ଇସ୍ରାଏଲକୁ ଇରାନର ଧମକ:ଚାଲିବ ଲମ୍ବା ଯୁଦ୍ଧ
ତେହେରାନ/ଭୁବନେଶ୍ବର,୨୫-୦୮-୨୪ (ପିପିଏସ): ଇସ୍ରାଏଲ ଓ ଲେବାନନର ଉଗ୍ରବାଦୀ ସଙ୍ଗଠନ ହିଜବୁଲ୍ଲା ମଧ୍ୟରେ ଲଢେଇକୁ ନେଇ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନି ଏକ ବଡ଼ ବୟାନ ଦେଇଛନ୍ତି। ଆୟାତୋଲ୍ଲା ଖାମେନି କହିଛନ୍ତି ଯେ ଏହା ଏକ କେବେ ଶେଷ ନ ହେଉଥିବା ଯୁଦ୍ଧ। ଅର୍ଥାତ ଲମ୍ବା ସମୟ!-->…