ଧାନ ସହିତ ଡୋଲିରେ ଥିବା ୧୦ ହଜାର ଟଙ୍କା ଖାଇଗଲା ହାତୀ

କେନ୍ଦୁଝର/ଭୁବନେଶ୍ୱର,୧୬-୦୯-୨୦୨୪(ପିପିଏସ) : ଟଙ୍କା ବହୁ ମୂଲ୍ୟବାନ। ସବୁବେଳେ ଟଙ୍କାକୁ ସାଇତି ରଖାଯାଇଥାଏ। କିଏ ବ୍ୟାଙ୍କରେ ଟଙ୍କା ରଖିଥାଏ ତ ଆଉ କିଏ ଘରେ ବାକ୍ସରେ ରଖିଥାଏ। କାରଣ ଅତି ଦରକାର ବେଳେ କାମରେ ଲାଗିବ। ହେଲେ ଧାନ ଭର୍ତ୍ତି ଡୋଲିରେ କେହି କେବେ ଟଙ୍କା ରଖିଥିବାର

ବସ୍‌କୁ ଅପେକ୍ଷା କରିଥିବା ବେଳେ ମାଡ଼ିଗଲା ବସ୍‌ : ବୋହୂ ଆଖି ଆଗରେ ଚାଲିଗଲା ଶାଶୂଙ୍କ ଜୀବନ

ନୟାଗଡ଼/ଭୁବନେଶ୍ୱର,୧୬-୦୯-୨୦୨୪(ପିପିଏସ) : ନୟାଗଡ଼ ଜିଲ୍ଲା କରଡ଼ାପଲ୍ଲୀ ଛକରେ ଘଟିଛି ଏକ ଅଭାବନୀୟ ଘଟଣା । ବସ୍‌କୁ ଅପେକ୍ଷା କରି ଛିଡ଼ା ହୋଇଥିଲେ । ମାତ୍ର ଏହି ସମୟରେ ଆଉ ଏକ ବସ୍‌ ମାଡ଼ିଆସି ମହିଳାଙ୍କ ଉପରେ ଚଢ଼ାଇଦେଲା । ଫଳରେ ଘଟଣାସ୍ଥଳରେ ହିଁ ଚାଲିଗଲା ମହିଳାଙ୍କ ଜୀବନ । ମୃତ

ହିଂସାତ୍ମକ ହୋଇପଡ଼ିଛନ୍ତି ମାଓବାଦୀ

ପ୍ରଜାକୋର୍ଟରେ ଶିକ୍ଷକଙ୍କୁ ଦୋଷୀ ସାବ୍ୟସ୍ତ କରି ମାଓବାଦୀମାନେ ଶିକ୍ଷାଦୂତଙ୍କୁ ପିଟି ପିଟି ହତ୍ୟା କରିଛନ୍ତି। ମାଲକାନଗିରି/ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ): ପଡ଼ୋଶୀ ଛତିଶଗଡ଼ରେ ଏବେ ମାଓବାଦୀ ହିଂସାତ୍ମକ ହୋଇପଡ଼ିଛନ୍ତି। ଲୋକଙ୍କୁ ଭୟଭୀତ କରିବା ଏବଂ ପୁଲିସକୁ ହଇରାଣରେ ପକାଇବାକୁ

ବୋମାମାଡ଼ ମାମଲାରେ ୮ ଗିରଫ: ସୁପାରି ନେଇଥିଲା ଚନ୍ଦନପୁର ଗ୍ୟାଙ୍ଗ୍‌

ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ): ନୂଆପଲ୍ଲୀ ଥାନା କେଶରୀ ଏନ୍‌କ୍ଲେଭ୍‌ ଓ ଇନ୍‌ଫୋଭ୍ୟାଲି ଥାନା କାଞ୍ଚନ ପ୍ଲାଜା ନିକଟରେ ହୋଇଥିବା ବୋମାମାଡ଼ ମାମଲାରେ କମିସନରେଟ୍‌ ପୁଲିସ ୮ଜଣଙ୍କୁ ଗିରଫ କରିଛି। ଏହି ୨ ମାମଲାର ମାଷ୍ଟରମାଇଣ୍ଡ ତଥା ଜମି ମାଫିଆ ବସନ୍ତ ମହାପାତ୍ର ସମେତ ସୁପାରି ନେଇ

ଦେଶରେ ଜନଗଣନା ପାଇଁ ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ/ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ): ଜନଗଣନା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଥିଲେ ମଧ୍ୟ ଏହି ପ୍ରକ୍ରିୟାରେ ଜାତି ସମ୍ବନ୍ଧୀୟ ସ୍ତମ୍ଭକୁ ଅନ୍ତର୍ଭୁକ୍ତ କରିବା ନେଇ ଏପର୍ଯ୍ୟନ୍ତ ନିଷ୍ପତ୍ତି ନିଆଯାଇନାହିଁ। ସୂତ୍ରରୁ ରବିବାର ଏହି ସୂଚନା ଦିଆଯାଇଛି। ନାମ ଗୋପନ ରଖିବା

ନକଲି ନଡିଆ ତେଲ ଫ୍ୟାକ୍ଟ୍ରିରେ ଚଢଉ : ବିପୁଳ କଞ୍ଚାମାଲ ଜବତ

ବ୍ରହ୍ମପୁର/ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ) : ବଡବଜାର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗର ୪ର୍ଥ ଲାଇନରେ ଥିବା ଏକ ନକଲି ନଡ଼ିଆ ତେଲ ଓ ରାଶି ତେଲ ଫ୍ୟାକ୍ଟ୍ରି ରେ ପୁଲିସ ପକ୍ଷରୁ ଚଢଉ କରାଯାଇଛି l ସେଠାରୁ ବିଭିନ୍ନ କମ୍ପାନୀ ନାଁକୁ ନକଲ କରି ପ୍ରସ୍ତୁତ ହୋଇଥିବା ନକଲି ନଡିଆ ତେଲ ବୋତଲ ଓ

ଶୁଣିଲାନି ପ୍ରଶାସନ, ଡ୍ରେନ ମରାମତି କଲେ ମହିଳା

କଲ୍ୟାଣସିଂହପୁର /ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଳକ ମାଝୀଗୁଡା ପଞ୍ଚାୟତର ଇନ୍ଦିରା କଲୋନୀ ସାହିର ମହିଳା ପୁରୁଷ ମିଶି ଡ୍ରେନ ମରାମତି କରିଥିବା ଦେଖିବାକୁ ମିଳିଛି। ଅଳ୍ପ ବର୍ଷା ହେଲେ ସାହି ମଝିରେ ପାଣି ଜମୁଥିବାରୁ ବାରମ୍ବାର ପଞ୍ଚାୟତକୁ ଜଣେଇ

ମାଓବାଦୀଙ୍କ ବର୍ବର କାଣ୍ଡ : ଶିକ୍ଷା ଦୂତଙ୍କୁ ପିଟି ପିଟି ମାରିଦେଲେ

ସୁକମା/ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ) : ଓଡ଼ିଶା ସୀମାନ୍ତରେ ନକ୍ସଲଙ୍କ ବର୍ବରତା। ଛତିଶଗଡ଼ ସୁକମାରେ ଜଣେ ଶିକ୍ଷା ଦୂତଙ୍କୁ ହତ୍ୟା କରିଛନ୍ତି ନକ୍ସଲ। ମୃତ ଶିକ୍ଷା ଦୂତଙ୍କ ନାଁ ଦୁଧି ଅର୍ଜୁନ। ତାଙ୍କୁ ନକ୍ସଲମାନେ ପିଟିପିଟି ହତ୍ୟା କରିଛନ୍ତି । ସ୍ଥାନୀୟ ଶିକ୍ଷିତ ଯୁବକଙ୍କୁ ଶିକ୍ଷା

ମୁଖ୍ୟମନ୍ତ୍ରୀଙ୍କ ସହ ଓସ୍‌ଜା ପ୍ରତିନିଧିଙ୍କ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା

ଓଡ଼ିଶାରେ କାର୍ଯ୍ୟରତ କ୍ରୀଡ଼ା ସାମ୍ବାଦିକଙ୍କୁ ନେଇ ଗଠିତ ରାଜ୍ୟ ସଂଘ ଓସ୍‌ଜା (ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ)ର ଏକ ପ୍ରତିନିଧି ମଣ୍ଡଳି ଶନିବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ବିଭିନ୍ନ ଦାବି ବିଷୟରେ ଆଲୋଚନା କରିଛନ୍ତି।

କୂଳ ଜଗିଛି ହେନ୍ତାଳବଣ

ଜୟବାୟୁ ପରିବର୍ତ୍ତନ ଯୋଗୁଁ ସାମୁଦ୍ରିକ ଜୁଆର କୂଳ ଲଂଘୁଛି। ଜୁଆର ମାଡ଼ରେ କ୍ଷୟ ହୋଇ ଚାଲିଛି ଉପକୂଳବର୍ତ୍ତୀ ଅଞ୍ଚଳ। ଏଭଳି ସ୍ଥିତିରେ ଉପକୂଳକୁ ସୁରକ୍ଷା ଦେଉଛି ହେନ୍ତାଳବଣ। ବାଲେଶ୍ୱର/ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ): ଅସ୍ବାଭାବିକ ଭାବେ ଜଳବାୟୁ ପରିବର୍ତ୍ତନ ହେଉଛି।