ଚଳିତବର୍ଷ ଅଗଷ୍ଟରେ ଦିଲ୍ଲୀରେ ରେକର୍ଡ ‌ଭାଙ୍ଗିବା ପରି ବର୍ଷା

ନୂଆଦିଲ୍ଳୀ/ଭୁବନେଶ୍ୱର /୨୩-୦୮-୨୪ (ପିପିଏସ): ଚଳିତବର୍ଷ ଅଗଷ୍ଟରେ ଦିଲ୍ଲୀରେ ପ୍ରବଳ ବର୍ଷା ହୋଇଛି। ଭାରତ ପାଣିପାଗ ବିଭାଗ (ଆଇଏମଡି) ର ତଥ୍ୟ ଅନୁଯାୟୀ, ସହରରେ ଏପର୍ଯ୍ୟନ୍ତ ୨୬୯.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଯାହା ଗତ ଦଶନ୍ଧି ମଧ୍ୟରେ ସର୍ବାଧିକ ବର୍ଷା ହୋଇଛି।ଆଇଏମ୍‌ଡିର ତଥ୍ୟ

ଜେଲ ଭିତରେ ନିଶା କାରବାର : ଏସପିଙ୍କ ଚଢ଼ଉ ପରେ ଖୋଲିଲା ଗୁମର

*ମାଦକ ଦ୍ରବ୍ୟ ଜବତ ସହିତ ଆପତ୍ତି ଜନକ ସାମଗ୍ରୀ ଜବତ*ଜେଲ କର୍ମଚାରୀଙ୍କ ସମ୍ପୃକ୍ତି ସନ୍ଦେହବଲାଙ୍ଗିର/ଭୁବନେଶ୍ୱର,୨୩ -୮-୨୪ (ପିପିଏସ ) : ବଲାଙ୍ଗିର ଜିଲା କାରାଗାରରେ ବେଆଇନ କାର୍ଯ୍ୟକଳାପ ସହ ବିଶୃଙ୍ଖଳା ସୃଷ୍ଟି ହେଉଥିବା ଅଭିଯୋଗରେ ଶୁକ୍ରବାର ସକାଳେ ପୁଲିସ ପକ୍ଷରୁ କାରାଗାରରେ ଚଢ଼ଉ

ପରିବହନ ବିଭାଗ ଉପରେ ଭିଜିଲାନ୍ସ ର ନଜର : ଚିଫ୍ ଆକାଉଣ୍ଟ ଅଫିସରଙ୍କ ଘରେ ଚଢ଼ାଉ

ଭୁବନେଶ୍ୱର,୨୩ -୮-୨୪ (ପିପିଏସ ) : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ OSRTC ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି । ଭୁବନେଶ୍ୱରର ୬ଟି ଓ ବାରିପଦାର ଗୋଟିଏ ସ୍ଥାନରେ ଚଢ଼ାଉ କରାଯାଇଛି । ଭୁବନେଶ୍ୱର ଭିଜିଲାନ୍ସ ସ୍ପେଶାଲ ଜଜଙ୍କ ସର୍ଚ୍ଚ

ରୁଷକୁ ଆଉ ଏକ ବଡ ଝଟକା

କିବ୍/ଭୁବନେଶ୍ୱର ୨୨-୦୮-୨୪ (ପିପିଏସ ): ରୁଷିଆ-ୟୁକ୍ରେନ ଯୁଦ୍ଧର ମୋଡ ଦିନକୁ ଦିନ ବଦଳିବାରେ ଲାଗିଛି ।  ରଷ ଉପରେ ଘନ ଘନ ଆକ୍ରମଣ କରିଚାଲିଛି ୟୁକ୍ରେନ । ରୁଷର କୁର୍ସ୍କ ଅଞ୍ଚଳର ଅନ୍ୟ ଏକ ଅଞ୍ଚଳକୁ ନିୟନ୍ତ୍ରଣକୁ ନେଇଥିବା ୟୁକ୍ରେନ ସେନା ଦାବି କରିଛି ।ଯଦି ୟୁକ୍ରେନର ଏହି ଦାବି ସତ ହୁଏ

୨ବର୍ଷ ମଧ୍ୟରେ ଧରଣୀଧର ବିଶ୍ବବିଦ୍ୟାଳୟକୁ ସ୍ବୟଂସମ୍ପୂର୍ଣ୍ଣ କରିବା ପାଇଁ ପଦକ୍ଷେପ ନିଆଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ ୨୨-୦୮-୨୪ (ପିପିଏସ ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସଭା ଭବନ ଠାରେ ଧରଣୀଧର ବିଶ୍ବବିଦ୍ୟାଳୟ, କେନ୍ଦୁଝରର ଭିତ୍ତିଭୂମି ବିକାଶ, ମାନବ ସମ୍ବଳର ନିଯୁକ୍ତି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ ବିଷୟରେ ଆଲୋଚନା କରିଛନ୍ତି। ଗତବର୍ଷ ଫେବ୍ରୁଆରିରେ ଧରଣୀଧର

ଏକମାତ୍ର ପୁତ୍ରର ଅଙ୍ଗଦାନ କଲେ ପିତା : ଅନ୍ୟ ଜଣଙ୍କୁ ଦେଲେ ନୂଆ ଜୀବନ

ନୟାଗଡ଼/ଭୁବନେଶ୍ୱର,୨୨ -୮-୨୪ (ପିପିଏସ ) : ପଚିଶ ବର୍ଷ ବୟସର ଏକମାତ୍ର ପୁତ୍ରର ମୃତ୍ୟୁ ପରେ ଅଙ୍ଗ ଦାନ କରି ଅନ୍ୟ ଜଣଙ୍କର ଜୀବନ ବଞ୍ଚାଇଲେ ଅଭିଭାବକ l ଦୁନିଆକୁ ଭଲ ଭାବେ ଦେଖିବା ପୂର୍ବରୁ ଛାତରୁ ଖସି ପଡ଼ି ଜୀବନ ହାରିଛନ୍ତି ନୟାଗଡ଼ ପୁରୁଣା ସହର ଅଞ୍ଚଳର ଶିବୁନ ସାହୁ । ମାତ୍ର ୨୫ ବର୍ଷ

ମୋଦୀଙ୍କୁ ଚିଠି ଲେଖିଲେ ମମତା:ପ୍ରତିଦିନ ୯୦ଟି ଦୁଷ୍କର୍ମ ହେଉଛି!

କୋଲକାତା/ଭୁବନେଶ୍ୱର ୨୨-୦୮-୨୪ (ପିପିଏସ ): ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶରେ ମହିଳାଙ୍କ ପ୍ରତି ହେଉଥିବା ହିଂସା ସମ୍ପର୍କରେ ଏକ ଚିଠି ଲେଖିଛନ୍ତି। ଏହି ଚିଠି ମାଧ୍ୟମରେ ସେ ଦୁଷ୍କର୍ମ ବିରୋଧରେ କଠୋର ଆଇନ ଆଣିବାକୁ ଦାବି

୧୦ବର୍ଷର ପ୍ରେମ ସମ୍ପର୍କ ପରେ ଝିଆରୀକୁ ବିବାହ କଲେ ବେଗୁସରାଇ ଡେପୁଟି କମିଶନର

ବେଗୁସରାଇ/ଭୁବନେଶ୍ୱର ୨୨-୦୮-୨୪ (ପିପିଏସ ): ୧୦ବର୍ଷର ପ୍ରେମ ସମ୍ପର୍କ ପରେ ଝିଆରୀକୁ ବିବାହ କଲେ ବେଗୁସରାଇ ମ୍ୟୁନିସିପାଲିଟି କର୍ପୋରେସନର ଡେପୁଟି କମିଶନର ଶିବ ଶକ୍ତି କୁମ‌ାର(୩୧)। ଏହି ବିବାହକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ବିବାଦ ଆରମ୍ଭ ହୋଇଥିବା ବେଳେ ଯାହା କରିଛୁ ଠିକ୍ କରିଛୁ

ଶିଶୁଭବନ ପରିସରରେ ନର୍ସିଂ କର୍ମଚାରୀ ସଂଘର ଧାରଣା ଆରମ୍ଭ

କଟକ,୨୨ -୮-୨୪ (ପିପିଏସ ) : ନର୍ସିଂ କର୍ମଚାରୀ ସଙ୍ଘ ନିଜର ୧୦ ଦଫା ଦାବି ନେଇ ଗୁରୁବାର ଠାରୁ କଟକ ଶିଶୁ ଭବନ ପରିସରରେ ଧାରଣାରେ ବସିଛନ୍ତି l ରୋଗୀ ସେବାରେ କୌଣସି ବାଧା ସୃଷ୍ଟି ନକରି ଆନ୍ଦୋଳନ ଚାଲିଥିବା ବେଳେ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ l ଏହାପରେ ମଧ୍ୟ

ଲଗାଇଲେ ଠୁମକା ହେଲେ ନିଲମ୍ବିତ ୪ ପୁଲିସ କର୍ମଚାରୀ

ନୂଆଦିଲ୍ଲୀ/ଭୁବନେଶ୍ବର,୨୨ -୮-୨୪ (ପିପିଏସ ) : ଅଗଷ୍ଟ ୧୫ ସ୍ୱାଧୀନତା ଦିବସକୁ ଦେଶରେ ଧୁମଧାମରେ ପାଳନ କରାଯାଇଥିଲା। ସ୍ୱାଧୀନତା ଦିବସ ପାଳନ ଅବସରରେ ମହାରାଷ୍ଟ୍ରର ନାଗପୁର ଜିଲ୍ଲାର ତହସିଲ ପୁଲିସ ଷ୍ଟେସନରେ ନୃତ୍ୟ କରିଥିବା ୪ଜଣ ପୁଲିସ କର୍ମଚାରୀଙ୍କୁ ଏହା ମହଙ୍ଗା ପଡ଼ିଯାଇଛି।ଏହି