ଏସିଆନ ଚାମ୍ପିୟନ୍ସ ଟ୍ରଫି : କୋରିଆକୁ ହରାଇ ଅପରାଜେୟ ରହିଛି ଭାରତୀୟ ହକି ଟିମ
ନୂଆଦିଲ୍ଲୀ/ଭୁବନେଶ୍ୱର,୧୨-୦୯-୨୦୨୪ (ପିପିଏସ) : ଚାଇନାରେ ଚାଲିଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ହକି ଟିମ ଏପର୍ଯ୍ୟନ୍ତ ଅପରାଜେୟ ରହିଛି । ଟୁର୍ଣ୍ଣାମେଣ୍ଟରେ ଆରମ୍ଭରୁ ଅପରାଜେୟ ଥିବା ଭାରତ ଆଜି ୪ର୍ଥ ମୁକାବିଲାରେ କୋରିଆକୁ ୩-୧ ଗୋଲରେ ମାତ ଦେଇଛି। ବୁଧବାର କ୍ରମାଗତ!-->…