ଧାମନଗରରେ ଦୀପାବଳି ଓ ବିଭିନ୍ନ ମଣ୍ଡପରେ (ଶ୍ୟାମା) କାଳୀ ପୂଜା

ଧାମନଗର୦୧-୧୧-୨୦୨୪ (ପିପିଏସ) : ଦେବୀ ଆରାଧନା ଓ ଶକ୍ତି ଉପାସନା କେବଳ ଭାରତ ବର୍ଷ ନୁହଁ ସମଗ୍ର ବିଶ୍ବରେ ଏକ ପ୍ରଭାବଶାଳୀ ପରମ୍ପରା। ସମଗ୍ର ଭାରତ ବର୍ଷରେ ୫୧ ଟି ଶକ୍ତି ପୀଠ ଓ ୨୬ ଟି ଉପ ଶକ୍ତି ପୀଠ ଅଛି। ଏହି ପୀଠ ମାନଙ୍କରେ ଭିନ୍ନ ଭିନ୍ନ ପର୍ବ ପର୍ବାଣୀରେ ଦେବୀ ପୂଜନ ସହ ଶକ୍ତି

ଶକ୍ତି ନଗର କଂଗ୍ରେସ କାର୍ଯ୍ୟାଳୟରେ ଇନ୍ଦିରା ଗାନ୍ଧୀ ଙ୍କ  ତିରୋଧାନ ଦିବସ ପାଳନ ।

କଟକ,୦୧-୧୧-୨୦୨୪ (ପିପିଏସ) : ଭାରତର ପ୍ରଥମ ମହିଳା ପ୍ରଧାନ ମନ୍ତ୍ରୀ,ଲୌହ ମାନବୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀ ଙ୍କ ପୁଣ୍ୟ ତିଥି  ଅବସରରେ କଟକ ଶକ୍ତି ନଗର କଂଗ୍ରେସ କାର୍ଯ୍ୟାଳୟରେ  ବରିଷ୍ଠ କଂଗ୍ରେସ୍ ନେତା ତଥା କଟକ ସଦର ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ବିଧାୟକ ପ୍ରାର୍ଥୀ ରାମ ଚନ୍ଦ୍ର

ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଦିଆଯିବ ଡ୍ରୋନ୍

ଡିଏୱାଇ- ଏନଆରଏଲଏମ ଅଧୀନରେ ୧୨୬୧ କୋଟି ଟଙ୍କା ବ୍ୟୟ ଅଟକଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଡ୍ରୋନ ଯୋଗାଇବା ପାଇଁ କେନ୍ଦ୍ରୀୟ ଯୋଜନା 'ନମୋ ଡ୍ରୋନ୍ ଦିଦି' କୁ ସରକାର ଅନୁମୋଦନ ଦେଇଛନ୍ତି। ନୂଆଦିଲ୍ଲୀ/ଭୁବନେଶ୍ୱର ୦୧-୧୧-୨୦୨୪ (ପିପିଏସ) : ଡିଏୱାଇ- ଏନଆରଏଲଏମ ଅଧୀନରେ

ଦିଗପହଣ୍ଡିରେ ପୁଣି ବୋମାମାଡ଼: ଅଞ୍ଚଳବାସୀ ଆତଙ୍କିତ

ଦିଗପହଣ୍ଡିରେ ପୁଣି ବୋମାମାଡ଼ କରାଯାଇଥିବାର ଖବର ମିଳିଛି। ଏନେଇ ଅଞ୍ଚଳବାସୀ ଆତଙ୍କିତ ଥିବା ଜଣାଯାଇଛି।  କେନାଲ ସାହିର ରାଜେନ୍ଦ୍ର ସେଠୀଙ୍କ ଘରକୁ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିବା ସୂଚନା ରହିଛି । ବ୍ରହ୍ମପୁର/ଭୁବନେଶ୍ୱର ୦୧-୧୧-୨୦୨୪ (ପିପିଏସ) : ଗଞ୍ଜାମ ଜିଲ୍ଲା

ବଢ଼ିଲା ଏଲ୍‌ପିଜି ଦର; ଆହୁରି ୬୨ ଟଙ୍କା ଅଧିକରେ କିଣିବେ ଗ୍ରାହକ

ଦୀପାବଳି ପରେ ପରେ ଲୋକଙ୍କୁ ଲାଗିଛି ବଡ଼ ଧରଣର ଝଟ୍‌କା। ଆଜିଠାରୁ ଏଲ୍‌ପିଜି ଗ୍ୟାସ୍‌ର ଦର ୬୨ ଟଙ୍କା ବୃଦ୍ଧି ପାଇଛି। ତୈଳ କମ୍ପାନି ୧୯ କିଲୋର ବାଣିଜ୍ୟିକ ସିଲିଣ୍ଡର୍‌ ଉପରେ ଏଲ୍‌ପିଜି ଦର ବୃଦ୍ଧି କରିଥିବା ସୂଚନା ରହିଛି। ନୂଆଦିଲ୍ଲୀ/ଭୁବନେଶ୍ୱର ୦୧-୧୧-୨୦୨୪ (ପିପିଏସ) :

ପୁଣି ମହଙ୍ଗା ମାଡ଼: ବଢ଼ିଲା ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ/ଭୁବନେଶ୍ୱର ୦୧-୧୧-୨୦୨୪ (ପିପିଏସ) : ଉପଭୋକ୍ତାଙ୍କ ଉପରେ ଗୋଟିଏ ପରେ‌ ଗୋଟିଏ ମହଙ୍ଗା ମାଡ଼ ଜାରି ରହିଛି। ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇଛି। ଦୀପାବଳି ଉତ୍ସବରେ ବୁଡି ରହିଥିବା ଲୋକଙ୍କୁ ପୁଣି ଥରେ ମୁଦ୍ରାସ୍ଫୀତିର ସମ୍ମୁଖୀନ ହେବାକୁ ପଡ଼ିବ।  ୧ ନଭେମ୍ବରଠାରୁ ନୂତନ ଦର

ଆସୁଛି ଆଉ ଏକ ଲଘୁଚାପ, ପୁଣି ଭିଜିବ ଓଡିଶା!

ଭୁବନେଶ୍ୱର ୦୧-୧୧-୨୦୨୪ (ପିପିଏସ) : ଆସୁଛି ଆଉ ଏକ ଲଘୁଚାପ । ପୁଣି ଭିଜିବ ଓଡିଶା । ୫ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ଦକ୍ଷିଣ ଓଡିଶା ସମେତ ଆନ୍ଧ୍ରରେ ବର୍ଷା ସମ୍ଭାବନା ରହିଛି । ୮ ରୁ ୧୧ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ

ୟୁରୋପ ପାଇଁ ଇନ୍ଧନ ଯୋଗାଣରେ ଆଗୁଆ ଭାରତ

ଇନ୍ଧନ ଯୋଗାଣ ମାମଲାରେ ଭାରତ ୟୁରୋପର ଏକ ପ୍ରମୁଖ ଯୋଗାଣକାରୀ ପାଲଟିଛି। କରୋନା ମହାମାରୀ ସମୟରେ ୟୁରୋପର ତୈଳ ବିଶୋଧନାଗାର ବନ୍ଦ ହେବା ଏବଂ ପରେ ରୁଷିଆ-ୟୁକ୍ରେନ ଯୁଦ୍ଧ ଭାରତକୁ ଇନ୍ଧନ ଯୋଗାଣ ପାଇଁ ଏକ ସୁଯୋଗ ଦେଇଥିଲା। ନୂଆଦିଲ୍ଲୀ/ଭୁବନେଶ୍ୱର ୦୧-୧୧-୨୦୨୪ (ପିପିଏସ) : ଇନ୍ଧନ

ବିପଦସଂକୂଳ ଅବସ୍ଥାରେ ମାଲକାନଗିରି ଜିଲ୍ଲାର ଶତାଧିକ ବିଦ୍ୟାଳୟ ଗୃହ

ମାଲକାନଗିରି ଜିଲ୍ଲାର ସାତୋଟି ବ୍ଲକରେ ଭୁଶୁଡି ପଡିଛି ଶିକ୍ଷା ବ୍ୟବସ୍ଥା। କେଉଁଠି ବିଦ୍ୟାଳୟ ଅଛି ତ  ଛାତ୍ରଛାତ୍ରୀ ନାହାନ୍ତି ତ ଆଉ କେଉଁଠି ଭଙ୍ଗା ଦଦରା କୋଠାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ। ଅଧିକାଂଶ ସ୍କୁଲରେ ପ୍ରଥମରୁ ପଞ୍ଚମ ଯାଏଁ ଥିବା ବେଳେ ମାତ୍ର ରହିଛନ୍ତି ଜଣେ ମାତ୍ର

ଭୁବନେଶ୍ୱର ୧ ନମ୍ବର ହାଟ ଭୂତଳ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ

ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ୧ ନମ୍ବର ହାଟ ଭୂତଳ ମାର୍କେଟରେ ଭୁବନେଶ୍ୱରରେ ଭୟାବହ ଅଗ୍ନିକାଣ୍ଡ ଘଟି କେତେକ ଦୋକାନର ସାମଗ୍ରୀ ଜଳିପୋଡ଼ିପାଉଁଶ ହୋଇଯାଇଛି। ଭୁବନେଶ୍ୱର,୦୧-୧୧-୨୦୨୪(ପିପିଏସ):ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ୧ ନମ୍ବର ହାଟ ଭୂତଳ ମାର୍କେଟରେ