡ ଟସ୍କ ଏବଂ ରାଷ୍ଟ୍ରପତି ଆଣ୍ଡ୍ରଜେ ଡୁଡାଙ୍କ ସହ

୬ ନୂଆ ରାଜପଥ ପ୍ରକଳ୍ପ ପାଇଁ ୮୯୨୩ କୋଟି

ନୂଆଦିଲ୍ଲୀ/ଭୁବନେଶ୍ୱର -୨୧-୦୮-୨୪ (ପିପିଏସ ): କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ଓଡ଼ିଶାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ନୂତନ ଜାତୀୟ ରାଜପଥ ପ୍ରକଳ୍ପ ନିର୍ମାଣ ପାଇଁ ୮୯୨୩ କୋଟି ଟଙ୍କାର ଖର୍ଚ୍ଚ ଯୋଜନା ପ୍ରସ୍ତୁତ କରିଛନ୍ତି। ଯୋଜନାରେ ଗୋଟିଏ ନୂଆ ସେତୁ ଓ ୫ଟି ସଡ଼କ