ଇଣ୍ଡିଆ ବୁକ୍ ଅଫ୍ ରେକଡ଼ରେ ସ୍ଥାନ ପାଇଲେ କଟକର ପୁଅ ସାଇ ସୌରଭ
କଟକ, ୨୭-୦୮-୨୪ (ପିପିଏସ) : ମହାନଦୀବିହାର ବାସିନ୍ଦା ସମାଜସେବୀ ସଞ୍ଜୟ ଜେନା ଓ ଶିକ୍ଷାବିତ୍ ଦେବର୍ଷୀ ରାଉତଙ୍କ ସୁପୁତ୍ର ସାଇ ସୌରଭ ଜେନା ୧୭ ବର୍ଷ ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକଡ଼ରେ ସ୍ଥାନ ପାଇଛନ୍ତି । ୨୦୨୪ ମସିହାରେ ଏହି ସଫଳତା ପାଇବାରେ ସାଇ ସୌରଭ ଓଡ଼ିଶାର ଏକମାତ୍ର ଛାତ୍ର ଅଟନ୍ତି!-->…