ମହାପ୍ରଭୁଙ୍କ ଦର୍ଶନ କଲେ ଆର୍ ବି ଆଇ ଗଭର୍ଣ୍ଣର
ଭୁବନେଶ୍ୱର,୨-୯-୨୪(ପିପିଏସ) : ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆର୍ ବି ଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଚାରିଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଏହି ଅବସରରେ ସେ ପୁରୀ ଯାଇ ହାପ୍ରଭୁଙ୍କ ଦର୍ଶନକରିଛନ୍ତି । ତାଙ୍କ ସହିତ ତାଙ୍କ ସହଧର୍ମିଣୀ ମଧ୍ୟ ରହିଛନ୍ତି । ଉଭୟ ମହାପ୍ରଭୁଙ୍କ ଦର୍ଶନ!-->…