Yearly Archives

2024

ଜଙ୍ଗଲରୁ ମିଳିଲା ମହିଳାଙ୍କ ଖଣ୍ଡବିଖଣ୍ଡିତ ଶବ

୧୮ ଦିନ ହେଲା ନିଖୋଜ ଥିଲେ ଫୁଲବାଣୀ/ଭୁବନେଶ୍ୱର ୧୦-୧୦-୨୦୨୪ (ପିପିଏସ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅଧୀନ ମିଣିଆ ଜଙ୍ଗଲରୁ ଆଜି ଶାରଳା ବେହେରା ନାମକ ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ଶବ ଉଦ୍ଧାର ହୋଇଛି। ପରକୀୟା ପ୍ରୀତିକୁ କେନ୍ଦ୍ର କରି ଶାରଳାଙ୍କୁ ସ୍ବାମୀ ତଥା

‘ନାନୋ’ର ମହାନାୟକଥିଲେ ରତନ ସାଧାରଣ ଲୋକଙ୍କ ଭିତରେ ଭରିଥିଲେ ଆଶା

ସାଧାରଣ ଲୋକଙ୍କ ଭିତରେ ଭରିଥିଲେ ଆଶା ନୂଆଦିଲ୍ଳୀ/ଭୁବନେଶ୍ୱର ୧୦-୧୦-୨୦୨୪ (ପିପିଏସ) : ଭାରତୀୟ ଶିଳ୍ପଜଗତର ଉଜ୍ଜ୍ବଳତମ ରତ୍ନ ରତନ ଟାଟା ଆଉ ନାହାନ୍ତି। ଜଣେ ବ୍ୟକ୍ତି ରୂପେ ଧରାପୃଷ୍ଠାକୁ ଆସିଥିଲେ ରତନ। ହେଲେ  ଆଜି ‘ଅନୁଷ୍ଠାନ’ ହୋଇ ବିଦାୟ ନେଇଛନ୍ତି। ସାଧାରଣ ଲୋକଙ୍କ ପାଇଁ ନାନୋ

ଷ୍ଟାର ହେଲଥ ଇନ୍ସ୍ୟୁରାନ୍ସ ୟୁଜର୍ସଙ୍କୁ ବଡ ଝଟକା, ଲିକ ହେଲା ଡାଟା

ନୂଆଦିଲ୍ଲୀ/ଭୁବନେଶ୍ୱର ୧୦-୧୦-୨୦୨୪ (ପିପିଏସ) : ଆପଣଙ୍କ ପାଖରେ ଷ୍ଟାର ହେଲଥ ଇନସୁରାନ୍ସ ଅଛି କି? ଯଦି ହଁ, ତେବେ ଏହା ଆପଣଙ୍କ ପାଇଁ ଏକ ଖରାପ ଖବର ହୋଇପାରେ| ବାସ୍ତବରେ ବହୁ ସଂଖ୍ୟକ ୟୁଜର୍ସଙ୍କ ତଥ୍ୟ ଲିକ୍ ହୋଇଥିବା ଅଭିଯୋଗ ହୋଇଛି। ପ୍ରାୟ ଦୁଇ ସପ୍ତାହ ପୂର୍ବେ କମ୍ପାନୀ ସୋସିଆଲ

ମନ ମୋହୁଛି ମା’ଙ୍କ ମେଢ଼

କଟକ/ଭୁବନେଶ୍ୱର ୧୦-୧୦-୨୦୨୪ (ପିପିଏସ) : ଚାନ୍ଦିନୀଚୋୖକରଶାରଦୀୟ ଦୁର୍ଗାପୂଜା ଜାରି ରହିଛି। ମା’ଙ୍କ ପୀଠରେ ମହାଷ୍ଟମୀ ପାଳନ କରାଯାଉଛି। ଶ୍ରଦ୍ଧାଳୁମାନେ ଭକ୍ତିର ସହିତ ମା’ଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଉଛନ୍ତି। ସେହିପରି ମଣ୍ଡପରେ ମହାସପ୍ତମୀ ଅବସରରେ ଶ୍ରଦ୍ଧାଳୁମାନେ

ମୃତ୍ୟୁ ପରେ ରତନ ଟାଟାଙ୍କୁ ଭାରତ ରତ୍ନ ସମ୍ମାନ ଦେବା ପ୍ରସ୍ତାବ ପାରିତ

ମହାରାଷ୍ଟ୍ର କ୍ୟାବିନେଟ ବୈଠକରେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ସମ୍ମାନ‌ରେ ସ୍ୱର୍ଗତ ରତନ ଟାଟାଙ୍କୁ ସମ୍ମାନିତ କରିବାକୁ କେନ୍ଦ୍ରକୁ ଅନୁରୋଧ କରି ଏକ ପ୍ରସ୍ତାବ ପାରିତ ହୋଇଛି। ମୁମ୍ବାଇ/ଭୁବନେଶ୍ୱର ୧୦-୧୦-୨୦୨୪ (ପିପିଏସ) : ଟାଟା ଗ୍ରୁପର ଅଧ୍ୟକ୍ଷ ରତନ

ଆବାସ ଘର ଭଡ଼ାରେ ଦେଇ ପୁଣି ବସ୍ତିରେ ଡେରା

୮ ପ୍ରକଳ୍ପରେ ବିଏମ୍‌ସିର ଚଢ଼ଉ ବସ୍ତିରେ ରହୁଥିବା ଲୋକଙ୍କୁ   ସରକାର ଆବାସ କରି ଘର ଦେଲେ। କିନ୍ତୁ ଘର ପାଇବା ପରେ ତାକୁ ଭଡ଼ାରେ ଲଗାଇ ସେମାନେ ପୁଣି ବସ୍ତିକୁ ଫେରିଗଲେ। ଫଳରେ ବସ୍ତି ବଢ଼ିବଢ଼ି ଚାଲିଲା। ଭୁବନେଶ୍ୱର ୧୦-୧୦-୨୦୨୪ (ପିପିଏସ) : ବସ୍ତିରେ ରହୁଥିବା ଲୋକଙ୍କୁ

ଆଡମିଟ୍ କାର୍ଡକୁ ଡଙ୍ଗା କରି ଭସାଇଲେ ଆଶାୟୀ

ରାଜ୍ୟରେ ଅମିନ ଏବଂ ଆରଆଇ ପରୀକ୍ଷା ବାତିଲ କରିବା ପାଇଁ ଆଶାୟୀ ପ୍ରାର୍ଥୀମାନଙ୍କ ପକ୍ଷରୁ ପ୍ରଦର୍ଶନ କରାଯାଇଛି।  କଟକର କାଠଯୋଡ଼ି ନଦୀରେ ଆଶାୟୀ ପ୍ରାର୍ଥୀମାନେ ନିଜ ଆଡମିଟ୍ କାର୍ଡକୁ ଡଙ୍ଗା କରି ଗୁରୁବାର ଭସାଇଛନ୍ତି। ଏହାପୂର୍ବରୁ ବୁଧବାର ସେମାନେ ଆଡମିଟ୍ କାର୍ଡକୁ ନିଆଁ

 ନିଜ ଜାଲରେ ନିଜେ ଫସିଲେ ନକ୍ସଲ

ନକ୍ସଲମାନଙ୍କ ଦୁର୍ଗ ଭୁଶୁଡ଼ିବାରେ ଲାଗିଛି। ଏବର୍ଷ ୩ ଶହରୁ ଊର୍ଦ୍ଧ୍ବ ନକ୍ସଲ ନିପାତ ହୋଇଛନ୍ତି। ୮ଶହରୁ ଊର୍ଦ୍ଧ୍ବ ଆତ୍ମସମର୍ପଣ କରିଛନ୍ତି। ଗତ ୩ ତାରିଖରେ ଆବୁଝମାଡ଼ ଏନକାଉଣ୍ଟରରେ ୩୧ ଜଣ ନିପାତ ହୋଇଛନ୍ତି। ଏହାର ରହସ୍ୟ ଉନ୍ମୋଚନ ହୋଇଛି। ନକ୍ସଲମାନେ ନିଜ ଜାଲରେ ନିଜେ

ସାଲିଆ ସାହିରେ ପୁଣି ଅବକାରୀ ବିଭାଗ ଚଢ଼ାଉ

ଭୁବନେଶ୍ୱର ୧୦-୧୦-୨୦୨୪ (ପିପିଏସ) : ସାଲିଆସାହିର ନୀଳଚକ୍ର ନଗରରେ ଦେଶୀ ମଦ କାରଖାନାରେ ଅବକାରୀ ଟିମ୍‌ ପକ୍ଷରୁ ଚଢ଼ାଉ କରାଯାଇଛି। ଶହ ଶହ ଲିଟର ଦେଶୀ ମଦ ଜବତ ସହ ପୋଚ ନଷ୍ଟ କରିଛି । ଭୋର ୫ଟାରୁ ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ୪ ଘଣ୍ଟା ଧରି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା ।

ଆଜି ମା’ଙ୍କୁ ଚକ୍ଷୁଦାନ: ମଣ୍ଡପରେ ମହାସପ୍ତମୀ, ପୀଠରେ ମହାଷ୍ଟମୀ ପୂଜା

ବିଭିନ୍ନ ପୂଜା ମଣ୍ଡପ ଓ ଶକ୍ତିପୀଠ ମା’ଦୁର୍ଗତି ନାଶିନୀଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି । ଗୁରୁବାର ପୂଜା ମଣ୍ଡପରେ ମା‘ଙ୍କର ମହାସପ୍ତମୀ ପୂଜା ଅନୁଷ୍ଠିତ ହେଉଛି । ସେହିପରି ବିଭିନ୍ନ ଶକ୍ତିପୀଠରେ ନୀତିନିୟମ ଅନୁସାରେ ମା’ଙ୍କର ମହାଷ୍ଟମୀ ପୂଜା କରାଯାଉଛି..