ଅଭିଭାବକ ବେଫିକର, ପୁଲିସର ନିଘା ନାହିଁ

ପିଲାମାନେ ବି ବେଫିକର ହୋଇ ରାସ୍ତାରେ ଗାଡ଼ ଚଲାଇ ସ୍କୁଲକୁ ଯାଉଛନ୍ତି। ଯଦି କିଛି ବି ଘଟେ ତେବେ ସିଧା ପ୍ରଶାସନ ଉପରେ ଉଙ୍ଗୁଳି ଉଠିବ। ମାଲକାନଗିରିରେ ଦୁଇଟି ବାଇକ୍‌ରେ ତିନି ଜଣ ପିଲା ସ୍କୁଲ ଯାଉଥିବା ବେଳେ ରାସ୍ତାରେ କଥାବାର୍ତ୍ତା ହୋଇ ବେଫିକର ହୋଇ ଗାଡ଼ି ଚଲାଉଥିଲେ।

ବିଜେଡିକୁ ଶକ୍ତଧକ୍କା: ବିଜେପି ହାତକୁ ଗଲା ସଦର ବ୍ଲକ୍‌

ଢେଙ୍କାନାଳ ସଦର ବ୍ଲକ୍‌ ଅଧ୍ୟକ୍ଷା ରାଜଶ୍ରୀ ନାୟକଙ୍କ ବିରୋଧରେ ଅନାସ୍ଥା ବୈଠକ ଆଜି ସଦର ବ୍ଲକ୍‌ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା।  ଅଧ୍ୟକ୍ଷା ଶ୍ରୀମତି ନାୟକଙ୍କ ସପକ୍ଷରେ ମାତ୍ର ୧୭ଟି ଭୋଟ୍‌ ଯାଇଥିବା ବେଳେ ୪୪ଟି ଭୋଟ ତାଙ୍କ ବିପକ୍ଷରେ ଯାଇଥିଲା। ଢେଙ୍କାନାଳ/ଭୁବନେଶ୍ୱର

ଋଣ କରିବ ଦେଶର ସବୁଠୁ ବଡ଼ ଋଣଦାତା

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ଏବେ ଦେଶର ସବୁଠାରୁ ବଡ଼ ଋଣଦାତା ହିସାବରେ ଜଣାଶୁଣା । କିନ୍ତୁ ଏବେ ସବୁଠୁ ବଡ଼ ଋଣଦାତା ସବୁଠୁ ବଡ଼ ଋଣ କରିବାକୁ ପ୍ରସ୍ତୁତି ଚଳାଇଛି । ବ୍ୟାଙ୍କ ପ୍ରାୟ ୧୦ ବିଲିୟନ ଡଲାର ଋଣ ନେବାକୁ ଯୋଜନା କରୁଛି । ମୁମ୍ବାଇ/ଭୁବନେଶ୍ୱର

ଏସସିବିରେ ପ୍ରଥମଥର ପାଇଁ ହେବ ହୃତପିଣ୍ଡ ପ୍ରତିରୋପଣ

କଟକ,୧୬-୧୧-୨୦୨୪(ପିପିଏସ) : ଓଡ଼ିଶାବାସୀଙ୍କୁ ଉନ୍ନତ ଏବଂ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲ, କଟକରେ ହୃତପିଣ୍ଡ ପ୍ରତିରୋପଣ ପାଇଁ ପ୍ରଥମ ରୋଗୀଙ୍କ ସ୍କ୍ରିନିଂ ପ୍ରକ୍ରିୟା ଚାଲୁଅଛି। ଓଡ଼ିଶାର

କନ୍ୟାକୁମାରୀ-ଦିବ୍ରୁଗଡ଼ ବିବେକ ସୁପରଫାଷ୍ଟ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଅଗ୍ନିକାଣ୍ଡ

ଭଦ୍ରକ/ଭୁବନେଶ୍ୱର ୧୬-୧୧-୨୦୨୪(ପିପିଏସ) : କନ୍ୟାକୁମାରୀ-ଦିବ୍ରୁଗଡ଼ ବିବେକ ସୁପରଫାଷ୍ଟ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ଚରମ୍ପା  ଷ୍ଟେସନ ପାର୍ କରିବା ପରେ ଏକ୍ସପ୍ରେସ୍ ଟ୍ରେନରେ ନିଆଁ ଲାଗିଥିବା ଜଣାଯାଇଛି।  ରାଣିତାଲ ନିକଟରେ ଧୂଆଁ

ନୂଆଡିହି ଫରେଷ୍ଟରଙ୍କୁ ଗଛରେ ବାନ୍ଧିଲେ ଗ୍ରାମବାସୀ

ଦେବଗଡ଼ ଜିଲ୍ଲା ରିଆମାଳ ରେଞ୍ଜ ନୁଆଡିହି ଫରେଷ୍ଟର ଛବିଳ ବେହେରାଙ୍କ ଅବହେଳା ମନୋଭାବ କାର୍ଯ୍ୟ, ଅସଭ୍ୟ ବ୍ୟବହାର, ହାତୀ ନ ଘଉଡ଼ାଇବା ଯୋଗୁଁ ଉପଦ୍ରବ, ଉପଦ୍ରବରେ କ୍ଷୟକ୍ଷତିଙ୍କୁ ଅନୁକମ୍ପାମୂଳକ ସହାୟତା ନ ମିଳିବା ଆଦି ଅନେକ ଅଭିଯୋଗ ଆଣି ଗତ ଶୁକ୍ରବାର ରାତିରେ ଏକ ଗଛରେ ବାନ୍ଧି ରଖିଲେ

ଚେନାଇରେ ଚମକିଲେ ଓଡ଼ିଆ ଝିଅ ବର୍ଷାରାଣୀ

ଜାତୀୟ ଟ୍ରାକ ସାଇକ୍ଲି ଚମ୍ପିଆନ ସିପ୍ ରେ ଓଡିଶାକୁ ୧ ସ୍ବର୍ଣ୍ଣ ୧ ବ୍ରୋଞ୍ଜ ଭଦ୍ରକ ୧୬-୧୧-୨୦୨୪(ପିପିଏସ) : ସାଇକ୍ଲିଂ ଫେଡେରେସନ ଦ୍ୱାରା ତାମିଲନାଡୁ ଚେନାଇର ମେଲାକଟାଇପୁର ଠାରେ ନଭେମ୍ବର ୧୫-୧୯ ପର୍ଯ୍ୟନ୍ତ ଚାଲିଆସୁଥିବା ୭୬ ତମ ବରିଷ୍ଠ , ୫୩ କନିଷ୍ଠ ଓ ୩୯ ତମ ଉପକନିଷ୍ଠ

ମହାପ୍ରଭୁଙ୍କ ଜମି ବେଆଇନ୍ ଜବରଦଖଲ କରି ହସ୍ତାନ୍ତର ଉଦ୍ୟମ, ଥାନାରେ ଏତଲା

ପୁରୀ/ଭୁବନେଶ୍ୱର ୧୬-୧୧-୨୦୨୪(ପିପିଏସ) : ବିଶ୍ବ ନିୟନ୍ତାଙ୍କୁ ମଧ୍ୟ ଆମ ସମାଜର କିଛି ଲୋକ ଖାତିର କରୁ ନାହାନ୍ତି। ଯାହାଙ୍କ ନିର୍ଦ୍ଦେଶରେ ଏହି ଦୁନିଆ ପରିଚାଳିତ ହେଉଛି, ସେହି କାଳିଆ ଠାକୁରଙ୍କ ସଂପତ୍ତି ଉପରେ ମଧ୍ୟ ଖଳ ‌ଲୋକମାନେ ନଜର ପକାଉଛନ୍ତି। ଏଭଳି ଏକ ଅଭିଯୋଗ ଆସିଛି। ମହାପ୍ରଭୁ

ସେଣ୍ଟ ଜୋନ ଆମ୍ବୁଲାନ୍ସ ସେବା ଲୋଗୋ ଉନ୍ମୋଚନ

କଟକ,୧୬-୧୧-୨୦୨୪(ପିପିଏସ) : ସେଣ୍ଟ ଜୋନ ଆମ୍ବୁଲାନ୍ସ ର ଐତିହାସିକ ବାଲିଯାତ୍ରା ପାଇଁ ୩୨ ତମ ରାଜ୍ୟ ସ୍ତରୀୟ ସେବା କ୍ୟାମ୍ପର ଲୋଗୋ ସମ୍ମାନୀୟ ସାଂସଦ ରତ୍ନ ଶ୍ରୀଯୁକ୍ତ ଭର୍ତୁହରି ମହତାବଙ୍କ କର କମଳରେ ଉନ୍ମୋଚିତ ହୋଇଛି । ଜୀବନ ରକ୍ଷାକାରୀ ଆମୁଲାନ୍ସ ଓ ପ୍ରାଥମିକ ଚିକିତ୍ସା ସେବା

ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ ହେଉଛି ଭାରତ: ଭର୍ତ୍ତୃହରି ମହତାବ

ଭାରତ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ ହେଉଛି। ଭାରତକୁ ୨୦୪୭ ମସିହା ସୁଦ୍ଧା ଏକ ବିକଶିତ ଓ ବିଶ୍ୱର ପ୍ରମୁଖ ସମୃଦ୍ଧଶାଳୀ ରାଷ୍ଟ୍ର ଭାବରେ ଗଢ଼ି ତୋଳିବା ପାଇଁ ସରକାର ଉଦ୍ୟମ କରୁଛନ୍ତି। ଭୁବନେଶ୍ୱର ୧୬-୧୧-୨୦୨୪(ପିପିଏସ) : ଭାରତ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ ହେଉଛି। ଭାରତକୁ ୨୦୪୭