ଝାଡ଼ାବାନ୍ତିରେ ୨୦ରୁ ଉର୍ଦ୍ଧ୍ବ ମୃତ୍ୟୁ : ଅଖାଦ୍ୟ ଶୁଖିଲା ମାଂସ ମୁଖ୍ୟ କାରଣ

*ଅଖାଦ୍ୟ ଛାଡ଼ି ପାରିନାହାନ୍ତି ଜିଲ୍ଲାର ଅଧିକାଂଶ ଲୋକ*ଗାଈ,ମଇଁଷିଙ୍କ ଶୁଖିଲା ପଚାମାଂସ ଖାଇବାର ପାର୍ଶ୍ବ ପ୍ରତିକ୍ରିୟା*ଶିକ୍ଷା ଏବଂ ସଚେତନତା ଅଭାବ ଯୋଗୁଁ ଜଟିଳ ହୋଇଛି ପରିସ୍ଥିତି ରାୟଗଡ଼ା/ଭୁବନେଶ୍ବର,୨୬-୦୮-୨୪ (ପିପିଏସ) : ସ୍ବାସ୍ଥ୍ୟ ବିଭାଗର ନିଦ ହଜାଇ ଦେଇଛି ଝାଡ଼ାବାନ୍ତି ।

ଭିତରକନିକାକୁ ପଲିଥିନ୍‌ ବିପଦ

କୁମ୍ଭୀର ମୃତ୍ୟୁ ପରେ ମଧ୍ୟ ନିଷ୍କ୍ରିୟତା ରାଜନଗର/ଭୁବନେଶ୍ବର,୨୫-୦୮-୨୪ (ପିପିଏସ) : ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନର ଜୈବ ବିବିଧତାକୁ ପ୍ରଭାବିତ କରୁଛି ପଲିଥିନ୍‌ । ଜଙ୍ଗଲଠୁ ଆରମ୍ଭ କରି ଭିତରକନିକା ଭିତରେ ଓ ବାହାରେ ପ୍ରବାହିତ ନଦୀ, ନାଳ ଓ ସମୁଦ୍ରରେ

ସରକାରୀ ଯାନ ଚାଳନା ତାଲିମ କେନ୍ଦ୍ର ବୃଦ୍ଧି ହେବ:ପରିବହନ ମନ୍ତ୍ରୀ

ବ୍ରହ୍ମପୁର/ଭୁବନେଶ୍ୱର/୨୫-୦୮-୨୪ (ପିପିଏସ):  ଗଞ୍ଜାମ ଜିଲା ବ୍ରହ୍ମପୁରରେ ଥିବା ସରକାରୀ ଯାନଚାଳନା ପ୍ରଶିକ୍ଷଣ କେନ୍ଦ୍ର ପ୍ରଥମ ବର୍ଷ ପୂରା କରିଛି। ଏହି ଅବସରରେ ପାଲୁର ହିଲ୍‌ସ ସ୍ଥିତ ତାଲିମ ପ୍ରତିଷ୍ଠାନରେ ଆୟୋଜିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ

ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ !

ଭୁବନେଶ୍ବର/ବାସୁଦେବପୁର /୨୫-୦୮-୨୪ (ପିପିଏସ): ବାସୁଦେବପୁର ବ୍ଲକ ନାଇକାଣିଡିହ ଥାନା ଅନ୍ତର୍ଗତ ବାଲିମେଦ ପଞ୍ଚାୟତ ଛତ୍ରପଦା ଗ୍ରାମରେ ଅଗ୍ନିକାଣ୍ଡରେ ଜଣେ ବ୍ୟକ୍ତିଙ୍କ ଘର ଜଳିଯାଇଛି। ତେବେ କେହି ଦୁର୍ବୃତ୍ତ ଘରେ ନିଆଁ ଲଗାଇ ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ,

ପିପିଲିରେ ବାର୍ଡ ଫ୍ଲୁ: ୫ ହଜାର କୁକୁଡ଼ା ମରାଗଲା

ଭୁବନେଶ୍ବର,୨୫-୦୮-୨୪ (ପିପିଏସ):ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ବାର୍ଡ ଫ୍ଲୁ ପଜିଟିଭ୍ ଚିହ୍ନଟ ପରେ ଆଲର୍ଟରେ ପ୍ରାଣୀ ସଂପଦ ବିଭାଗ। ସଂକ୍ରମଣ ରୋକିବାକୁ ଆରମ୍ଭ ହୋଇଛି କୁକୁଡ଼ା ମରା ଅଭିଯାନ। ଗତକାଲି ସଂଧ୍ୟାରୁ ଆଜି ପର୍ଯ୍ୟନ୍ତ ପିପିଲି ଆବଲପୁର ଗାଁରୁ ପ୍ରାୟ ୫ ହଜାର କୁକୁଡ଼ା

ସ୍ମାର୍ଟସିଟିର ଅସଜଡ଼ା ପାର୍କିଂ ବ୍ୟବସ୍ଥା: ୪୦ କୋଟିର ମଲ୍‌ଟି କାର୍‌ ପାର୍କିଂ ପ୍ରକଳ୍ପ କାମରେ ଆସୁନି

ଭୁବନେଶ୍ବର/ରାଉରକେଲା/୨୫-୦୮-୨୪ (ପିପିଏସ): ସ୍ମାର୍ଟସିଟିରେ ପାର୍କିଂ ସମସ୍ୟା ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଲାଣି। ବିଶେଷକରି ବୀର୍ସା ଛକରୁ ଉଦିତନଗର ଆମ୍ବେଦକର ଛକ ପର୍ଯ୍ୟନ୍ତ, ପାର୍କିଂସ୍ଥାନର ଘୋର୍‌ ଅଭାବ। ଫଳରେ ଗ୍ରାହକ ଓ ଦୋକାନି ଯାବତୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ସହରାଞ୍ଚଳରେ ଏସ୍‌ସି, ଏସ୍‌ଟି ବ୍ୟକ୍ତି ଜମି ବିକିପାରିବେ

ବାଟ ଫିଟାଇବେ ତହସିଲଦାରଆବାସଯୋଗ୍ୟ ବୋଲି ରିପୋର୍ଟ ଦେବେ କଟକ/୨୫-୦୮-୨୪ (ପିପିଏସ): ସହରାଞ୍ଚଳରେ ଅନୁସୂଚିତ ଜାତି (ଏସ୍‌ସି) ଓ ଅନୁସୂଚିତ ଜନଜାତି (ଏସଟି) ବର୍ଗର ବ୍ୟକ୍ତିଙ୍କ ନାଁରେ ଥିବା ଘରବାଡ଼ି ଜମି ଆଉ କୃଷି ଉପଯୋଗୀ ନୁହେଁ, ଆବାସିକ ଉଦ୍ଦେଶ୍ୟରେ ବ୍ୟବହାରଯୋଗ୍ୟ ବୋଲି ତହସିଲଦାର

ଥାନାବାବୁଙ୍କୁ ମାଡ଼ ଘଟଣା: ନିରପେକ୍ଷ ତଦନ୍ତ ଦାବି

ବଲାଙ୍ଗୀର/ଭୁବନେଶ୍ବର,୨୫-୦୮-୨୪ (ପିପିଏସ): ୨୬ ନମ୍ବର ଜାତୀୟ ରାଜପଥ ବଲାଙ୍ଗୀର ଦେଓଗାଁ ରାସ୍ତାର ସୋନଗଡ଼ ନଦୀ ବ୍ରିଜ ଉପରେ ମାତାଲ ତୁଷୁରା ଥାନା ଅଧିକାରୀ ଦେଖାଇଥିବା ଦବଙ୍ଗିରି କୁନେଇ ଅସନ୍ତୋଷ ବଢ଼ିବାରେରେ ଲାଗିଛି। ପୁଲିସ କରୁଥିବା ତଦନ୍ତକୁ ସନ୍ଦେହ କରି ଦେଓଗାଁର ସଚେତନ ନାଗରିକ

ଶେଷ ହେଲା ସଞ୍ଜୟ ରାୟର ପଲିଗ୍ରାଫ୍ ଟେଷ୍ଟ

ବହୁ ଚର୍ଚିତ କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା ପଲିଗ୍ରାଫ ଟେଷ୍ଟ ପରେ ଜେଲରୁ ବାହାରିଲା ସିବିଆଇ ଜାରି ରହିଛି ଆଗାମୀ ତଦନ୍ତ କୋଲକାତା/ଭୁବନେଶ୍ବର,୨୫-୦୮-୨୪ (ପିପିଏସ): କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ସ୍ନାତକୋତ୍ତର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ

ବାଂଲାଦେଶରେ ଫସିଛି ଆଦାନିଙ୍କ ୬୭୧୧ କୋଟି

ନୂଆଦିଲ୍ଲୀ/ଭୁବନେଶ୍ବର,୨୫-୦୮-୨୪ (ପିପିଏସ): ବାଂଲାଦେଶରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ଭାରତକୁ ବିଭିନ୍ନ କ୍ଷେତ୍ରରେ ପ୍ରଭାବିତ କରିଥିବା ବେଳେ ସେଥିରୁ ଦେଶର ଦ୍ବିତୀୟ ବଡ଼ ଧନୀ ଗୌତମ ଆଦାନି ବାଦ୍‌ ପଡ଼ିନାହାନ୍ତି। ବାଂଲାଦେଶକୁ ନେଇ ତାଙ୍କ ଚିନ୍ତା ବଢ଼ିଯାଇଛି। ଆଦାନି ଗ୍ରୁପ୍‌ର