ପୁଣି ଖୋଲିଲା ରତ୍ନ ଭଣ୍ଡାର

ଖାଲି ଆଲମିରା ଓ ସିନ୍ଦୁକ ସ୍ଥାନାନ୍ତର , ସ୍ଥାନାନ୍ତରଣ ସମୟରେ ଦର୍ଶନ ବନ୍ଦ ଭୁବନେଶ୍ୱର/ ପୁରୀ/ ୨୩-୦୮-୨୪ (ପିପିଏସ ): ପୁଣି ଥରେ ଖୋଲିଛି ଶ୍ରୀମନ୍ଦିର ରତ୍ନ ଭଣ୍ଡାର। ଶୁକ୍ରବାର ଦିନ ପ୍ରାୟ ୨ଟା ସମୟରେ ରତ୍ନ ଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ଵନାଥ ରଥ ଓ ଶ୍ରୀମନ୍ଦିର

କ୍ଷତିପୂରଣ ଦାବିରେ ରାସ୍ତାରୋକ

ଭୁବନେଶ୍ୱର /୨୩-୦୮-୨୪ (ପିପିଏସ ): ମଥୁରା ନିକଟରେ ଶୁକ୍ରବାର ସକାଳେ ଘଟିଥିବା ଦୁର୍ଘଟଣାରେ ମୃତ ଚାଳକଙ୍କ ପରିବାରର ସମ୍ପର୍କୀୟମାନେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି। ଫଳରେ ଭବାନୀପାଟଣାରୁ ଜୟପୁର ମଧ୍ୟରେ ୨୬ ନମ୍ୱର ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହେଇଛି।

ଓଡ଼ିଆ ଅସ୍ମିତାର ବାର୍ତ୍ତାବହ ‘ନବୀନ’ : କବି ଡ଼. ପ୍ରସନ୍ନ ପାଟ୍ଟଶାଣୀ

*‘ନବୀନ’ର ପ୍ରତିଷ୍ଠାତା ମହୁରୀ ରାଜା କୃପାସିନ୍ଧୁ ନରେନ୍ଦ୍ର ଦେବ ସ୍ମୃତି ସମ୍ମାନ ପ୍ରଦାନ ଉତ୍ସବ*ସାହିତ୍ୟ, ସଂସ୍କୃତି, ନୃତ୍ୟ କଳା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ଶୀର୍ଷ ସ୍ଥାନରେବ୍ରହ୍ମପୁର/ଭୁବନେଶ୍ୱର,୨୩-୮-୨୪ (ପିପିଏସ) : ଓଡ଼ିଶାର ସର୍ବପୁରାତନ ସମ୍ୱାଦପତ୍ର ‘ନବୀନ’ ଓଡ଼ିଆ ଅସ୍ମିତାର

ୟୁକ୍ରେନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଜେଲେନ୍‌ସ୍କିଙ୍କ ସହିତ କରିବେ ଦ୍ଵିପାକ୍ଷିକ ଆଲୋଚନା ନୂଆଦିଲ୍ଲୀ/ଭୁବନେଶ୍ୱର ୨୩-୦୮-୨୪ (ପିପିଏସ ): ପୋଲାଣ୍ଡ ଗସ୍ତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ ଗସ୍ତରେ ଯାଇ ଶୁକ୍ରବାର କିଭ୍‌ରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା। ପ୍ରଧାନମନ୍ତ୍ରୀ କିଭ୍‌

ଓଡ଼ିଶାରେ ସମ୍ପୂର୍ଣ୍ଣ ବନ୍ଦ ହେବ ଡ୍ୟାନ୍ସ ବାର୍‌ : ବିଧାନ ସଭାରେ ଘୋଷଣା କଲେ ଅବକାରୀ ମନ୍ତ୍ରୀ

ଭୁବନେଶ୍ୱର,୨୩-୮-୨୪ (ପିପିଏସ) : ବିଧାନସଭାରେ ଶୁକ୍ରବାର ଅଧିବେଶନରେ ବଡ଼ ଘୋଷଣା କରିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆଗକୁ ରାଜ୍ୟରେ ସମ୍ପୂର୍ଣ୍ଣ ଭାବେ ଡ୍ୟାନ୍ସ ବାର୍‌ ଗୁଡିକ ବନ୍ଦ କରାଯିବ । ସେ କହିଛନ୍ତି, ଓଡ଼ିଆ ଅସ୍ମିତାକୁ ନେଇ ନୂଆ ଅବକାରୀ ନୀତି ଅଣାଯିବ।

ଅନୀଲ ଅମ୍ବାନୀଙ୍କୁ ସିକ୍ୟୁରିଟିଜ୍‌ ମାର୍କେଟରୁ ବାସନ୍ଦ କଲା ସେବି

ନୂଆଦିଲ୍ଲୀ/ଭୁବନେଶ୍ୱର ୨୩-୦୮-୨୪ (ପିପିଏସ ): ବିଶିଷ୍ଟ ଶିଳ୍ପପତି ଅନୀଲ ଅମ୍ବାନୀଙ୍କୁ ସିକ୍ୟୁରିଟିଜ୍‌ ମାର୍କେଟ(ପ୍ରତିଭୂତି ବଜାର)ରୁ ବାସନ୍ଦ କରିଛି ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ(ସେବି)। ଅନୀଲଙ୍କ ସମେତ ଅନ୍ୟ ୨୪ଟି ସଂସ୍ଥାକୁ ବି ସେବି ପକ୍ଷରୁ ବାସନ୍ଦ କରାଯାଇଛି। ୫ ବର୍ଷ

ମହିଳାଙ୍କ ପାଇଁ କାହିଁକି ଏସବୁ ଭିଟାମିନ୍‌ ଜରୁରୀ ?

ବୟସ ହିସାବରେ ମହିଳାଙ୍କ ଲାଗି ଭିନ୍ନ ଭିନ୍ନ ଭିଟାମିନର ଆବଶ୍ୟକତା ରହିଥାଏ । ଏହାସହିତ ପୁରୁଷଙ୍କ ତୁଳନାରେ ମହିଳାମାନଙ୍କୁ ଅଧିକ ପୋଷଣର ଆବଶ୍ୟକତା ଥାଏ । ଏକ ସୁସ୍ଥ ଡାଏଟରେ ସମସ୍ତ ପ୍ରକାର ପୋଷଣ ମହିଳାମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମହିଳାଙ୍କ ଶରୀରରେ ଅନେକ ପ୍ରକାର

ବୋଲେରୋକୁ ଧକ୍କା ଦେଲା ଟ୍ରକ୍‌, ୬ ଆହତ,ଟ୍ରକ୍‌ ଚାଳକ ଫେରାର

ଭୁବନେଶ୍ୱର /୨୩-୦୮-୨୪ (ପିପିଏସ): ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ନୂଆଗଡ଼ ଖେଳ ପଡ଼ିଆ ନିକଟରେ ଗତକାଲି ରାତି ପ୍ରାୟ ସାଢ଼େ ୭ଟା ବେଳେ ଏକ ବୋଲେରୋକୁ ଗୋଟିଏ ଟ୍ରକ୍‌ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୬ଜଣ ଆହତ ହୋଇଛନ୍ତି।ସୂଚନା ଅନୁଯାୟୀ ରାତିରେ

୨୭ ରେ ତେଲକୋଇ ବନ୍ଦ ପାଇଁ ପ୍ରସ୍ତୁତି

ସମାକୋଇ-ଚକଦର ପ୍ରକଳ୍ପକୁ ଗାଁ ଗାଁରେ ବିରୋଧ ଭୁବନେଶ୍ୱର /୨୩-୦୮-୨୪ (ପିପିଏସ): କେନ୍ଦୁଝର ଜିଲ୍ଲାରେ ତେଲକୋଇରେ ସମାକୋଇ-ଚକଦର ପ୍ରକଳ୍ପକୁ ନେଇ ଗାଁ ଗାଁରେ ବିରୋଧର ସ୍ବର ଉଠିଛି। ଆସନ୍ତା ୨୭ ତାରିଖ ସମାକୋଇ-ଚକଦର ପ୍ରକଳ୍ପ ନିର୍ମାଣକୁ ବିରୋଧ କରି ତେଲକୋଇ ବନ୍ଦ ଡାକରା ଦିଆଯାଇଛି।

ବନ୍ଧାହେଲେ ଢେଙ୍କାନାଳ ସଦର ରେଞ୍ଜର୍‌

ଭୁବନେଶ୍ୱର /୨୩-୦୮-୨୪ (ପିପିଏସ): ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗିରଫ ହେଲେ ଢେଙ୍କାନାଳ ସଦର ରେଞ୍ଜର୍‌ ବିଭୁଦାନନ୍ଦ ମିଶ୍ର। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ସଦର ରେଞ୍ଜର୍‌ ବିଭୁଦାନନ୍ଦ ମିଶ୍ର ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। କଟକ