Yearly Archives

2024

ହିମାଚଳ ସରକାରଙ୍କ ନୂଆ ନିଷ୍ପତ୍ତି: ଶୌଚାଳୟ ଉପରେ ଟିକସ ଲାଗୁ

ନୂଆଦିଲ୍ଲୀ /ଭୁବନେଶ୍ୱର ୦୪-୧୦-୨୦୨୪(ପିପିଏସ) : ଆର୍ଥିକ ସଙ୍କଟକୁ ଦୃଷ୍ଟିରେ ରଖି ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ସରକାର ଏକ ନୂତନ ଶୁଳ୍କ ଲାଗୁ କରିଛନ୍ତି। ଯେଉଁଥିରେ ଘରେ ଥିବା ଶୌଚାଳୟ ସିଟ୍ ସଂଖ୍ୟା ଉପରେ ଆଧାର କରି ଟିକସ ସଂଗ୍ରହ କରାଯିବ। ନିକଟରେ ପ୍ରକାଶିତ

ଦରଦାମ ବୃଦ୍ଧିର ପ୍ରଭାବ: ଆମିଷ ଥାଳି ଶସ୍ତା, ନିରାମିଷ ମହଙ୍ଗା !

ସାଧାରଣ ଲୋକଙ୍କ ପାଇଁ ଖାଦ୍ୟ ଏକ ବର୍ଷରେ ୧୧ ପ୍ରତିଶତ ମହଙ୍ଗା ହୋଇଛି ନୂଆଦିଲ୍ଲୀ/ଭୁବନେଶ୍ୱର ୦୪-୧୦-୨୦୨୪(ପିପିଏସ) : ଦେଶରେ ଦରଦାମ ବୃଦ୍ଧିର ପରିସ୍ଥିତି ସଙ୍କଟଜନକ ହୋଇଛି। ଖୁଚୁରା ମୁଦ୍ରାସ୍ଫୀତି ୪ ପ୍ରତିଶତକୁ ଖସି ଆସିବା ସତ୍ତ୍ବେ ଖାଦ୍ୟ ମୁଦ୍ରାସ୍ଫୀତି ଅଧିକ ରହିଛି। ଏହା

ହିଙ୍ଗୁଳା କୋଇଲା ଖଣି ଦ୍ଵାରା  ୩୦ବର୍ଷ ତଳେ ଜମି ଅଧିଗ୍ରହଣ କିନ୍ତୁ ଚାକିରି ନାହିଁ  କାହିଁକି ?

ତାଳଚେର/ଭୁବନେଶ୍ୱର ୦୪-୧୦-୨୦୨୪(ପିପିଏସ) : ତାଳଚେର ଏକ କୋଇଲା ଖଣି ପରିବ୍ୟାପ୍ତ ଅଞ୍ଚଳ ଏଠାରେ ଜାତୀୟ ସ୍ବାର୍ଥ ଓ ଦେଶର ବିକାସ ପାଇଁ ସ୍ଥାନିତ ଅଧିବାସୀ ନିଜ ନିଜ ଭିଟାମାଟି ଓ ଚାଷ ଜମିବାଡ଼ିକୁ ଉଚ୍ଛର୍ଗ କରିଥାନ୍ତି , କୋଇଲା ଖଣିର ସମ୍ପ୍ରସାରଣ ପାଇଁ ଗ୍ରାବାସୀମାନେ ନିଜ ଭିଟାମାଟି

ପଦ୍ମାବତୀ ପ୍ୟାଲେସ୍‌ରେ ଶୋଭା ପାଇବେ ମା’

ପାର୍ବଣରେ ମହାମାୟୀ ଭୁବନେଶ୍ୱର ୦୪-୧୦-୨୪ (ପିପିଏସ) : ଧରାବତାରଣ କରିବେ ମା’ ଦୁର୍ଗା। ମା’ଙ୍କ ପୁଜା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଭିନ୍ନ ଭିନ୍ନ ଡିଜାଇନର ତୋରଣ ସାଙ୍ଗକୁ ଆଖିଝଲସା ସାଜସଜ୍ଜାରେ ଲାଗିପଡ଼ିଛନ୍ତି ଆୟୋଜକ। କଟକ ରୋଡ ବ୍ୟବସାୟୀ ସଂଘର ପୂଜା ଏଥର ୪୪ବର୍ଷରେ

ନିଲାମ ହେଲା ମହାପ୍ରଭୁଙ୍କ ଅର୍ପଣ ଚାଉଳ

ଅର୍ପଣ ଚାଉଳକୁ ୨କୋଟି ୮୬ ଲକ୍ଷ ଟଙ୍କାରେ ବିକ୍ରି କରିଛି ଶ୍ରୀମନ୍ଦିର ପ୍ରଶାସନ ପୁରୀ/ଭୁବନେଶ୍ୱର ୦୪-୧୦-୨୪ (ପିପିଏସ) : ମହାପ୍ରଭୁଙ୍କ ଅର୍ପଣ ଚାଉଳ ନିଲାମ ହୋଇଛି। ମୋଟ ୧୦ହଜାର ୩୨୨ କ୍ବିଣ୍ଟାଲ ଅର୍ପଣ ଚାଉଳକୁ ୨କୋଟି ୮୬ ଲକ୍ଷ ଟଙ୍କାରେ ବିକ୍ରି କରିଛି ଶ୍ରୀମନ୍ଦିର ପ୍ରଶାସନ।

‘କଂଗ୍ରେସ ଯୁବପିଢ଼ୀମାନଙ୍କୁ “ଡ୍ରଗ୍ସର ଅନ୍ଧକାର ଦୁନିଆ”କୁ ନେଇଯାଉଛି: ଶାହା

ଦିଲ୍ଳୀରେ ୫ ହଜାର କୋଟି ଟଙ୍କାର ଡ୍ରଗ୍ସ ଧରାପଡ଼ିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଦିନ କଂଗ୍ରେସ ଦଳ ଉପରେ ଅଭିଯୋଗ ଲଗାଇ କହିଛନ୍ତି ଯେ ‘କଂଗ୍ରେସ ଯୁବପିଢ଼ୀମାନଙ୍କୁ “ଡ୍ରଗ୍ସର ଅନ୍ଧକାର ଦୁନିଆ”କୁ ନେଇଯାଉଛି।  ନୂଆଦିଲ୍ଳୀ/ଭୁବନେଶ୍ୱର ୦୪-୧୦-୨୪ (ପିପିଏସ) :

ରାଜଧାନୀରେ ବଢୁଛି ଛିନ୍‌ତାଇ

ପାର୍ବଣ ସମୟରେ ବାରମ୍ବାର ଏଭଳି ଛିନ୍‌ତାଇ ଘଟୁଥିବାରୁ ରାଜଧାନୀବାସୀଙ୍କ ଭିତରେ ଆତଙ୍କ ଖେଳିଯାଇଛି ଭୁବନେଶ୍ୱର ୦୪-୧୦-୨୪ (ପିପିଏସ) : ରାଜଧାନୀରେ ପୁଣି ଦିନ ଦିପହରରେ ଲୁଟ୍‌ ଘଟିଛି। ଆଜି ଅପରାହ୍ଣରେ ଲୁଟେରାମାନେ ବ୍ୟାଙ୍କ୍‌ରୁ ଫେରୁଥିବା ଜଣେ ମହିଳାଙ୍କଠାରୁ ଟଙ୍କା ଭର୍ତ୍ତି

ଡ୍ରୋନ୍‌ କରିବ ଡ୍ରେନ୍‌ ସର୍ଭେ

ଗତବର୍ଷ ବି ସମ୍ବେଦନଶୀଳ ଜାଗା ଖୋଜିଥିଲେ ଭୁବନେଶ୍ୱର ୦୪-୧୦-୨୪ (ପିପିଏସ) : ଭୁବନେଶ୍ବରରେ ଥିବା ଡ୍ରେନ୍‌ଗୁଡ଼ିକର ଡ୍ରୋନ୍‌ ସର୍ଭେ ହେବ। ଡ୍ରୋନ୍‌ ଉଡ଼ି ସମ୍ବେଦନଶୀଳ ଜାଗା ଖୋଜିବ। ଏହି ସବୁ ଜାଗା ଚିହ୍ନଟ ହେବା ପରେ ବିଏମ୍‌ସି ଏକ ସ୍ବତନ୍ତ୍ର ପ୍ଲାନ୍‌ ପ୍ରସ୍ତୁତ କରିବ। ଫଳରେ

ବନ୍ଧୁକମୁନରେ ଲୁଟିନେଲେ ବସ୍ତା ବସ୍ତା କେନ୍ଦୁପତ୍ର

ଦଶପଲ୍ଲା ବନାଞ୍ଚଳ ସାକେଣୀ କେନ୍ଦୁପତ୍ର ଫଡ଼ିରେ ବଡ଼ ଧରଣର ଡକାୟତି ହୋଇଛି। ବନ୍ଧୁକ ଦେଖାଇ ମୁଖା ପିନ୍ଧା ୧୦ଜଣ ଯୁବକ ଲୁଟିନେଇଛନ୍ତି ବସ୍ତା ବସ୍ତା କେନ୍ଦୁପତ୍ର। ଦଶପଲ୍ଲା/ଭୁବନେଶ୍ୱର ୦୪-୧୦-୨୪ (ପିପିଏସ) : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନାଞ୍ଚଳ ସାକେଣୀ କେନ୍ଦୁପତ୍ର ଫଡ଼ିରେ ବଡ଼

ବାଘ ଆତଙ୍କ! ଆଳିରେ ପହଞ୍ଚିଲେ ବନବିଭାଗ ଅଧିକାରୀ

ଆଳି/ଭୁବନେଶ୍ୱର ୦୪-୧୦-୨୪ (ପିପିଏସ) : ଆଳିରେ ବାଘ ପଇଁତରା ମାରୁଛି। ଏମିତି ଭିଡିଓ ଭାଇରାଲକୁ ନେଇ ଗତ ରାତି ଠାରୁ ଆଳିରେ ଆତଙ୍କିତ ଅବସ୍ଥା ସୃଷ୍ଟି ହୋଇଛି।ଆଳିର ଏକ ନିକାଞ୍ଚନ ପଡ଼ିଆରେ ବାଘ ବୁଲୁଛି। ସିମେଣ୍ଟ ପାଚେରୀ ଉପରେ କୁଦିକୁଦି ଚାଲୁଛି।ଗଛ ଉପରେ ଶୋଇଛି। ଏମିତି ସବୁ ଦୃଶ୍ୟର