ବ୍ୟକ୍ତିଗତ ତଥା ବୃତ୍ତିଗତ ଅଭିବୃଦ୍ଧିରେ ମହିଳାଙ୍କୁ ଶସକ୍ତ କରିବା ସୁଭଦ୍ରା ଯୋଜନାର ମୂଳ ଲକ୍ଷ୍ୟ : ସାଂସଦ
କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ସଚେତନତା ରଥର ସୁଭାରମ୍ଭ
୧୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବ୍ଲକ୍ ଓ ଗ୍ରାମ ପଞ୍ଚାୟତରେ ବୁଲିବ ୭ଟି ସଚେତନତା ରଥ
୧୪ଟି ବ୍ଲକର ୧୬୨୬ଟି ସାଧାରଣ ସେବା କେନ୍ଦ୍ର ଓ ୩୬୨ଟି ମୋ ସେବା କେନ୍ଦ୍ରରେ ବିନା ମୂଲ୍ୟରେ ମିଳିବ ଫର୍ମ
!-->!-->!-->!-->!-->!-->!-->!-->!-->…