ବିପଜ୍ଜନକ ଅବସ୍ଥାରେ ସ୍ମାର୍ଟ ସିଟି ରାସ୍ତାଘାଟ
ଭୁବନେଶ୍ବର,୧୩-୦୯-୨୦୨୪ (ପିପିଏସ) : ସ୍ଥିତି ସାଂଘାତିକ । ଯୁଆଡ଼େ ଯିବ, ସିଆଡ଼େ ଖାଲଖମା । ରାସ୍ତାରୁ ପିଚୁ ଉଠିଗଲାଣି । ଗୋଡ଼ି ବିଛାଇ ହୋଇ ପଡ଼ିଛି। କେଉଁଠି କାଦୁଅ, ଆଉ କେଉଁଠି ପାଣି । ଟିକିଏ ନଜର ହଟିଲେ, ଦୁର୍ଘଟଣା ହେବା ଥୟ । କେତେବେଳେ ଯେ ଏ ରାସ୍ତା ମାରିଦେବ, କହି ହେବନି!-->…