ବିପୁଳ ସମ୍ପତ୍ତିର ମାଲିକ’ CHSE ରେକର୍ଡ ସପ୍ଲାୟର୍ ଙ୍କୁ ବାନ୍ଧିଲା ଭିଜିଲାନ୍ସ
କଟକ/ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ଆଉ ମାତ୍ର ୨ ଦିନ ପରେ ନେଇଥାନ୍ତେ ଅବସର । ଅଫିସରେ ଦିଆଯାଇଥାନ୍ତା ଅବସରକାଳୀନ ସମ୍ବର୍ଦ୍ଧନା । ହେଲେ ଠିକ୍ ତା ପୂର୍ବରୁ ପଡିଗଲେ ଭିଜିଲାନ୍ସ ଜାଲରେ । ଆଉ ବେକରେ ଫୁଲମାଳ ପଡ଼ିବା ବଦଳରେ ହାତରେ ପଡ଼ିଲା ହାତକଡ଼ି l ଭିଜିଲାନ୍ସ ହାତରେ ବନ୍ଧା ହେଲେ CHSE!-->…