ମୂଲ୍ୟଭିତ୍ତିକ ଏବଂ ପ୍ରମାଣଭିତ୍ତିକ ଔଷଧର ଏକୀକରଣ ସମୟର ଆହ୍ବାନ: ଡ. ବିଶ୍ୱାସ
ଏମ୍ସ ଭୁବନେଶ୍ୱର ପ୍ରଥମ ଆଞ୍ଚଳିକ ଅନୁସନ୍ଧାନ କନକ୍ଲେଭ ଆୟୋଜନ କରିଛି।
ଏକାଧିକ ଖ୍ୟାତନାମା ଜାତୀୟ ଓ ଆଞ୍ଚଳିକ ପ୍ରତିଷ୍ଠାନଗୁଡ଼ିକୁ ଏକତ୍ର କରି ଚିକିତ୍ସା ଅନୁସନ୍ଧାନରେ ସହଯୋଗ ବୃଦ୍ଧି ସହିତ ଏକ ସାମୁହିକ ଅନୁସନ୍ଧାନ ସହଭାଗିତା ସୃଷ୍ଟି କରିବାର ସଫଳ ପ୍ରୟାସ କରିଛି।
-ଏମ୍ସ!-->!-->!-->!-->!-->…