Yearly Archives

2024

ଜୀବନ ସୃଜନଶୀଳତାର ପ୍ରଥମ ପାହାଚ “ଗପ”

ଆରମ୍ଭ ହୋଇଛି "ଆସ ପଢ଼ିବା ଗପ ବହି" ନାମରେ ଏକ ଅଭିଯାନ କଟକ,୦୩-୧୦-୨୦୨୪ (ପିପିଏସ) : ବୁଢ଼ୀ ଅସୁରୁଣୀ ଗପ କିଏ କହି ପାରିବ? ଅଧିକାଂଶ ପିଲା କହିବେ ଆମେ ଜାଣିନୁ।ଆପଣ ଏହା ପରୀକ୍ଷା କରି ଦେଖି ପାରନ୍ତି । ଅଧିକାଂଶ ଘରେ ଆଉ ବୟସ୍କ ସଦସ୍ୟଙ୍କ ପାଖରେ ନାତି ନାତୁଣୀ ନାହାନ୍ତି। ଘରେ

ଆନ୍ଦୋଳନକାରୀଙ୍କୁ ଗିରଫ ପାଇଁ ଚଢ଼ଉ ଜାରି

ଶାନ୍ତ ପଡ଼ୁଛି ଅଶାନ୍ତ ଭଦ୍ରକ ଭଦ୍ରକ/ଭୁବନେଶ୍ୱର ୦୩-୧୦-୨୦୨୪ (ପିପିଏସ) : ଅଶାନ୍ତ ଭଦ୍ରକ ଓ ଧାମନଗର ଧୀରେ ଧୀରେ ଶାନ୍ତ ହେବାରେ ଲାଗିଛି। ଇଣ୍ଟରନେଟ୍‌ ସେବା ସ୍ବାଭାବିକ ହୋଇଛି। ଶାନ୍ତିରକ୍ଷା ପାଇଁ ବରିଷ୍ଠ ପୁଲିସ ଅଧିକାରୀମାନେ ବିଭିନ୍ନ ସଂଗଠନ ସହ ଆଲୋଚନା ଜାରି ରଖିଛନ୍ତି। ତେବେ,

ଷ୍ଟାର୍ଟଅପ୍‌ ଓଡ଼ିଶା କେଳେଙ୍କାରୀ: ଏପଟେ ତଦନ୍ତ, ସେପଟେ ଇସ୍ତଫା

ଭୁବନେଶ୍ୱର ୦୩-୧୦-୨୦୨୪ (ପିପିଏସ) : ରାଜ୍ୟ ବାହାରର ଅଣଓଡ଼ିଆ ସଂସ୍ଥାକୁ ଆର୍ଥିକ ସହଯୋଗ ଦେଇ ବିବାଦକୁ ଆସିଥିବା ଷ୍ଟାର୍ଟ ଅପ୍‌ ଓଡ଼ିଶା ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଗୋଟିଏ ପଟେ ଏଥିରେ ଥିବା କେଳେଙ୍କାରୀର ତଦନ୍ତ ଚାଲିଥିବା ବେଳେ ଅନ୍ୟପଟେ ଇସ୍ତଫା ପର୍ବ ଆରମ୍ଭ ହୋଇଛି। ପୂର୍ବରୁ ଜଣେ

ଗାନ୍ଧୀଜୀଙ୍କ ପ୍ରକୃତ ଲକ୍ଷ୍ୟ ମୋଦୀଜୀ ପୂରଣ କରିଛନ୍ତି: ମୁଖ୍ୟମନ୍ତ୍ରୀ

କଟକ/ଫୁଲନଖରା,୦୩-୧୦-୨୦୨୪ (ପିପିଏସ) : ଗାନ୍ଧିଜୀଙ୍କ ପାଖରେ ମନୁଷ୍ୟତ୍ୱ ଓ ଦିବ୍ୟତ୍ୱ ଏକାକାର ହୋଇଯାଇଥିଲା। ଗାନ୍ଧିଜୀ ହେଉଛନ୍ତି ସମଗ୍ର ମାନବ ଜାତିର ସଂପଦ। ସମଗ୍ର ବିଶ୍ୱର ଆଦର୍ଶ। ତାଙ୍କ ଜୀବନ ଥିଲା ସତ୍ୟ ସହ ନିରନ୍ତର ପରୀକ୍ଷା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ଜିଲ୍ଲା

ପୁଲିସ୍‌ ଷ୍ଟେସନ୍‌ ସମ୍ମୁଖରେ ଧାରଣାରେ ବସି ଗିରଫ ହେଲେ ରୁପା ଗାଙ୍ଗୁଲୀ

କୋଲକାତା/ଭୁବନେଶ୍ୱର ୦୩-୧୦-୨୦୨୪ (ପିପିଏସ) :  ବାଂସଦ୍ରୋଣୀ ପୁଲିସ ଷ୍ଟେସନରେ ସାରା ରାତି ଧାରଣାରେ ବସିବା ପରେ ବିଜେପିର ବରି‌ଷ୍ଠ ନେତ୍ରୀ ତଥା ପୂର୍ବତନ ସାଂସଦ ରୁପା ଗାଙ୍ଗୁଲୀଙ୍କୁ ଗିରଫ କରିଛି ପଶ୍ଚିମବଙ୍ଗ ପୁଲିସ୍‌। ଏକ ସଡ଼କ ଦୁର୍ଘଟଣା ମାମଲାରେ ଗିରଫ ହୋଇଥିବା ବିଜେପି ନେତାଙ୍କୁ

ଇଟାରେ ଛେଚି ମା’କୁ ହତ୍ୟା!

ଝାରସୁଗୁଡ଼ା/ଭୁବନେଶ୍ୱର ୦୩-୧୦-୨୦୨୪ (ପିପିଏସ) : ଟଙ୍କା କେଇଟା ପାଇଁ ପୁଅ ସାଜିଲା ଦାନବ। ନିଜେ ନଖାଇ ପେଟକୁ ଦାନା ଯୋଗାଇଥିବା ମା’ର ସବୁ ବଳିଦାନକୁ ଭୁଲିଗଲା ପୁଅ। ଶେଷରେ ଇଟାରେ ‌ଛେଚି ମା’କୁ ହତ୍ୟା କଲା ପୁଅ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା

ଓଡିଶାରେ ପୁଞ୍ଚିନିବେଶ ପାଇଁ ସକରାତ୍ମକ ଆଲୋଚନା ହୋଇଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୦୩-୧୦-୨୦୨୪ (ପିପିଏସ) : ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆମ୍ବାସଡର ସମ୍ମିଳନୀରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତ, ହାଇ କମିସନର, କନ୍‌ସଲ୍‌ ଜେନେରାଲ୍‌, ଟ୍ରେଡ୍‌ କମିସନର ଓ କୂଟନୀତିଜ୍ଞମାନଙ୍କୁ ଭେଟିବା ପରେ କହିଛନ୍ତି ଯେ କମିଶନର, ହାଇକମିଶନର ଏବଂ ବରିଷ୍ଠ

ନୂଆ ସିପିଙ୍କ ଆଗରେ ଅନେକ ଆହ୍ବାନ

କମିସନରେଟ୍‌ ପୁଲିସରେ ଅପରାଧୀଙ୍କ ସ୍ଥାନ ନାହିଁ। ଭୁବନେଶ୍ୱର ୦୧-୧୦-୨୦୨୪ (ପିପିଏସ) : କମିସନରେଟ୍‌ ପୁଲିସରେ ଅପରାଧୀଙ୍କ ସ୍ଥାନ ନାହିଁ। ରାସ୍ତାଘାଟରେ କମେଣ୍ଟ କରୁଥିବା ଅସାମାଜିକଙ୍କ ଠାରୁ ଆରମ୍ଭ କରି ବଡ଼ ଅପରାଧ ଘଟାଉଥିବା କୁଖ୍ୟାତ ଅପରାଧୀ, କାହାକୁ ଛଡ଼ାଯିବ ନାହିଁ। ପୁଲିସ

ତେଜିଲା ଭଦ୍ରକ ହିଂସା ରାଜନୀତି

ସାମ୍ପ୍ରଦାୟିକ ହିଂସାକୁ ନେଇ ତେଜିଲା ରାଜନୀତି । ଭଦ୍ରକ ଘଟଣାରେ ବିଜେଡିକୁ ବିଜେପିର କଡ଼ା ଟାର୍ଗେଟ୍ । ଭୁବନେଶ୍ୱର ୦୧-୧୦-୨୦୨୪ (ପିପିଏସ) : ସାଂପ୍ରଦାୟିକ ହିଂସାକୁ ନେଇ ପୁଣି ତେଜିଲା ରାଜନୀତି। ଭଦ୍ରକ ଘଟଣାକୁ ନେଇ ମୁହାଁମୁହିଁ ବିଜେଡି-ବିଜେପି। ନୂଆ ସରକାରକୁ ଦୋଷ ଦେଲା ବିଜେଡି।

ନିଲମ୍ବିତ ହେଲେ ପାଳିଆ ସେବକ

ଭୁବନେଶ୍ୱର ୦୧-୧୦-୨୦୨୪ (ପିପିଏସ) : ଶ୍ରୀମନ୍ଦିର ରୋଷରେ ଲୁହା କଡ଼େଇ ବ୍ୟବହାର ନେଇ ଆକ୍ସନ । ୩ ସୁପକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ଶ୍ରୀମନ୍ଦିର ପ୍ରଶାସନ । ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଶ୍ରୀମନ୍ଦିର ତଥା ରୋଷଘରେ ପ୍ରବେଶ ନିଷିଦ୍ଧ କରାଯାଇଛି । ଜଣେ