୨୩ ତାରିଖ ପରଠାରୁ ପବନର ବେଗ ବଢ଼ିବ, ୨୪ ପରେ ପ୍ରବଳ ବର୍ଷିବ: ଆଇଏମ୍ଡି
ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି,
ଗୋଟିଏ ୱେଲମାର୍କ ଲୋକେସେନ ଅଞ୍ଚଳ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି।
୨୩ ତାରିଖ ପରଠାରୁ ପବନର ବେଗ ବଢ଼ିବ ଓ ୨୪ ପରେ ପ୍ରବଳ ବର୍ଷିବ।
ଭୁବନେଶ୍ୱର ୨୧-୧୦-୨୦୨୪(ପିପିଏସ)!-->!-->!-->!-->!-->!-->!-->!-->!-->…