ଧୂମପାନ ନିଷେଧ ହେଲେ ଟଳିଯିବ ୧୨ ଲକ୍ଷ ମୃତ୍ୟୁ!
ଏକ ସଦ୍ୟ ପ୍ରକାଶିତ ବିଶ୍ବସ୍ତରୀୟ ଅନୁଧ୍ୟାନ ଅନୁଯାୟୀ, ୨୦୫୦ ମସିହା ସୁଦ୍ଧା ଧୂମପାନ ହାର ୫ ପ୍ରତିଶତ କମାଇପାରିଲେ ପୁରୁଷମାନଙ୍କ ହାରାହାରି ଜୀବନଧାରଣ କ୍ଷମତା ଏକବର୍ଷ ଓ ମହିଳାଙ୍କ ପାଇଁ ଏହା ୦.୨ ବର୍ଷ ବଢ଼ିଯିବ।
ଭୁବନେଶ୍ୱର ୧୧-୧୦-୨୦୨୪ ( ପିପିଏସ) : ଏକ ସଦ୍ୟ ପ୍ରକାଶିତ!-->!-->!-->!-->!-->…