ରାଜଧାନୀରେ ମାତିଲେ ଲୁଟେରା: ଟଙ୍କା ଓ ସୁନାଗହଣା ଲୁଟିନେଲେ, ଥାନାରେ ଅଭିଯୋଗ
ନଫୋସିଟି ଥାନା ଅନ୍ତର୍ଗତ ଶ୍ରୀ ଗଣେଶ ବିହାରରେ ରହୁଥିବା ବଂଶୀଧର ଗଉଡଙ୍କ ଘରେ ଲୁଟେରାମାନେ ଝରକା ତାଡ଼ି ପଶିଥିଲେ। ତାପରେ ସେମାନେ ଆଲମାରି ଭାଙ୍ଗି ଘରୁ ୨୦ଭରି ସୁନାଗହଣା ସହ ଟଙ୍କା ଲୁଟି ନେଇଥିବା ନେଇ ଇନଫୋସିଟି ଥାନାରେ ଅଭିଯୋଗ ହୋଇଛି।
ଭୁବନେଶ୍ୱର ୧୦-୧୧-୨୦୨୪(ପିପିଏସ ) :!-->!-->!-->…