Yearly Archives

2025

ଆମ ସରକାର ୨୪ ମିନିଟ୍‌ରେ ସୁଭଦ୍ରା ଯୋଜନା ନିଷ୍ପତ୍ତି ନେଇଥିଲେ: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରର ଆମ୍ବପୁଆଠାରେ ରାଜ୍ୟର ୧ କୋଟି ୬୪ ହଜାର ମହିଳାଙ୍କୁ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ପ୍ରଦାନ କରିଛନ୍ତି ବ୍ରହ୍ମପୁର/ଭୁବନେଶ୍ୱର ୦୮-୦୩-୨୦୨୫(ପିପିଏସ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଗଞ୍ଜାମ

କ୍ରିୟାଶୀଳ ହେବ ଭୁବନେଶ୍ବର ନୂଆ ଷ୍ଟେସନ

୩ଟି ଟ୍ରେନ୍‌ ଏଠାରୁ ଛାଡ଼ିବ, କୋଣାର୍କ ସମେତ ବିଶାଖା, ଇଣ୍ଟରସିଟି ଏକ୍ସପ୍ରେସ୍‌ ସାମିଲ ଭୁବନେଶ୍ୱର ନୂଆ ଷ୍ଟେସନକୁ ଅଧିକ କ୍ରିୟାଶୀଳ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ଷ୍ଟେସନରୁ ୩ଟି ଦୂରଗାମୀ ଏକ୍ସପ୍ରେସ୍‌ ଟ୍ରେନ୍‌ ଯାତ୍ରା ଆରମ୍ଭ କରିବା ସହ ସେଠାରେ

ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ବାଣିଜ୍ୟ ତଥା ନିବେଶ ବୃଦ୍ଧି ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଭୌଗୋଳିକ ଦୃଷ୍ଟିରୁ ପରସ୍ପରର ନିକଟତର। ଦୁଇ ରାଜ୍ୟ ମଧ୍ୟରେ ସାଂସ୍କୃତିକ, ଅର୍ଥନୈତିକ ଏବଂ ଶିଳ୍ପ ସମ୍ପର୍କ ମଧ୍ୟ ରହିଛି। ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ବାଣିଜ୍ୟ ତଥା ନିବେଶ ବୃଦ୍ଧି ପାଇଁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି ଭୁବନେଶ୍ୱର

ଖରିଫ ଋତୁରେ ୧୫.୬୫ ଲକ୍ଷ ଚାଷୀଙ୍କଠାରୁ ୭୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ

ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଲୋକସେବା ଭବନରେ ବିଭାଗର ବିଭିନ୍ନ କାର୍ଯ୍ୟକଳାପ ଏବଂ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ରାଜ୍ୟରେ ଚଳିତ ଖରିଫ ଋତୁରେ ଏପର୍ଯ୍ୟନ୍ତ ପ୍ରାୟ ୧୫.୬୫ ଲକ୍ଷ ଚାଷୀଙ୍କଠାରୁ ୭୦ ଲକ୍ଷ ମେଟ୍ରିକ୍ ଟନ୍ (ଏଲଏମଟି) ଧାନ ସଂଗ୍ରହ

ଅପରାଧିଙ୍କୁ କ୍ଷମା ଦିଆଯିବନି:ଡିଆଇଜି ଅଖିଳେଶ୍ବର ସିଂ

କୌଣସି ପରିସ୍ଥିତିରେ ଅପରାଧ, ଅପରାଧି ଏବଂ ଅପରାଧ କରିବାକୁ ଉସୁକାଉଥିବା ବ୍ୟକ୍ତିଙ୍କୁ କ୍ଷମା ଦିଆଯିବନି ବୋଲି ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି ଅଖିଳେଶ୍ବର ସିଂ କହିଛନ୍ତି। ଗତ କିଛି ଦିନ ହେବ କୋରାପୁଟ ଜିଲ୍ଲା ସମେତ ତାଙ୍କ ରେଞ୍ଜର ଅନ୍ୟ ଜିଲ୍ଲା ଗୁଡିକରେ ଅପରାଧିମାନଙ୍କର ସାମାନ୍ୟ

ଜୟନାରାୟଣଙ୍କ ବିବାଦୀୟ ମନ୍ତବ୍ୟ

ଓଡ଼ିଶାରେ ମିଶି ବଡ଼ ଭୁଲ୍ କରିଦେଲୁ ସମ୍ବଲପୁର/ଭୁବନେଶ୍ୱର ୦୮-୦୩-୨୦୨୫(ପିପିଏସ) : ବିଜେପି ବିଧାୟକ ଜୟନାରାୟଣ ମିଶ୍ର ବିବାଦୀୟ ମନ୍ତବ୍ୟ ପୁଣି ରାଜ୍ୟ ରାଜନୀତିକୁ ସରଗରମ କରିଛି। ସମ୍ବଲପୁରରେ ସୁଭଦ୍ରା କାର୍ଯ୍ୟକ୍ରମରେ ଯୋଗଦେଇ ଜୟନାରାୟଣ ଉତ୍କଳ ଏବଂ କୋଶଳ ପ୍ରସଙ୍ଗ ସମ୍ପର୍କରେ

କାହାଯୋଗୁ ରାଜା ଚକ୍ର ବଳିୟାନ ହୋଇଥିଲେ: ମମତା ଖୋଲି କହିଲେ

କାହାଯୋଗୁ ରାଜା ଚକ୍ର ବଳିୟାନ ହୋଇଥିଲେ ସେ ସମ୍ପର୍କରେ ବିଜେପି ସାଂସଦ ମମତା ଖୋଲି କହିଛନ୍ତି। ଯାହା ଦ୍ବାରା ସେ ଓଡ଼ିଶାର ଖଣିଜ ସମ୍ପଦରେ ସମୃଦ୍ଧ କେନ୍ଦୁଝରରେ ବଳିୟାନ ହୋଇପାରିଛନ୍ତି ଭୁବନେଶ୍ୱର ୦୮-୦୩-୨୦୨୫(ପିପିଏସ) : ବିଜୁ ଜନତା ଦଳ (ବିଜେଡି)କୁ ଭାରତୀୟ ଜନତା ପାର୍ଟି

ମାଲକାନଗିରି ଜିଲ୍ଲାରେ ସୁଭଦ୍ରା ଦ୍ଵିତୀୟ କିସ୍ତି ପାଇଲେ ୧୩୪୬୧୦ ମହିଳା

ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ମାଲ୍ୟବନ୍ତ ଛାତ୍ରାବାସ ପରିସରରେ ସୁଭଦ୍ରା ଦ୍ୱିତୀୟ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ରାଜ୍ୟ ସରକାରଙ୍କ ଏହି ଯୋଜନା ଦ୍ଵାରା ମାତୃଶକ୍ତିଙ୍କ ବିକାଶ ହୋଇପାରିଛି ମାଲକାନଗିରି/ଭୁବନେଶ୍ୱର ୦୮-୦୩-୨୦୨୫(ପିପିଏସ) : ମାଲକାନଗିରି

୧ କୋଟି ୬୩ ହଜାର ହିତାଧିକାରୀଙ୍କ ଖାତାକୁ ଆସିଲା ସୁଭଦ୍ରା ଦ୍ଵିତୀୟ କିସ୍ତି ଟଙ୍କା

ଆଜି ମହିଳା ଦିବସ ଅବସରରେ (ମାର୍ଚ୍ଚ ୮) ମହିଳାମାନଙ୍କୁ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ଟଙ୍କା ମିଳିଛି | ବ୍ରହ୍ମପୁରର ଆମ୍ବପୁଆରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କିସ୍ତି ଟଙ୍କା ପ୍ରଦାନ କରିଛନ୍ତି| ବ୍ରହ୍ମପୁର/ଭୁବନେଶ୍ୱର

୧୦ ମାର୍ଚ୍ଚରୁ ପିଜି ନାମଲେଖା ପ୍ରକ୍ରିୟା ଆରମ୍ଭ

ଓଡ଼ିଶା ସରକାର ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ସ୍ନାତକୋତ୍ତର (ପିଜି) ନାମଲେଖା ପ୍ରକ୍ରିୟା ଯଥାଶୀଘ୍ର ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପିଜି ପ୍ରୋଗ୍ରାମରେ ନାମ ଲେଖାଇବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନଙ୍କୁ ସାଧାରଣ ପିଜି ପ୍ରବେଶିକା ପରୀକ୍ଷା (ସିପିଇଟି) ଦେବାକୁ ପଡିବ