ନାକରେ ରୁମାଲ ବାନ୍ଧି ଚିକିତ୍ସାକଲେ ଡାକ୍ତର
ଭୁବନେଶ୍ୱର, ୨୫-୦୯-୨୦୨୪(ପିପିଏସ): କ୍ୟାପିଟାଲ ହସ୍ପିଟାଲର ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଆଜି ଦ୍ବିତୀୟ ଦିନରେ ପହଞ୍ଚିଛି। ଫଳରେ ହସ୍ପିଟାଲ ପରିସରରୁ ଆଜି ମଧ୍ୟ ଅଳିଆ ଉଠି ପାରିନାହିଁ। ତେଣୁ ଆଜି ହସ୍ପିଟାଲ ଦୁର୍ଗନ୍ଧରେ ଫାଟି ପଡ଼ିଥିଲା। ଡାକ୍ତର ନାକରେ ରୁମାଲ ବାନ୍ଧି ରୋଗୀ ଚିକିତ୍ସା!-->…