Yearly Archives

2024

ଅପରାଧିକ ମାମଲା ରୁଜୁ କଲା କ୍ରାଇମବ୍ରାଞ୍ଚ : ଗିରଫ ହୋଇ ପାରନ୍ତି ନିଲମ୍ବିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ର ଓ ୪…

ଭୁବନେଶ୍ୱର,୨୦-୦୯-୨୦୨୪(ପିପିଏସ) : ଭୁବନେଶ୍ୱର ସ୍ଥିତ ଭରତପୁର ଥାନାରେ ମେଜର ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଓ ଦୁର୍ବ୍ୟବହାର ମାମଲାରେ ନିଲମ୍ବିତ ଥାନା ଅଧିକାରୀ ଦିନକୃଷ୍ଣ ମିଶ୍ର ଓ ଅନ୍ୟ ୪ଜଣ ପୁଲିସ କର୍ମଚାରୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ ହୋଇଛି । ମେଜରଙ୍କ

ଶୁଆର ୨ଘଣ୍ଟାର ଅସ୍ତ୍ରୋପଚାର

୨୧ବର୍ଷ ଶୁଆର ହେଲା ସଫଳ ଟ୍ୟୁମର ଅସ୍ତ୍ରୋପଚାର। ମାଲିକ ବିଶ୍ବକର୍ମା ଶୁଆ ବେକରେ ଗଣ୍ଠି ଭଳି ଥିବା ଅନୁଭବ କରି ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶ ନେବା ପରେ ହୋଇଥିଲା ଅସ୍ତ୍ରୋପଚାର। ନୂଆଦିଲ୍ଲୀ/ଭୁବନେଶ୍ୱର ୧୯-୦୯-୨୦୨୪(ପିପିଏସ): ମଧ୍ୟପ୍ରଦେଶର ସତନା ଜିଲ୍ଲାରୁ ଏକ

ବିପଦରେ ଗନ୍ଧମାର୍ଦନର ଔଷଧୀୟ ଗଛ

ବରଗଡ଼ ଏବଂ ବଲାଙ୍ଗୀର ମଧ୍ୟସ୍ଥଳରେ ରହିଛି ଔଷଧୀୟ ଗଛର ପାହାଡ଼ ଗନ୍ଧମାର୍ଦନ। ଏହା କେବଳ ପଶ୍ଚିମ ଓଡ଼ିଶା ନୁହେଁ ସମଗ୍ର ଦେଶ ପାଇଁ ବଡ଼ ଅବଦାନ। ସ୍ଥାନୀୟ ବୈଦ୍ୟମାନଙ୍କ ଅନୁସାରେ ଏଠାରେ ସମୁଦାୟ ୨ ହଜାରରୁ ଅଧିକ ପ୍ରଜାତିର ଗଛ ମଧ୍ୟରୁ ୩୦୦ ପ୍ରଜାତିର ବ୍ୟବହାରଯୋଗ୍ୟ ଔଷଧୀୟ ଗଛ

ସଂକଳ୍ପପତ୍ର ଆମପାଇଁ ଧର୍ମଗ୍ରନ୍ଥ:ମୁଖ୍ୟମନ୍ତ୍ରୀ

ପୁରୀ/ଭୁବନେଶ୍ୱର,୧୯-୦୯-୨୦୨୪(ପିପିଏସ): ରାଜ୍ୟରେ ବିଜେପି ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରିଛନ୍ତି। କଥାକୁ କାର୍ଯ୍ୟ‌ରେ କରି ଦେଖାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରଙ୍କୁ ୧୦୦ ଦିନ ପୂରଣ ହୋଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ

ବଢ଼ିଲା ଖୁରାନିଆଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର ୧୯-୦୯-୨୦୨୪(ପିପିଏସ) : ରାଜ୍ୟ ସରକାର ୧୯୯୦ ବ୍ୟାଚ୍‌ର ଆଇପିଏସ୍ ଅଧିକାରୀ ଯୋଗେଶ ବାହାଦୂର ଖୁରାନିଆଙ୍କ କାର୍ଯ୍ୟକାଳ ବଢ଼ାଇଛନ୍ତି। ମୋହନ ସରକାରଙ୍କ ଦ୍ବାରା କାର୍ଯ୍ୟକାଳ ଅବଧି ବଢ଼ାଯିବା ପରେ ୱାଇବି ଖୁରାନିଆ ୨୦୨୬ ଅଗଷ୍ଟ ୧୬ ତାରିଖ ଯାଏଁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ

ସୁଭଦ୍ରା ଯୋଜନା ନାଁରେ ଯନ୍ତ୍ରଣା

ଝରିଗାଁ/ଭୁବନେଶ୍ୱର ୧୯-୦୯-୨୦୨୪(ପିପିଏସ) : ରାଜ୍ୟ ସରକାର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ‘ସୁଭଦ୍ରା’ ଯୋଜନା ଆରମ୍ଭ କରିଛନ୍ତି। ସରକାର ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଏହି ଯୋଜନାରେ ସାମିଲ ହିତାଧିକାରୀମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବା ପାଇଁ ସ୍ଥିର କରିଛନ୍ତି।

ମଙ୍କିପକ୍ସ ପାଇଁ ଗାଇଡଲାଇନ ଜାରି

ମଙ୍କିପକ୍ସ ପାଇଁ ଗାଇଡଲାଇନ ଜାରି କରାଯାଇଛି । ସବୁ ଜିଲ୍ଲା ପାଇଁ ଏହି ଗାଇଡଲାଇନ ଜାରି ହୋଇଛି । ବିମାନ ବନ୍ଦର,ପୋର୍ଟ କର୍ତ୍ତୃପକ୍ଷଙ୍କ ପାଇଁ ମଧ୍ୟ ଗାଇଡଲାଇନ ଜାରି କରାଯାଇଛି। ଭୁବନେଶ୍ବର,୧୯-୦୯-୨୦୨୪(ପିପିଏସ) : ମଙ୍କିପକ୍ସ ପାଇଁ ଗାଇଡଲାଇନ ଜାରି କରାଯାଇଛି । ସବୁ

ଗଣେଷ ବିସର୍ଜନ ବେଳେ ଗୋଷ୍ଠୀ ସଂଘର୍ଷ : ଭୁଜାଲି ଚୋଟରେ ୨ ଆହତ

ବାରିପଦା/ଭୁବନେଶ୍ୱର,,୧୯-୦୯-୨୦୨୪(ପିପିଏସ) : ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ଶୁନ ଗଡିଆ ଅଞ୍ଚଳରେ ଗଣେଷ ମୂର୍ତ୍ତି ବିସର୍ଜନ ବେଳେ ଗୋଷ୍ଠୀ ସଂଘର୍ଷ । ସାମାନ୍ୟ ବଚସାରୁ ଯୁକ୍ତିତର୍କ, ପରେ ବୁଲିଲା ଖଣ୍ଡା ଓ ଭୁଜାଲି l ଭୁଜାଲି ମାଡ଼ରେ ୨ ଜଣ ଆହତ ହୋଇଛନ୍ତି । ଆହତ ଯୁବକ ଦ୍ୱୟଙ୍କୁ

କାଠଯୋଡ଼ି ନଦୀ ପଠାରୁ କୁମ୍ଭୀର ଛୁଆ ଉଦ୍ଧାର

କଟକ,୧୭-୦୯-୨୦୨୪(ପିପିଏସ) : କଟକ ସିଡିଏ ୧୧ ନମ୍ବର୍ ନିକଟ କାଠଯୋଡ଼ି ନଦୀପଠାରୁ କୁମ୍ଭୀର ଛୁଆ ଉଦ୍ଧାର। ଚାରି ମାସର କୁମ୍ଭୀର ଛୁଆ ଉଦ୍ଧାର କଲା ବନ ବିଭାଗ। ଘଡିଆଳ ପ୍ରଜାତିର ଚାରିମାସ ର କୁମ୍ଭୀର ଛୁଆ ଉଦ୍ଧାର ।ଉଦ୍ଧାର ପରେ କୁମ୍ଭୀର ଛୁଆ ଟିକୁ ସିଟି ଫରେଷ୍ଟ ରେଞ୍ଜ ଅଫିସ କୁ

କଟକ ଚଣ୍ଡୀ ମନ୍ଦିର ନବୀକରଣ କାର୍ଯ୍ୟରେ ଅହେତୁକ ବିଳମ୍ବ : ପ୍ରଶ୍ନ ଉଠାଇଲା ଚଣ୍ଡୀ ମନ୍ଦିର ସୁରକ୍ଷା କମିଟି

କଟକ,୧୭-୦୯-୨୦୨୪(ପିପିଏସ) : କଟକ ଚଣ୍ଡୀ ମନ୍ଦିର ନବୀକରଣ କାର୍ଯ୍ୟର ଅହେତୁକ ବିଳମ୍ବକୁ ନେଇ ପ୍ରଶ୍ନ ଉଠାଇଲା ଚଣ୍ଡୀ ମନ୍ଦିର ସୁରକ୍ଷା କମିଟି । ୨ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ ଚାଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶେଷ ହୋଇ ପାରିନାହିଁ । ଏ ନେଇ ଆଜି ଚଣ୍ଡୀ ମନ୍ଦିର ସୁରକ୍ଷା କମିଟି ପକ୍ଷରୁ