ହାଇକୋର୍ଟରେ ଜେଲ ସଂସ୍କାର ମାମଲା: ଆଇଜିଙ୍କୁ ସତ୍ୟପାଠ ଦାଖଲ ନିର୍ଦ୍ଦେଶ
କଟକ/୦୬-୦୯-୨୦୨୪(ପିପିଏସ): ରାଜ୍ୟର କେତେକ ଜେଲରେ ଖାଦ୍ୟର ମାନ, ରୋଷଶାଳ, ସ୍ବଚ୍ଛତା, ପରିମଳ, ଶୌଚାଳୟର ସ୍ଥିତି ଭଲ ନଥିବା ଅଭିଯୋଗ ରହିଛି। ଏଥି ସହିତ ଜାମୁଝରିସ୍ଥିତ ବିଜୁ ପଟ୍ଟନାୟକ ମୁକ୍ତାକାଶ କାରାଗାରରେ ଅନ୍ତେବାସୀଙ୍କ ପାଇଁ ରହିଥିବା ମୌଳିକ ସୁବିଧା ଓ ସେମାନଙ୍କ ପ୍ରତି ଜେଲ!-->!-->!-->…