ବନ୍ଧା ହେଲେ ବ୍ଲକ ଶିକ୍ଷା ଅଧିକାରୀ : ଗତକାଲି ହୋଇଥିଲା ଭିଜିଲାନ୍ସ ଚଢ଼ାଉ
ନଗଦ ୬.୫ ଲକ୍ଷ ଟଙ୍କା ସହ ବ୍ୟାଙ୍କ ଜମା ୩୫.୬୧ ଲକ୍ଷ ଟଙ୍କା
୩ଟି ବହୁତଳ କୋଠା ସହିତ ଗୋଟିଏ କାର୍
ସୁନା, ରୁପା ଗିନା,ଚାମଚ ସହିତ ଦାମୀ ଘଣ୍ଟା
ବ୍ରହ୍ମପୁର/ଭୁବନେଶ୍ୱର,୧-୦୯-୨୪(ପିପିଏସ) : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଛତ୍ରପୁର ବିଇଓ ସୀତାରାମ ପାତ୍ରଙ୍କୁ ଆଜି!-->!-->!-->!-->!-->!-->!-->!-->!-->…