ସିଆରପିଏଫ୍ କ୍ୟାମ୍ପ ଉପରେ ନକ୍ସଲଙ୍କ ଆକ୍ରମଣ
ମାଲକାନଗିରି/ଭୁବନେଶ୍ୱର ୨୬-୦୯-୨୦୨୪(ପିପିଏସ) : ମାଲାକନଗିରି, ତେଲେଙ୍ଗାନା, ଛତିଶଗଡ଼ ଏବଂ ଆନ୍ଧ୍ର ପୁଲିସର ମାଓ ଦମନ ରଣନୀତିରେ ସଂଗଠନ ଏକ ପ୍ରକାର ଦୁର୍ବଳ ହେବାକୁ ଲାଗିଲାଣି। ତେବେ ଏହାର ପ୍ରଭାବ ଯେପରି ଲୋକଙ୍କ ଉପରେ ନପଡୁ ସେଥିପାଇଁ ନକ୍ସଲ ହତ୍ୟା ଓ ସୁରକ୍ଷାକର୍ମୀଙ୍କ କ୍ୟାମ୍ପ!-->…