ବୈଶ୍ୟ ତିଲି ଜାତୀୟ ସମିତିର ବାର୍ଷିକ ଉତ୍ସବ ପାଳିତ
କଟକ,୧୬-୧୦-୨୦୨୪(ପିପିଏସ) : ଦୁର୍ଗାପୂଜା ଅବସରରେ ବୈଶ୍ୟ ତିଲି ଜାତୀୟ ସମିତିର ୯୭ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍କଳ କେଶରୀ ଶ୍ରୀଯୁକ୍ତ ନୀଳମଣି ସାହୁ ଯୋଗ ଦେଇଥିଲେ । ସଭାରେ ଅନ୍ୟମାନଙ୍କ ମଧ୍ୟରେ ସଭାପତି ଶ୍ରୀଯୁକ୍ତ!-->!-->!-->…