Yearly Archives

2024

ଶଙ୍ଖ ଭବନରେ ହଙ୍ଗାମା

ଭୁବନେଶ୍ୱର,୨୨-୦୯-୨୦୨୪(ପିପିଏସ) : ବିଜୁ ଜନତା ଦଳ (ବିଜେଡି) ଦିନକ ପରେ ଅର୍ଥାତ ଆସନ୍ତା ୨୪ ତାରିଖରେ ରାଜଧାନୀ ଭୁବନେଶ୍ବରରେ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ଏଥି ପାଇଁ ଆଜି ଡକାଯାଇଥିବା ପ୍ରସ୍ତୁତି ବୈଠକରେ ଦଳୀୟ କର୍ମୀମାନେ ହଙ୍ଗାମା କରିଛନ୍ତି। ଆଜି ଅପରାହ୍ନରେ ‘ଶଙ୍ଖ ଭବନ’ରେ ଦୁଇ

ଭରତପୁର ଥାନା ପ୍ରସଙ୍ଗ: ଏକାଠି ହେଲା ପୁଲିସ

ବିନା ଅନୁମତି‌ରେ ପୁଲିସ ଏଭଳି ଏକାଠି ହୋଇପାରିବେ ନାହିଁ: ସିପି ସଞ୍ଜୀବ ପଣ୍ଡା ଭୁବନେଶ୍ୱର,୨୨-୦୯-୨୦୨୪(ପିପିଏସ) : ଆଜି ଅପରାହ୍ନରେ ରିଜର୍ଭ ପୁଲିସ ପଡ଼ିଆରେ ହାବିଲଦାରଙ୍କଠାରୁ ଏଡିସିପି ରୢାଙ୍କ୍‌ର ଶହଶହ ପୁଲିସ କର୍ମଚାରୀ ଏକାଠି ହୋଇଥିଲେ। ନିଲମ୍ବିତ ହୋଇଥିବା ପୁଲିସ ଅଧିକାରୀ

ବଢ଼ୁଛି ଭିଟାମିନ-ଇ କ୍ୟାପସୁଲ୍‌ ଚାହିଦା

ଭୁବନେଶ୍ୱର,୨୨-୦୯-୨୦୨୪(ପିପିଏସ) : ବର୍ତ୍ତମାନ ସମୟରେ କ୍ୟାରିୟର ଚିନ୍ତା ସହିତ ଯୁବପିଢ଼ିଙ୍କ ଆଉ ଏକ ବଡ଼ ମୁଣ୍ଡବ୍ୟଥାର କାରଣ ପାଲଟିଛି କେଶ ଝଡ଼ିବା ଓ ଚର୍ମଜନିତ ସମସ୍ୟା। ପ୍ରତ୍ୟେକ ଦିନ ସାଙ୍ଗସାଥୀ ମେଳରେ ହେଉ ଅଥବା ସୋସିଆଲ ମିଡିଆରେ, ଏହା ପ୍ରମୁଖ ଚର୍ଚ୍ଚାର ବିଷୟ ପାଲଟିଛି।

ରାଉରକେଲାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ

ରାଉରକେଲା/ଭୁବନେଶ୍ୱର,୨୨-୦୯-୨୦୨୪(ପିପିଏସ) : ରାଉରକେଲାରେ ଚାଞ୍ଚଲ୍ୟ। ଦୁଇ ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ନେଇ ପ୍ଲାଣ୍ଟ ସାଇଟ୍ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ତତ୍ପର ହୋଇ ଉଠିଛି। ଏହି ଗଣଦୁଷ୍କର୍ମ ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଥିବା ବେଳେ

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି : ମୟୂରଭଞ୍ଜ ଗସ୍ତ ବାତିଲ୍‌

ବାରିପଦା/ଭୁବନେଶ୍ୱର,୨୨-୦୯-୨୦୨୪(ପିପିଏସ) : ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଦେଖାଦେଲା ଯାନ୍ତ୍ରିକ ତ୍ରୁଟି। ତେଣୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମୟୂରଭଞ୍ଜ ଗସ୍ତ ବାତିଲ୍‌ ହୋଇଛି। ସେ କାରକେଟ୍‌ରେ ସଡ଼କ ପଥରେ କେନ୍ଦୁଝରରୁ ରାଜଧାନୀ ଭୁବନେଶ୍ୱର ଅଭିମୁଖେ ଆସୁଛନ୍ତି।

“କୋଠ ମାଇପର ସନ୍ତାନ “

(ପୁରାତନ ରାଜୁଡ଼ା ଅମଳରେ ଆଜିଭଳି କୌଣସି ସ୍ୱତନ୍ତ୍ର ବେଶ୍ୟାଳୟ ନଥିଲା l ଫଳରେ ସମ୍ଭ୍ରାନ୍ତ ଶ୍ରେଣୀର ଉତ୍ସୃଙ୍ଖଳ ପୁରୁଷ ମାନେ ନିଜର ଯୌନକ୍ଷୁଧା ମେଣ୍ଟାଇବା ପାଇଁ ନଗର ବଧୂ ପ୍ରଥା ପ୍ରଚଳନ କରୁଥିଲେ l ସେଇ ପ୍ରଥା ଯେତେବେଳେ ଗ୍ରାମାଞ୍ଚଳକୁ ବ୍ୟାପିଲା, ସେତେବେଳେ ନିପଟ ମଫସଲି ଭାଷାରେ ନଗର

ଓଲଟିଲା କପା ବୋଝେଇ ଟ୍ରକ୍‌ : ଡ୍ରାଇଭର ଆହତ

ସୋନପୁର/ଭୁବନେଶ୍ୱର,୨୨-୯-୨୦୨୪ : ସୋନପୁର ଭାରସାମ୍ୟ ହରାଇ ଓଟଲିଲା କପା ବୋଝେଇ ଟ୍ରକ୍‌ । ଅଳ୍ପକେ ବର୍ତ୍ତିଛନ୍ତି ଡ୍ରାଇଭର । ଟ୍ରକ୍‌ଟି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରୁ ପଶ୍ଚିମବଙ୍ଗକୁ କପା ନେଇ ଯାଉଥିବାବେଳେ ଏହି ଅଘଟଣ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ଦେଇ ଯାଇଥିବା

୪ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ୨ ଲାଞ୍ଚୁଆ ପୁଲିସ

ବାଲେଶ୍ୱର/ଭୁବନେଶ୍ୱର,୨୨-୯-୨୦୨୪ : ୪ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନାର ୨ ଜଣ ପୁଲିସ ଅଧିକାରୀ। ସେମାନେ ହେଉଛନ୍ତି ପ୍ରୋବେସନାରୀ ସବ୍‌-ଇନ୍ସପେକ୍ଟର (ପିଏସ୍‌ଆଇ) ରଘୁନାଥ ହାଁସନା ଓ ଏଏସ୍‌ଆଇ ଶିବ ପ୍ରସାଦ ଦଳେଇ। ଏକ

ଜାଲରେ ପଡ଼ିଲା ଅଦ୍ଭୁତ ମାଛ : ଦାମ ୧୫ ଲକ୍ଷ

ବାଲେଶ୍ୱର/ଭୁବନେଶ୍ୱର,୨୨-୯-୨୦୨୪ : ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ରାଜ୍ୟ ଦୀଘା ମୁହାଣରେ ବଙ୍ଗୀୟ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଛନ୍ତି ଲକ୍ଷାଧିକ ଟଙ୍କାର ତେଲିଆ ଶିଳା ମାଛ। ଦୀଘା ମୁହାଣକୁ ଶନିବାର ଏହି ମାଛ ନିଲାମ ପାଇଁ ଆସିଥିଲା। ମାଛକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼

ଆମେ ତିରୁପତି ମନ୍ଦିରକୁ କେବେ ଘିଅ ଦେଇନୁ

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୧-୦୯-୨୦୨୪ (ପିପିଏସ): ଆନ୍ଧ୍ରର ତିରୁପତି ଜିଲ୍ଲାର ତିରୁମାଲା ମନ୍ଦିରରେ ଦିଆଯାଇଥିବା ପ୍ରସାଦରେ ପଶୁ ଚର୍ବିର ବ୍ୟବହାରକୁ ନେଇ ଅମୁଲ ଶୁକ୍ରବାର ଦିନ ସ୍ପଷ୍ଟୀକରଣ ଦେଇଛି। ଅମୁଲ କହିଛି ଯେ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି)କୁ ସେ କେବେ ବି ଘିଅ