୩୦ କୋଟି ଟଙ୍କାର ସୁନା ଓ ରୁପା ଜବତ : ଚୋରା ଚାଲାଣବେଳେ ମାଡ଼ିବସିଲା ଜିଏସଟି ବିଭାଗ
ଭୁବନେଶ୍ବର,୨୬ -୦୮-୨୪ (ପିପିଏସ) : ରାଜଧାନୀ ଭୁବନେଶ୍ୱରରେ ସୁନା ଚାଲାଣ ବେଳେ ମାଡ଼ି ବସିଲା ସିଟି ଜିଏସଟି ବିଭାଗ । ରାଜଧାନୀ ଭୁବନେଶ୍ୱରରେ ଟଙ୍କା ବୁହା ଗାଡ଼ିରୁ ୫୦ କେଜି ସୁନା ଓ ୨ କ୍ୱିଣ୍ଟାଲ ରୁପା ଜବତ କରିଛି ଜିଏସଟି ବିଭାଗ । ଏୟାରପୋର୍ଟ ପାଖରୁ ଯାଞ୍ଚ କରି ଧରିଲେ ସିଟି-ଜିଏସ୍ଟି!-->…