ଏଥର ବଜେଟରେ ଦୁଇଟି ଇଞ୍ଜିନିର କଥା କହିଛନ୍ତି ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର ୦୧-୦୨-୨୦୨୫(ପିପିଏସ ) : ଏଥର ବଜେଟରେ ଦୁଇଟି ଇଞ୍ଜିନିର କଥା ଅର୍ଥମନ୍ତ୍ରୀ କହିଛନ୍ତି ଗୋଟେ ହେରିଛି ଏଗ୍ରିକଲଚର ଗୋଟେ ହେଉଛି ଏମ ଏସ ଏମ ଇ ଯାହାଉପରେ ମୁଁ ଆଗରୁ ବାରମ୍ବାର କହିଆସୁଥିଲି ଏ ଦୁଇଟିଯାକ ଆମ ପ୍ରଗତିର ଇଞ୍ଜିନି |ଆଗରୁ ଏମିତି ନୁହଁଇ ଯେ ଏମ ଏସ ଏମ ଇ ଉପରେ ଧ୍ୟାନ ଦିଆଯାଉନଥିଲା କିନ୍ତୁ ଏଥର ଯେପରି ମେଥଡିକାଲି ଏଗ୍ରିକଲଚର ଉପରେ ଧ୍ୟାନ ଦିଆଯାଇଛି ସେଥିରେ ଗୋଟିଏ ଆମର ବଡ଼କଥା କଳାହାଣ୍ଡି ଆଉ ନୂଆପଡା ଅଂଚଳ ପାଇଁ ଯେଉଁଠି କପାଚାଷ ହୁଏ ତା ଉପରେ ଆମେ ଧ୍ୟାନ ଦେଇପାରିବା କାରଣ ଓଡ଼ିଶାର ବଜେଟ ଆଉ ଦୁଇ ସପ୍ତାହ ପରେ ଆସିବାକୁ ଯାଉଛି |ସେଥିରେ କେନ୍ଦ୍ର ବଜେଟକୁ ଲକ୍ଷ୍ୟକରିକି ଓଡିଶା ତାର ବଜେଟକୁ ପ୍ରସ୍ତୁତ କରିଦେଇ ପାରିବ |ଓଡ଼ିଶାର ପାଟିସି ସ୍ପେସନ ସେଥିରେ ମଧ୍ୟ ରହିବ |ଆମେ କେନ୍ଦ୍ର ସରକାରଙ୍କର ଦୃଷ୍ଟି ଆକର୍ସଣ କରି କଳାହାଣ୍ଡିରେ ମଧ୍ୟ ଏ କାର୍ଯ୍ୟକ୍ରମଟିକୁ ହାତକୁ ନେଇ ପାରିବା |ଦୁଇରେ ରହିଲା ଆମର ପୋର୍ଟ |ଯେତେ ଗୁଡିଏ ଆବାଣ୍ଡର ଅଛି ମ୍ୟାରି ଟାଇମ ଡେଭଲପ୍ମେଣ୍ଟ ପାଇଁ ମଧ୍ୟ ସ୍ୱତନ୍ତ୍ର ଫଣ୍ଡର ବ୍ୟବସ୍ତା କରାଯାଇଛି ଏଥର ବଜେଟରେ |ଆମର ଯୋଉ ଦୁଇ ତିନୋଟି ପୋର୍ଟ ଅଛି ଛୋଟ ବଡ ହେଇକି ଆହୁରି ଅଧିକ ପୋର୍ଟ ହେବାପାଇଁ ମଧ୍ୟ ସ୍କୋପ ଅଛି |ସେଥିରେ କେନ୍ଦ୍ର ସରକାରଙ୍କର ମଧ୍ୟ ଇନଭେଷ୍ଟମେଣ୍ଟ ହବ | ଏବଂ ପ୍ରାଇଭେଟ କମ୍ପାନୀ ମଧ୍ୟ ଇନଭେଷ୍ଟ କରିପାରିବେ |ଇଏ ଗୋଟିଏ ବାଟ ଖୋଲିଲା ବର୍ତ୍ତମାନ ଓଡ଼ିଶାରେ ଆମେ ଏ କାର୍ଯ୍ୟକୁ ଅହୁରୀ ଆଗକୁ ବଢେଇବା |ଏ ଦୁଇଟି କଥା କଲାବେଳେ କଟନ ଉତ୍ପାଦନ ଅନ୍ୟତ୍ର ଅଛି ମେରିଟାଇମି ଆକ୍ଟିଭିଟିସ ପାଇଁ ଅନ୍ୟ ରାଜ୍ୟ ମଧ୍ୟ ଅଛି ସେଥିରେ ଆମକୁ ନିଜକୁ ପ୍ରତିପାଦିତ କରିବାକୁ ପଡିବ ଯେ ଆମର ଉତ୍କର୍ଷଟା କଉଥିରେ ଅଛି |ଏବେ ନିକଟରେ ଉତ୍କର୍ଷ ଓଡିଶା ପାଳନ ହେଇଗଲା ଇନଭେଷ୍ଟମେଣ୍ଟ ର ଗୋଟେ ମାହୋଲ ତିଆରି ହେଇଛି |ଆଗରୁ ସେପ୍ରକାରର ପରିବେଶ ମଧ୍ୟ ଥିଲା କିନ୍ତୁ ଯେତେ ପରିମାଣରେ ଏଥର ପ୍ରଧାନମନ୍ତ୍ରୀ ନିଜେ ଯାଇକି ସେଠି ପହଁଚି ଯାଉ ପ୍ରକାରର କାର୍ଯ୍ୟକ୍ରମ କଲେ ତା ଫଳରେ ଆଗରୁ ପାଞ୍ଚ ଲକ୍ଷ କୋଟି ତାଙ୍କର ଏମଓୟୁ ତା ଭିତରୁ କିଛି ହେଲା କିଛି ହେଲନି ଏଥର ସେଇଟା 12 ଲକ୍ଷ କୋଟି ତାଙ୍କ ପର୍ଯ୍ୟନ୍ତ ଯାଇଛି |କିଣୁ ମହତ୍ୱପୂର୍ଣ୍ଣ କଥା ହେଉଛି 6ଲକ୍ଷ କୋଟି ଟଙ୍କାର ଇନଭେଷ୍ଟମେଣ୍ଟ ର ପ୍ରତିଶୃତି ବା ଏମଓୟୁ ହୋଇଛି ତାହା ହେଉଛି ଖଣି ଖଣିଜ ବାହାରେ ଆହୁରି ଅଃଉଇଁବେସ୍ତ ମଧ୍ୟ ଆସିଛି |ଏବଂ ସେ ଇନଭେଷ୍ଟ ଗୁଡିକ ଆସିଛି ସ୍କିଲିଂ ପାଇଁ ସପ୍ଟଓୟାର ପାଇଁ ଟୁରିଜିମ ପାଇଁ ଏହିଭଳି ସେକ୍ଟର ଗୁଡିକ ସବୁ ହେଇଛି |ଯେଉଁ ସେକ୍ଟର ଆମକୁ ସସ୍ଟେନ କରିବାପାଇଁ ମଧ୍ୟ ଆମର ରିଜିଲଇନ୍ସ ବଢେଇବା ପାଇଁ ମଧ୍ୟ ବହୁତ ସୁବିଧା ହେବ|କେନ୍ଦ୍ର ବଜେଟ ରେ ଆମେ ତାର ସୁବିଧା ନେଇ ପାରିବା |ଆମର ହେଉଛି ବାତ୍ୟା ପ୍ରପୀଡ଼ିତ ଅଂଚଳ କୋଷ୍ଟାଲ ଏରିଆ ବାରମ୍ବାର ସାଇକ୍ଲୋନ ଆଫେକଟେଡ଼ ହେଉଛି|ଗୋଟିଏ ମାତ୍ର ସ୍କିମ ଯାହା କେବଳ ଦୁର୍ବଳଶ୍ରେଣୀ ଲୋକଙ୍କୁ ଦିଆଯାଉଛି ତାହା ହେଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା |ଏଥର ବଜେଟ ରେ ମୁ ଦେଖୁଛି ଏହି ପ୍ରକାରର ଘର ତିଆରି କରି ପାରିବା ପାଇଁ ନିମ୍ନ ମଧ୍ୟବିତ ପରିବାର ଓ ଦୁର୍ବଳ ଶ୍ରେଣୀ ଲୋକଙ୍କ ପକ୍କା ଘର ତିଆରି କରିବାପାଇଁ ଏଥିରେ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ରହିଛି |ଯାଉଥିରେ ସରକାର ମଧ୍ୟ ପାଟିସିପେଟ କରିପାରିବେ ହିତାଧିକାରୀ ଏବଂ ପ୍ରାଇଭେଟ ସଂସ୍ଥା ମଧ୍ୟ କରିପାରିବେ |ଯାଉ ବ୍ୟବସ୍ଥା ଏଥିରେ କରାଯାଇଛି ଏହାର ସୁଯୋଗ ମଧ୍ୟ ଓଡିଶା ସରକାର ନିଜ ବଜେଟ ରେ ରଖିଲେ ନିଶ୍ଚିତ ଭାବରେ ଆମେ ଉପକୂଳବର୍ତ୍ତୀ ଅଞ୍ଚଳରେ ଲୋକମାନଙ୍କୁ ଆଉ ବାତ୍ୟା ସମୟରେ ବାତ୍ୟା ଆଶ୍ରୟ ସ୍ଥଳକୁ ଆଣିବାର ଆବଶ୍ୟକତା ପଡି଼ବ ନାହିଁ |ସେମାନେ ନିଜଘର ସୁରକ୍ଷିତ ରହି ପାରିବେ |ଇଏ ଗୋଟେ ବଡ କାର୍ଯ୍ୟକ୍ରମ ଓଡିଶା ସରକାର ନିଜ ହାତକୁ ନେଇ ପାରିବ |ଏବଂ ଆମକୁ ସେଥିରେ କେନ୍ଦ୍ର ବଜେଟ ସହାୟକ ହେବ |

Leave A Reply

Your email address will not be published.