ଅମିତ ଶାହା ହେଲେ ସଂସଦୀୟ ସରକାରୀ ଭାଷା କମିଟି ଅଧ୍ୟକ୍ଷ : ଶୁଭେଚ୍ଛା ଜଣାଇଲେ ସାଂସଦ ଭର୍ତ୍ତୃହରି ମହତାବ
ନୂଆଦିଲ୍ଲୀ/ଭୁବନେଶ୍ୱର,୧୧-୦୯-୨୦୨୪ (ପିପିଏସ) : କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହା ସର୍ବସମ୍ମତି କ୍ରମେ ସଂସଦୀୟ ସରକାରୀ ଭାଷା କମିଟିର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ନୂତନ ସରକାର ଗଠନ ପରେ ଆଜି ନୂଆଦିଲ୍ଲୀରେ ସରକାରୀ ଭାଷା ଉପରେ ସଂସଦୀୟ କମିଟି ଗଠନ ପାଇଁ!-->…