କିଡ୍ନି ରୋଗ ନେଉଛି ମୁଣ୍ଡ
୨୮ ପରିବାରର ୩୧ ମୃତ
ବୌଦ୍ଧ/ଭୁବନେଶ୍ୱର ୦୪-୧୦-୨୪ (ପିପିଏସ) : ସ୍ବାଧୀନତାର ୭୭ବର୍ଷ ପରେ ବି ପିଇବା ପାଣି ପାଇଁ ଡହଳବିକଳ। ଯେଉଁ ପାଣି ପିଉଛନ୍ତି, ତାହା ପାଲଟିଛି ଜହର। ଆଉ ଏହାର ଭୟଙ୍କର ମୂଲ୍ୟ ଦେବାକୁ ପଡୁଛି ଗ୍ରାମବାସୀଙ୍କୁ। ଦୂଷିତ ପାଣି ବ୍ୟବହାର କରି ଲୋକେ କିଡ୍ନି ରୋଗରେ!-->!-->!-->…