ଓଡ଼ିଶାମୁହାଁ ‘ଦାନା’ ୬ ଜିଲ୍ଲାକୁ ରେଡ୍ ଆଲର୍ଟ
ସମୁଦ୍ର ଭିତରେ ବଳ ଗୋଟାଉଥିବା ଲଘୁଚାପ ଭୀଷଣ ବାତ୍ୟା ରୂପରେ ଉପକୂଳକୁ ସ୍ପର୍ଶ କରିବ।
ଓଡ଼ିଶାରେ ମାଡ଼ ହୋଇପାରେ ବାତ୍ୟା। ଜଗତ୍ସିଂହପୁର ଜିଲ୍ଲାର ପାରାଦୀପରୁ ଭଦ୍ରକ ଜିଲ୍ଲାର ଧାମରା ବନ୍ଦର ମଧ୍ୟରେ ସ୍ଥଳଭାଗ ଛୁଇଁବ।
ଭୁବନେଶ୍ୱର ୨୨-୧୦-୨୦୨୪(ପିପିଏସ) : ଓଡ଼ିଶାରେ ମାଡ଼!-->!-->!-->!-->!-->!-->!-->…