ଏସ୍‌ସିବି ଶବ ବ୍ୟବଚ୍ଛେଦ ଗୃହରେ ଆଣ୍ଠୁଏ ବର୍ଷାପାଣି

କଟକ /୨୮-୦୮-୨୪(ପିପିଏସ): ଟିକିଏ ଅଧିକ ବର୍ଷା ହେଲେ ଏସ୍‌ସିବି ପରିସରରେ ଥିବା ଶବ ବ୍ୟବଚ୍ଛେଦ ଗୃହରେ ଜମିଯାଉଛି ଆଣ୍ଠୁଏ ପାଣି। ଏମିତି ଅବସ୍ଥା ହେଉଛି ଯେ, ଅନେକ ସମୟରେ ଅଧାରୁ ବି ବନ୍ଦ ହୋଇଯାଉଛି ଶବ ବ୍ୟବଚ୍ଛେଦ। ଆଜି କଟକ‌ରେ କିଛି ସମୟ ଜୋର୍‌ ବର୍ଷା ହୋଇଯିବାରୁ ଏସ୍‌ସିବିର ଶବ

ଜନ୍ମାଷ୍ଟମୀରେ ୫୦୦ କୋଟି ବେପାର: ଦେଶରେ ୨୫ ହଜାର କୋଟି

ଭୁବନେଶ୍ବର/ନୂଆଦିଲ୍ଲୀ/୨୮-୦୮-୨୪(ପିପିଏସ): ଚଳିତ ବର୍ଷ ଜନ୍ମାଷ୍ଟମୀକୁ ବଡ଼ ଉତ୍ସାହ ଓ ଉଲ୍ଲାସର ସହ ପାଳନ କରାଯାଇଛି। ଏହି ଉତ୍ସବକୁ ମିଷ୍ଟାନ୍ନ, ପିଠା, ପୋଷାକ ଆଦି ଜରିଆରେ ପାଳନ କରାଯାଉଥିବାରୁ ସେହି ବ୍ୟବସାୟୀମାନେ ବିଶେଷ ଭାବେ ଲାଭବାନ ହୋଇଛନ୍ତି। ଭାରତୀୟ ବ୍ୟବସାୟୀ ମହାସଂଘ

ହାର୍ପିସ୍ ଆକ୍ରାନ୍ତରେ ଛୁଆ ହାତୀ ‘ମାମା’ର ମୃତ୍ୟୁ

ଭୁବନେଶ୍ୱର ୨୮-୦୮-୨୪(ପିପିଏସ) : ଭୁବନେଶ୍ୱର ସ୍ଥିତ ଚନ୍ଦକାର ଡମପଡ଼ା କୁମାରଖୁଣ୍ଟି ହାତୀ ପ୍ରଶିକ୍ଷଣ କେନ୍ଦ୍ରରେ ଏକ ମାଈ ହାତୀର ମୃତ୍ୟୁ ଘଟିଛି । ୭ ବର୍ଷର ଛୁଆହାତୀ 'ମାମା'ର ମୃତ୍ୟୁ ନେଇ ଚନ୍ଦକା DFO ସୂଚନା ଦେଇଛନ୍ତି। ୨୦୧୭ରେ ଗୋଠଛଡ଼ା 'ମାମା'କୁ ପ୍ରଶିକ୍ଷଣ କେନ୍ଦ୍ରକୁ

ମଣିଷ ଦେହରେ ବାର୍ଡ ଫ୍ଲୁ, ସୂଚନା ଦେଲେ ସ୍ବାସ୍ଥ୍ୟମନ୍ତ୍ରୀମଣିଷ ଦେହରେ ବାର୍ଡ ଫ୍ଲୁ: ସୂଚନା ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ପୁରୀ/ଭୁବନେଶ୍ୱର ୨୮-୦୮-୨୪(ପିପିଏସ): ପୁରୀ ଜିଲ୍ଲା ଚନ୍ଦନପୁର ନିକଟସ୍ଥ ମଙ୍ଗଳପୁରରେ ଜଣେ ମଣିଷ ଦେହରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି। ଏନେଇ ପରେ ସ୍ୱାସ୍ଥ୍ୟ ବିଭାଗ ସତର୍କ ହୋଇଛି। ଏଥିଲାଗି ପିପିଲି ଓ ସତ୍ୟବାଦୀରେ ସର୍ଭେଲାନ୍ସ ବଢ଼ାଇ ଦିଆଯାଇଛି। ୧ କିଲୋମିଟର ଭିତରେ ଓ ୧ରୁ୧୦ କିଲୋମିଟର

ମରଣଜନ୍ତା ପାଲଟିଛି ଲାଞ୍ଜିଗଡ ଶାନ୍ତି ନଗର ପଡା ରାସ୍ତା

କଳାହାଣ୍ଡି/ଭୁବନେଶ୍ୱର ୨୮-୦୮-୨୪(ପିପିଏସ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ପଞ୍ଚାୟତ ସ୍ଥିତ ଶାନ୍ତି ନଗରଠାରୁ ସାପ୍ତାହିକ ବଜାରକୁ ସଂଯୋଗ କରୁଥିବା ମାଟି ରାସ୍ତାଟି ଲୋକଙ୍କ ପାଇଁ ମରଣଜନ୍ତା ପାଲଟିଛି । ଏହାର ମରାମତି ପାଇଁ ଲାଞ୍ଜିଗଡ ପଞ୍ଚାୟତ କର୍ତ୍ତୃପକ୍ଷ କି ଅଞ୍ଚଳର

ଆରମ୍ଭ ହେବ ସିଏମ୍ କିଷାନ ଯୋଜନା

ଭୂମିହୀନ ଚାଷୀଙ୍କୁ ମିଳିବ ସାଢ଼େ ୧୨ ହଜାର ଟଙ୍କା ଭୁବନେଶ୍ବର/୨୮-୦୮-୨୪(ପିପିଏସ): ରାଜ୍ୟରେ ଖୁବ୍ ଶୀଘ୍ର ଆରମ୍ଭ ହେବ ସିଏମ୍ କିଷାନ ଯୋଜନା। ଏନେଇ ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କେଭି ସିଂହଦେଓ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବର୍ଷକୁ ୨ଟି କିସ୍ତିରେ

ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ୯ ଜଣକୁ ଆଜୀବନ କାରାଦଣ୍ଡ

କଟକ/୨୮-୦୮-୨୪(ପିପିଏସ): ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାର ଆଜି ରାୟ ପ୍ରକାଶ ପାଇଛି। ମାହାଙ୍ଗା ଡବଲ ମର୍ଡର ମାମଲାରେ ସାଲେପୁର ଏଡିଜେ ୯ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ତେବେ ପ୍ରମାଣ ଅଭାବରୁ ଜଣେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।

‘ରାମାୟଣ’ଫିଲ୍ମରେ ରାମ ଭୂମିକାରେ ରଣବୀର, ଲକ୍ଷ୍ମଣ ପାଇଁ ରାଜି ହେଉନାହାଁନ୍ତି କଳାକାର !

ମୁମ୍ବାଇ/ଭୁବନେଶ୍ୱର ୨୮-୦୮-୨୪(ପିପିଏସ) : ନିର୍ଦ୍ଦେଶକ ନିତେଶ ତିଓ୍ବାରୀଙ୍କ ‘ରାମାୟଣ’ ଏବେ ବଲିଉଡର ସବୁଠାରୁ ବଡ ପ୍ରକଳ୍ପ ଯାହାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ଏପର୍ଯ୍ୟନ୍ତ ଫିଲ୍ମର ଅଫିସିଆଲ ଘୋଷଣା ହୋଇନି କିନ୍ତୁ ଅଲଗା ଅଲଗା ରିପୋର୍ଟ ଓ ସେଟରୁ ଲିକ୍ ହୋଇଥିବା ଫଟୋରୁ ଏହା

ସୋସିଆଲ ମିଡିଆ ସାମ୍ବାଦିକଙ୍କ ପାଇଁ ସରକାରଙ୍କ କୌଣସି ନୀତି ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୨୮-୦୮-୨୪(ପିପିଏସ): ରାଜ୍ୟରେ ସାମ୍ବାଦିକମାନଙ୍କୁ ପଞ୍ଜିକୃତ କରିବା ନୀତି ଉପରେ ବଡ଼ ତଥ୍ୟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗୃହରେ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖି ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଓ ଓ୍ବେବ୍‌ ସାମ୍ବାଦିକଙ୍କ

ଇସ୍କନ ବୁର୍ଲା ଠାରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ

ସମ୍ବଲପୁର/ଭୁବନେଶ୍ୱର,ତା୨୮-୮-୨୪ (ପିପିଏସ ) : ଗତ ୨୬ ଓ ୨୭ ତାରିଖ ଦୁଇଦିନ ଧରି ବୁର୍ଲାସ୍ଥିତ ଇସ୍କନ ମନ୍ଦିରରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ବହୁ ଉତ୍ସାହ ଓ ଉଦ୍ଧୀପନାର ହ ପାଳିତ ହୋଇଯାଇଛି | ଉକ୍ତ ଉତ୍ସବରେ ବୁର୍ଲା ତଥା ସମ୍ବଲପୁର ଅଞ୍ଚଳରୁ ପାୟ ଦଶହଜାର ଶ୍ରଦ୍ଧାଳୁ ଓ ଭକ୍ତମାନେ