Yearly Archives

2024

ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ତାଳଚେର ମେଡିକାଲ କଲେଜ

୧୦୦ ସିଟ୍‌ରେ ପାଠପଢ଼ା ‌ପାଇଁ ଆବେଦନ କରାଯିବ ଅନୁଗୁଳ/ଭୁବନେଶ୍ୱର ୦୫-୧୧-୨୦୨୪ (ପିପିଏସ ) : ଅନିଶ୍ଚିତତା ଘେରରେ ରହିଥିବା ତାଳଚେରସ୍ଥିତ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ ଡାକ୍ତରଖାନା କାର୍ଯ୍ୟକ୍ଷମ ‌ହେବା ନେଇ ପୁଣି ଆଶା ସଂଚାର ହୋଇଛି। ଏହି ମେଡିକାଲ କଲେଜ ପରିଚାଳନା ନେଇ

ହ୍ୟୁଷ୍ଟନ୍‌ରେ ଆୟୋଜନ ହେବନି ଅଦିନିଆ ରଥଯାତ୍ରା, ବାତିଲ କଲା ଇସ୍କନ୍‌

ମହାପ୍ରଭୁଙ୍କ ଭକ୍ତଙ୍କ ପାଇ ଭଲ ଖବର ଆସିଛି। କୋଟିକୋଟି ଓଡ଼ିଆ ଯାହା ଦାବି କରୁଥିଲେ, ତାହା ହିଁ ହୋଇଛି। ଇସ୍କନ୍‌ର ପ୍ରତକ୍ଷ୍ୟ ତତ୍ବାବଧାନରେ ଆମେରିକୀୟ ସହର ହ୍ୟୁଷ୍ଟନ୍‌ରେ ଆୟୋଜନ ହେବାକୁ ଥିବା ରଥଯାତ୍ରା ବାତିଲ ହୋଇଛି। ଭୁବନେଶ୍ୱର ୦୫-୧୧-୨୦୨୪ (ପିପିଏସ ) : ଜଗନ୍ନାଥପ୍ରେମୀଙ୍କ

ପୁଣି ବୋମା ଆତଙ୍କ: ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କଲା ବିମାନ

ପୁଣି ବିମାନରେ ବୋମା ଆତଙ୍କ ଖେଳିଯିବାରୁ ଭୁବନେଶ୍ୱର ବିମାନବନ୍ଦରରେ ଇଣ୍ଡିଗୋ ବିମାନର ହେଲା ଜରୁରୀ ଅବତରଣ କରିଥିବାର ଖବର ମିଳିଛି। ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରୁଥିବା ବେଳେ କଲା ଜରୁରୀ ଅବତରଣ କରିଛି ବିମାନ। ଭୁବନେଶ୍ୱର ୦୫-୧୧-୨୦୨୪ (ପିପିଏସ ) : ପୁଣି ବିମାନରେ ବୋମା

ନନ୍ଦନକାନନ ଏକ୍ସପ୍ରେସ ଉପରକୁ ଗୁଳିମାଡ଼, କାରଣ ଅସ୍ପଷ୍ଟ

ନୂଆଦିଲ୍ଲୀରୁ ପୁରୀ ଅଭିମୁଖେ ଆସୁଥିବା ନନ୍ଦନକାନନ ଏକ୍ସପ୍ରେସ ଟ୍ରେନ ଆଜି ସକାଳ ସା୍ଢ଼େ ୯ଟାରୁ ୧୦ଟା ଭିତରେ ଗୁଳିମାଡ଼ ହୋଇଥିବାର ଖବର ମିଳିଛି। ଭଦ୍ରକ-ବାଉଦପୁର ସେକସନ୍ ମଝିରେ ଏହି ଗୁଳିମାଡ଼ ହୋଇଥିବା ଜଣାଯାଇଛି। ଭଦ୍ରକ/ଭୁବନେଶ୍ୱର ୦୫-୧୧-୨୦୨୪ (ପିପିଏସ ) : ନୂଆଦିଲ୍ଲୀରୁ

ଅବକାରୀ ବିଭାଗ ନିଷ୍କ୍ରିୟ! ମଦ ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ମହିଳା ଗୋଷ୍ଠୀ

ମଦ ଯୋଗୁଁ ସମାଜ ଆଜି ବାଟବଣା ହେବାକୁ ଲାଗିଲାଣି। ଯୁବପିଢି ବିପଥଗାମୀ ହେବାରେ ଲାଗିଛନ୍ତି। ଘର ସଂସାର ଉଜୁଡିବାରେ ଲାଗିଛି। ଘରୋଇ ହିଂସା ବୃଦ୍ଧି ପାଇବାରେ ଲାଗିଛି। ମହିଳାମାନେ ପ୍ରତ୍ୟକ ଦିନ ନିର୍ଯାତିତ ହେବାରେ ଲାଗିଛନ୍ତି। ଘୁ.ଉଦୟଗିରି/ଭୁବନେଶ୍ୱର ୦୫-୧୧-୨୦୨୪ (ପିପିଏସ ) :

ନିଜର ଫାଇଦା ପାଇଁ ଐତିହ୍ୟସ୍ଥଳୀକୁ ବିପଦଆଡ଼କୁ ଠେଲିଦେଲେ ବିଗତ ସରକାର: ବିଜେପି

ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରର ସୁରକ୍ଷା ପାଚେରୀ ‘ମେଘନାଦ ପାଚେରୀ’ରେ ଫାଟ ସୃଷ୍ଟି ହୋଇଛି। ମରାମତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହାକୁ ନେଇ ଭକ୍ତ ଓ ଜଗନ୍ନାଥପ୍ରେମୀଙ୍କ ମନରେ ଉଦ୍‌ବେଗ ପ୍ରକାଶ ପାଇ ଥିବା ବେଳେ ରାଜନୈତିକ ବୟାନବାଜୀ ମଧ୍ୟ ଜାରି ରହିଛି।

ଜନସ୍ୱାସ୍ଥ୍ୟ ନୀରିକ୍ଷଣରେ ଉତ୍କୃଷ୍ଟତା ପାଇଁ ରାଜ୍ୟ ନିରୀକ୍ଷଣ ୟୁନିଟ୍ ସମ୍ବର୍ଦ୍ଧିତ

ନୂଆଦିଲ୍ଲୀରେ ଆଇଡିଏସପିର ୨୦ ବର୍ଷିଆ ସ୍ମାରକୀ କାର୍ଯ୍ୟକ୍ରମ ଭୁବନେଶ୍ୱର ୦୪-୧୧-୨୦୨୪ (ପିପିଏସ) : ନୂଆଦିଲ୍ଲୀରେ ଆୟୋଜିତ ଆଇଡିଏସପିର ୨୦ ବର୍ଷିଆ ସ୍ମାରକୀ କାର୍ଯ୍ୟକ୍ରମରେ ଜନସ୍ୱାସ୍ଥ୍ୟ ନିରୀକ୍ଷଣକ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜ୍ୟ ନିରୀକ୍ଷଣ ୟୁନିଟକୁ ସମ୍ବର୍ଦ୍ଧିତ

 ଆହାର କେନ୍ଦ୍ରରେ ଦୃନୀତି ଏବଂ ଅନିମୟତା 

ଆଠ ମାସ ହେବ ସୁରକ୍ଷା କର୍ମୀ ନ ଥାଇ ବିଲ ପ୍ରଦାନ  ରାଉରକେଲା /ଭୁବନେଶ୍ୱର ୦୪-୧୧-୨୦୨୪ (ପିପିଏସ) : ରାଜଗାଙ୍ଗପୁର ସ୍ଥିତ  ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରେ ସ୍ଥାପିତ ଆହାର କେନ୍ଦ୍ର ରେ ଗତ କିଛି ବର୍ଷ ତଳେ 400 ଜଣଙ୍କ ପାଇଁ 5 ଟଙ୍କା ମୂଲ୍ୟରେ ଆହାର ଜନତାଙ୍କପାଇଁ ବ୍ୟବସ୍ଥା 

୬ବର୍ଷ ପରେ ବି ସରୁନି ଏନ୍‌ଏଚର ୧୦ ପ୍ରକଳ୍ପ କାମ

କୋରାପୁଟ/ଭୁବନେଶ୍ୱର ୦୪-୧୧-୨୦୨୪ (ପିପିଏସ) : ଯେଉଁ ଅଂଚଳର ଗମନାଗମନର ବିକାଶ ହେବ ସେହି ଅଂଚଳର କୃଷି, ବ୍ୟବସାୟ ସହ ଆର୍ଥ‌ନୈତିକ ସ୍ବଚ୍ଛଳତା ସବୁ ବର୍ଗ ଲୋକଙ୍କର ବୃଦ୍ଧି ପାଇବ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କୋରାପୁଟ ଜିଲ୍ଲା ଦେଇ ଯାଇଥିବା ୨ଟି ଡିଭିଜନର ଜାତୀୟ ରାଜପଥ ୨୬ ଓ

ଅଳ୍ପଦିନପରେ ଆନ୍ତର୍ଜାତିକ ବାଲୁକାକଳା ପ୍ରଦର୍ଶନୀ

ଆଗକୁ "ମାଘ ସପ୍ତମୀ ବୁଡ଼" ଅସ୍ତବ୍ୟସ୍ତ ହୋଇ ପଡ଼ିଛି ବେଳାଭୂମି ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ କୋଣାର୍କ/ଭୁବନେଶ୍ୱର ୦୪-୧୧-୨୦୨୪ (ପିପିଏସ) : ଡିସେମ୍ବର ୧ ରୁ ୫ କୋଣାର୍କ ଉତ୍ସବ ୨୦୨୪ ଆରମ୍ଭ ହେବ। ଏହି ଉତ୍ସବ ଅବସରରେ