Yearly Archives

2024

ବରଗଡ଼ ଧନୁଯାତ୍ରା

ଐତିହ୍ୟ ମାନ୍ୟତା ପାଇଁ ବିଶେଷଜ୍ଞ କମିଟି ଗଠନ ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରା ଲାଗି ରାଜ୍ୟ ସରକାର ଅନୁଦାନ ରାଶି ବଢ଼ାଇଛନ୍ତି ପୂର୍ବରୁ ଏହି ଯାତ୍ରା ପାଇଁ ୧୦ ଲକ୍ଷ ଟଙ୍କା ଅନୁଦାନ ମିଳୁଥିବା ବେଳେ ଏଥର ଏହାକୁ ବଢ଼ାଇ ୧ କୋଟିକୁ କରିଛନ୍ତି ବରଗଡ଼/ଭୁବନେଶ୍ୱର

ଧାନ ବ୍ୟତୀତ ଅନ୍ୟ ଫସଲ କ୍ଷତି ପାଇଁ ମଧ୍ୟ କ୍ଷତିପୂରଣ ଦିଆଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୨୮-୧୨-୨୦୨୪(ପିପିଏସ) : ବର୍ଷାରେ ଫସଲ କ୍ଷୟକ୍ଷତିର ସାମ୍ନା କରିଥିବା ଚାଷୀଙ୍କ ପାଇଁ ରାଜ୍ୟ ସରକାର ଖୁସି ଖବର ଦେଇଛନ୍ତି। ଚାଷୀଙ୍କୁ କ୍ଷୟକ୍ଷତି ସହାୟତା ମିଳିବ ବୋଲି ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଅଦିନିଆ ବର୍ଷାରେ ହେକ୍ଟର

ଡକ୍ଟର ହରେକୃଷ୍ଣ ମହତାବଙ୍କ ପୁଣ୍ୟତିଥି

ରାଜ୍ୟର ସମସ୍ତ ସ୍ୱାଧୀନତା ସଂଗ୍ରାମୀ ଓ ସେମାନଙ୍କ ପରିବାର ସଦସ୍ୟ ଏହି ମହୋତ୍ସବରେ ଯୋଗ ଦେବା ପାଇଁ ସାଂସଦ ଶ୍ରୀ ମହତାବ ଅନୁରୋଧ କରିଛନ୍ତି ଜାନୁଆରୀ ୨ରେ ସର୍ବଭାରତୀୟ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ ମୁଖ୍ୟମନ୍ତ୍ରୀଙ୍କ

ଟଙ୍କା ଠକେଇ

ଗାଜିଆବାଦ୍‌ରୁ ମା’-ପୁଅଙ୍କୁ ବାନ୍ଧିଲା ଓଡ଼ିଶା ସାଇବର ପୁଲିସ ଭୁବନେଶ୍ୱର ୨୮-୧୨-୨୦୨୪(ପିପିଏସ) : ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଓଡ଼ିଶା ସାଇବର ଥାନା ପୁଲିସ ମା’-ପୁଅଙ୍କୁ ଉତ୍ତରପ୍ରଦେଶର ଗାଜିଆବାଦ୍‌ରୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ନୀଲମ ଅଗ୍ରୱାଲ ଓ ତାଙ୍କର ପୁଅ ବଂଶ

ଦିଲ୍ଲୀରେ ରାଜଭାଷା ସମୀକ୍ଷା

ନୂଆଦିଲ୍ଲୀରେ ବିଭିନ୍ନ କେନ୍ଦ୍ରୀୟ ବିଭାଗର ରାଜଭାଷା ନିରୀକ୍ଷଣ କାର୍ଯ୍ୟକ୍ରମ ଅବସରରେ ସଂସଦୀୟ ରାଜଭାଷା କମିଟିର ଉପାଧ୍ଯକ୍ଷ ଶ୍ରୀ ଭର୍ତ୍ତୃହରି ମହତାବ ଏବଂ ଅନ୍ୟ ସଦସ୍ୟମାନେ

ରାଜଧାନୀରେ ବାବାଙ୍କ ମଠକୁ ବୋମାମାଡ

ଭୁବନେଶ୍ୱର ୨୭-୧୨-୨୦୨୪ (ପିପିଏସ) : ଶ୍ରୀଲିଙ୍ଗରାଜ ଥାନା ଅଧୀନ ଖରାଖିଆ ବୈଦ୍ୟନାଥସାହିସ୍ଥିତ ତ୍ରିଦଣ୍ଡୀ ଗୌଡ଼ୀୟ ମଠ ଉପରକୁ ସୋମବାର ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ବୋମାମାଡ଼ରେ ମଠର ରୋଷେୟା ବାବା ସୁବଳ ସଖା ତ୍ରିଦଣ୍ଡୀ ମହାରାଜ(୬୨) ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ

୧୧କେଭି ତାର ଛିଡି ଯିବାରୁ ସଂପୂର୍ଣ୍ଣ ଜଳିଗଲେ ଚାଷୀ

କ୍ଷତିପୂରଣ ଦାବୀରେ ରାସ୍ତାରୋକ ଭଦ୍ରକ,୨୭-୧୨-୨୦୨୪ (ପିପିଏସ) : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଠାରେ ଚାଷୀଙ୍କ ଧାନ କ୍ଷେତ ଉପରେ ଯାଇଥିବା ୧୧ କେଭି ତାର ଛିଡି ପଡିବାରୁ ନିଜ ବିଲକୁ ଧାନ ଆଣିବା ପାଇଁ ଯାଇଥିବା ଚାନ୍ଦବାଲି ଏନଏସି ଅଧୀନସ୍ଥ ବାଲିଗାଁ ନରିସଂପୁରର ଚାଷୀ ପ୍ରମୋଦ ଦାସଙ୍କ

ଆଖିରେ ହାଣି ପୁରୁଷଙ୍କୁ ନିଜ ଆଡକୁ ଆକୃଷ୍ଟ କରୁଥିଲା ସିରିୟଲ କିଲର

ଶାଢି ପିନ୍ଧିବା ସହ ନେଉଥିଲେ ମେକଅପ | ଆଖିରେ କଜଳ ସାଙ୍ଗକୁ ଓଠରେ ଲଗାଉଥିଲେ ଲାଲ ଲିପଷ୍ଟିକ | ବୋଲଡ଼ ଲୁକରେ ଯୁବକଙ୍କୁ ଲିଫ୍ଟ ଦେଉଥିଲେ ଆଉ ଲୁଟୁଥିଲେ | ଯିଏ ପ୍ରତିବାଦ କଲା, ନେଇଯାଉଥିଲେ ଜୀବନ | ଚଣ୍ଡୀଗଡ଼/ଭୁବନେଶ୍ୱର ୨୭-୧୨-୨୦୨୪ (ପିପିଏସ) : ଶାଢି ପିନ୍ଧିବା ସହ ନେଉଥିଲେ

କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶାଗସ୍ତ ବାତିଲ୍

ଭୁବନେଶ୍ୱର ୨୭-୧୨-୨୦୨୪ (ପିପିଏସ) : କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଆସନ୍ତା ୨୮ ତାରିଖ ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଥାନ୍ତେ। ହେଲେ ତାଙ୍କ ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଛି। ଏନେଇ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ସୂଚନା ଦେଇଛନ୍ତି। ତାଙ୍କ ସୂଚନା ମୁତାବକ

ଭିଜିଲାନସ୍ ଜାଲରେ ରାଜସ୍ବ ନିରୀକ୍ଷକ; ସ୍ତ୍ରୀଙ୍କୁ ଘେରିଲେ ଗ୍ରାମବାସୀ

ଆରଆଇ ସୁରେନ୍ଦ୍ର ତନ୍ତୀଙ୍କ ପତ୍ନୀ ନବରଙ୍ଗପୁର ଠାରେ ‌ଏଗ୍ରୀଗୋଲଡ୍ ନାମକ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର ଏଜେଣ୍ଟ ସାଜିଥିଲେ। ଅଂଚଳରେ  ଗ୍ରାମର କିଛି ମହିଳା ଓପୁରୁଷଙ୍କ ଠାରୁ ଦିନିକିଆ ୨୦ଟଙ୍କା ଓ ଏକକାଳୀନ ୫୦୦ରୁ ୬୦୦ଟଙ୍କା ଲେଖାଏଁ ଜମା ରାଶି ଆଦାୟ କରିଥିଲେ। କୋରାପୁଟ/ଭୁବନେଶ୍ୱର