ସଂଗ୍ରାମୀ କେଶବ ଆଉନାହାନ୍ତି
ସେ ଥିଲେ ପ୍ରଜା ଆନ୍ଦୋଳନର ଅଗ୍ରଣି ଯୋଦ୍ଧା
୯୮ ବୟସରେ ଶେଷ ନିସ୍ୱାଶ ତ୍ୟାଗ
ନୀଳଗିରି ୨୫-୦୧-୨୦୨୫(ପିପିଏସ ) : ବାଲେଶ୍ବର ଜିଲ୍ଲା ନୀଳଗିରି ଉପଖଣ୍ଡ ତଥା ଔପଦା ବ୍ଲକ୍ ଅଧୀନସ୍ଥ ଦକ୍ଷିଣନରସିଂହପୁର ଗ୍ରାମର ସ୍ଵାଧୀନତା ସଂଗ୍ରାମୀ କେଶବ ପାଣିଗ୍ରାହୀଙ୍କର ୯୮ ବର୍ଷ ବୟସରେ!-->!-->!-->!-->!-->!-->!-->…