Yearly Archives

2024

ଏସିଡ ମାଡ଼ରେ ବାପା ଓ ପୁଅ ଗୁରୁତର

କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ବୁଡ଼ାକୁନ୍ଦେଲ ଗ୍ରାମର ଏକ ଅଭାବନୀୟ ଘଟଣା ଦେଖୁବାକୁ ମିଳିଛି | ଗତକାଲି ବିଳମ୍ବିତ ରାତିରେ ଘରେ ଶୋଇଥିବା ସମୟରେ ଦୁର୍ବୃତ୍ତ ଘରେ ପଶି ଏସିଡ ଫିଙ୍ଗି ପଳେଇ ଯାଇଥୁବା ଅଭିଯୋଗ ହୋଇଛି। ଏସିଡ ମାଡ଼ରେ ବାପା ପୁଅ ଗୁରୁତର ହୋଇଛନ୍ତି।

କୂଳ ଲଙ୍ଘୁଛି ସମୁଦ୍ର, ୨ ଗାଁ  ଲୀନ ହେବା ଆଶଙ୍କା

ସମୁଦ୍ର କୂଳ ଲଙ୍ଘୁଥିବାରୁ  ଏହାର ପ୍ରତିକାର ନେଇ ବହୁବାର ବିଧାନସଭାରେ ଦାବି ଉଠିଛି। ଗ୍ରାମ ଠାରୁ ଏବେ ସମୁଦ୍ର ଆଉ ମାତ୍ର ୨୦୦ ମିଟର ଦୂରରେ ରହିଛି ରାମେୟାପାଟଣା ଅଞ୍ଚଳରେ ସମୁଦ୍ର ଧୀରେ ଧୀରେ କୂଳ ଖାଇବାରେ ଲାଗିଛି। ଛତ୍ରପୁର/ଭୁବନେଶ୍ୱର, ୧୯-୧୦-୨୦୨୪(ପିପିଏସ ) :

ଏସସିବିର ସ୍ଥିତି ସମୀକ୍ଷା କଲେ ଆଡ଼ଭୋକେଟ୍ କମିଟି

କଟକ,୧୮-୧୦-୨୦୨୪(ପିପିଏସ) : ଏସସିବି ମେଡିକାଲ କଲେଜର ସ୍ଥିତି ସମୀକ୍ଷା କରିଛନ୍ତି ଆଡ଼ଭୋକେଟ କମିଟି। ହାଇକୋର୍ଟଙ୍କ ନିର୍ଦେଶକ୍ରମେ ଶୁକବ୍ରାର ଦ୍ୱିତୀୟ ଥର ଏସସିବି ମେଡିକାଲରେ ବିଭିନ୍ନ ୱାର୍ଡ଼ ବୁଲି ସମୀକ୍ଷା କରିଛନ୍ତି କମିଟି ଅଧ୍ୟକ୍ଷ ବିଜୟ କୁମାର ଦାଶ ଓ ସମସ୍ତ ସଦସ୍ୟ। ହସ୍ତଗତ

ସିମୁଳିଆରେ ବିପୁଳ ପରିମାଣର କଳା ହୀରା ଜବତ

ସିମୁଳିଆ/ଭୁବନେଶ୍ୱର ୧୮-୧୦-୨୦୨୪(ପିପିଏସ) : ଧାମରା-ଭଦ୍ରକ ରେଳ ଲାଇନରେ ଚଳନ୍ତା ଟ୍ରେନରୁ କୋଇଲା ଚୋରୀ ହୋଇ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମଣ୍ଡିମାନ ଖୋଲାଯାଇ ଚୋରା ବିକ୍ରି ଚାଲିଛି । କୋଇଲା ମାଫିଆଙ୍କ ଚ୍ୟାଲେଞ୍ଜ ଓ କିଛି ଅସାଧୁ ପୋଲିସଙ୍କ ପାଇଁ ପୋଲିସକୁ ଚିନ୍ତାରେ

ପୁରୀ ବିମାନବନ୍ଦର ପାଇଁ ଖୁବ୍‌ ଶୀଘ୍ର ଜମି ଅଧିଗ୍ରହଣ

ପୁରୀରେ ନିର୍ମାଣ ହେବାକୁ ଥିବା ‘ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର’ ପାଇଁ ଖୁବ୍‌ ଶୀଘ୍ର ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ୧୨ଜଣିଆ କମିଟି ଗଠନ ହୋଇଛି। ଭୁବନେଶ୍ୱର ୧୮-୧୦-୨୦୨୪(ପିପିଏସ) : ପୁରୀରେ

ଦୁର୍ଗାପୂଜା ପାଇଁ ନିର୍ମିତ ତୋରଣ ଭୁଶୁଡ଼ିଲା

ଚାପି ହୋଇଗଲା କାର୍‌-ବାଇକ୍‌ ରାସ୍ତାକଡ଼ରେ ମଣ୍ଡପ ଓ ତୋରଣଗୁଡ଼ିକ ଅସଜଡ଼ା ହୋଇଥିବା ଦେଖିବାକୁ ମିଳୁଛି। ପୂର୍ବରୁ ପୂଜା ମଣ୍ଡପ ସ୍ଥଳ ଓ ଏହାର ଆଖପାଖ ଯେମିତି ସଫାସୁଥୁରା ଥିଲା, ସେମିତି ନାହିଁ। ତୋରଣ ଓ ମଣ୍ଡପଗୁଡ଼ିକରୁ ବାଉଁଶ ଓ ଅନ୍ୟାନ୍ୟ ସାମଗ୍ରୀ ଖୋଲିବା ପାଇଁ

ବାରବାଟୀରେ ରଣଜୀ ଟ୍ରଫି : ୫ ୱିକେଟ ଅକ୍ତିଆର କଲେ ସୁମିତ ଶର୍ମା

ତ୍ରିପୁରା ବିପକ୍ଷରେ ଗୋଟିଏ ବି ବଲ୍‌ ଖେଳିପାରି ନଥିବା ଓଡ଼ିଶା ସୁବିଧାରେ ୧ ପଏଣ୍ଟ ପାଇ ଖାତା ଖୋଲିଥିଲା। ବାରବାଟୀ ଷ୍ଟାଡିୟମ୍‌ରେ ଜମ୍ମୁ କାଶ୍ମୀର ବିପକ୍ଷରେ ଅସଲ ପରୀକ୍ଷାର ସମ୍ମୁଖୀନ ହେବ ଗୋବିନ୍ଦ ପୋଦ୍ଦାରଙ୍କ ଦଳ। କଟକ,୧୮-୧୦-୨୦୨୪(ପିପିଏସ) : ବାରବାଟୀ ଲଢେଇ। ରଣଜୀ

ହବିଷ୍ୟାଳି ମା’ମାନଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯିବ: ମୁଖ୍ୟମନ୍ତ୍ରୀ

ହବିଷିଆଳି ଯୋଜନା ଯଦି ହେଉଛି, ସବୁ ହବିଷିଆଳିଙ୍କ ପାଇଁ ହେଉ। କିନ୍ତୁ ଅଧା ରହିବେ, ଆଉ ଅଧା କାହିଁକି ରହିବେନି? ଏ ପାତରଅନ୍ତର ନ ହେଉ। ହବିଷିଆଳି ଶିବିରରେ ପହଞ୍ଚି ରହିବାକୁ ଜାଗା ନ ପାଇ ଦହଗଞ୍ଜ ହେବା ପରେ ଜିଲ୍ଲାରୁ ଆସିଥିବା ହବିଷିଆଳିମାନେ ଏଭଳି ଅଭିଯୋଗ କରିଛନ୍ତି।

ଓଡ଼ିଶାରେ ଆଉ ୧ ଲକ୍ଷ କୋଟି ନିବେଶ କରିବ ବେଦାନ୍ତ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅନୀଲ ଅଗ୍ରଓ୍ବାଲ ବେଦାନ୍ତ ରାଜ୍ୟରେ ଆଉ ୧ଲକ୍ଷ କୋଟି ଟଙ୍କାର ନୂତନ ପୁଞ୍ଜି ବିନିଯୋଗ କରିବାକୁ ଘୋଷଣା କରିଛି । ମୁମ୍ବାଇରେ ମେକ୍ ଇନ୍ ଓଡ଼ିଶା ରୋଡ୍ ସୋ'ରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସହ ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ଅନୀଲ

ବୌଦ୍ଧରେ ମାଓ ଦମନ ଏବଂ ଆଇନଶୃଙ୍ଖଳା ପରିସ୍ଥିତି ନେଇ ସମୀକ୍ଷା କଲେ ପୁଲିସ ଡିଜି

ପୁଲିସ ଡିଜି ୱାଇ. ବି. ଖୁରାନିଆ ବୌଦ୍ଧ ଗସ୍ତରେ ଯାଇ ମାଓ ଦମନ ଏବଂ ଆଇନଶୃଙ୍ଖଳା ପରିସ୍ଥିତି ନେଇ ସମୀକ୍ଷା କରିଛନ୍ତି। ତାଙ୍କ ସହ ଆଇଜି ଅପରେସନ୍ ଜୟନାରାୟଣ ପଙ୍କଜ, ଦକ୍ଷିଣାଞ୍ଚଳ ଡିଆଇଜି ସାର୍ଥକ ଷଡ଼ଙ୍ଗୀ, ବୌଦ୍ଧ ଏସପି ନାଗରାଜ ଦେବାରକୋଣ୍ଡାଙ୍କ ସମେତ ବିଭିନ୍ନ ଥାନା