ମଣିଷ ଖପୁରୀ ସହ ଦାନ୍ତ ଓ ହାଡ଼ ଉଦ୍ଧାର
ହତ୍ୟା ସନ୍ଦେହରେ ସ୍ୱାମୀ ଓ ଦିଅର ଅଟକ
ସୁଭଦ୍ରା ଯୋଜନା ଆବେଦନ କରିବାକୁ ଯାଇ ଫେରି ନ ଥିଲେ ମା’ ଝିଅ !
ଭଦ୍ରକ/ଭୁବନେଶ୍ୱର ୧୭-୧୦-୨୦୨୪ (ପିପିଏସ) : ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଏକ ନାଳ ପାଖରୁ ମଣିଷ ଖପୁରୀ ଉଦ୍ଧାର ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ!-->!-->!-->!-->!-->!-->!-->…