Yearly Archives

2024

ପୁରୀରେ ପ୍ରବଳ ବର୍ଷା; ଅସ୍ତବ୍ୟସ୍ତ ଜନଜୀବନ

ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : ପୁରୀରେ ପ୍ରବଳ ବର୍ଷା ଯୋଗୁ ବଡ଼ଦାଣ୍ଡରେ ଜମିଲା ଆଣ୍ଠୁଏ ଉଚ୍ଚର ପାଣି । ଏବେ ବି ପୁରୀରେ ବର୍ଷା ଜାରି ରହିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ମାର୍କେଟ ଛକ, ବଡ଼ଶଙ୍ଖ, ଭିଆଇପି ରୋଡ୍, ଫାୟାର ଷ୍ଟେସନ ସମ୍ମୁଖ, ଅବକାଶ ଲେନ, ଗଜପତି ନଗର,

ଲୋକସେବା ଆୟୋଗର ଅଧ୍ୟକ୍ଷ ହେଲେ ଅରୁଣ ଷଡ଼ଙ୍ଗୀ

ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅରୁଣ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଶ୍ରୀ ଷଡ଼ଙ୍ଗୀଙ୍କୁ ୬ ବର୍ଷ ପାଇଁ ଏହି ନିଯୁକ୍ତି ଦିଆଯାଇଥିବା ନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ

ଭର୍ତ୍ତୃହରି ମହତାବ ଅର୍ଥ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ

୨୦୧୪ରେ ଅର୍ଥମବୀ ଅରୁଣ ଜେଟ୍‌ଲିଙ୍କ ପ୍ରସ୍ତାବକୁ ଗ୍ରହଣ କରିନଥିଲେ ନବୀନ ନୂଆଦିଲ୍ଲୀ/ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ସଂସଦର ଗୁରୁତ୍ୱପୂର୍ଣ୍ଣ ଅର୍ଥ ଷ୍ଟାଣ୍ଡିଙ୍ଗ୍ କମିଟିର ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି । ପାର୍ଲାମେଣ୍ଟାରୀ

ବଣ୍ଡା କାହାକୁ ଡାକିବେ ମା’?

କଥା ସେ କାଳର ପ୍ରଭୁ ଶ୍ରୀରାମଙ୍କ ପାଦ ପଡ଼ିଥିବା ପାହାଡ଼ ଶ୍ରୀହୀନ ଭୁବନେଶ୍ୱର ୨୬-୦୯-୨୦୨୪(ପିପିଏସ) : ତ୍ରେତେୟା ଯୁଗରୁ ଆଜି ପର୍ଯ୍ୟନ୍ତ ଦଣ୍ଡକାରଣ୍ୟର ପ୍ରାସଙ୍ଗିକତା ରହିଛି। ବିଶାଳ ଦଣ୍ଡକାରଣ୍ୟର କିଛି ଅଂଶକୁ ବର୍ତ୍ତମାନ ମାଲକାନଗିରି ବୋଲି କୁହାଯାଉଛି।

ମହିଳା ପୁଲିସଙ୍କୁ ନିର୍ଯାତନା ମାମଲା

ଥାନାରୁ ହଟିଲେ ଥାନା ଅଧିକାରୀ ରାଉରକେଲା/ଭୁବନେଶ୍ୱର ୨୬-୦୯-୨୦୨୪(ପିପିଏସ) : ଥାନାରେ କାର୍ଯ୍ୟରତ ମହିଳାପୁଲିସ କର୍ମଚାରୀ ଅସୁକ୍ଷିତ। ବନ୍ଧମୁଣ୍ଡା ଥାନାରୁ ଏମିତି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମହିଳା ପୁଲିସ କର୍ମଚାରୀଙ୍କୁ ନିର୍ଯାତନା ଓ ଅସଦାଚରଣ କରିବା ଥାନାଅଧିକାରୀଙ୍କୁ

ନଳା ଭିତରେ ଶ୍ରମିକଙ୍କୁ ମାରିଦେଲେ!

ଭୁବନେଶ୍ୱର ୨୬-୦୯-୨୦୨୪(ପିପିଏସ) : ବିଏମ୍‌ସିର ନଳା କାମ ଚାଲିଥିଲା। ଗାର୍ଡ ୱାଲ ପାଇଁ ଖୋଳୁଖୋଳୁ ନଳା କଡ଼ରେ ଥିବା ପାଚେରି ଭୁଶୁଡ଼ି ପଡ଼ିଲା। ପାଚେରି ତଳେ ରହିଗଲେ ଶ୍ରମିକ। ଉଦ୍ଧାର କଲାପରେ ହସ୍‌ପିଟାଲ୍‌ ନେଲେ। ହେଲେ ୨ଦିନ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଆଖି ବୁଜିଲେ। ଠିକାଦାର ଓ

ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର ୨୬-୦୯-୨୦୨୪(ପିପିଏସ) : ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । କେତେକ ଅଞ୍ଚଳରେ କମରୁ ମଧ୍ୟମ ବର୍ଷା ହେଉଥିବାବେଳେ ଅନ୍ୟ କିଛି ସ୍ଥାନରେ ଲଗାତାର ପ୍ରବଳ ବର୍ଷା ଜାରି ରହିଛି। ତେବେ ଟ୍ୱିନ୍ ସିଟି କଟକ ଏବଂ ଭୁବନେଶ୍ୱର ସମେତ ବିଭିନ୍ନ

ଭୁବନେଶ୍ବରରେ ନଡ୍ଡା

ଭୁବନେଶ୍ୱର ୨୬-୦୯-୨୦୨୪(ପିପିଏସ) : ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଗୁରୁବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ତାଙ୍କୁ

ଲଗାଣ ବର୍ଷା: ଦବିଲା ୫ ଶହ ମିଟର କଂକ୍ରିଟ ରାସ୍ତା

ଜଳେଶ୍ବର/ଭୁବନେଶ୍ୱର ୨୬-୦୯-୨୦୨୪(ପିପିଏସ) : ଉତ୍ତର ଓଡ଼ିଶାରେ  ଦୁଇ ଦିନ ଧରି ପ୍ରବଳ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ଲଗାଣ ବର୍ଷା ଯୋଗୁ  ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ଅନ୍ତର୍ଗତ ଝାଡପିମ୍ପଳ ଓ ବାଇଗଣ ବାଡିଆ ପଞ୍ଚାୟତ ନିକଟରେ କଂକ୍ରିଟ ରାସ୍ତା ଦବି ଯାଇଛି।