Yearly Archives

2024

ମିଲରମାନେ ସିଧାସଳଖ କୃଷକଙ୍କ ନିକଟରୁ ଧାନ କିଣି ପାରିବେ ନାହିଁ: ମନ୍ତ୍ରୀ

ଭୁବନେଶ୍ୱର ୨୩-୧୧-୨୦୨୪ (ପିପିଏସ) : ମିଲରମାନେ ସିଧାସଳଖ କୃଷକଙ୍କ ନିକଟରୁ ଧାନ କିଣି ପାରିବେ ନାହିଁ। ଏଭଳି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ବିଭିନ୍ନ ସ୍ଥାନରେ ମିଲରମାନେ ସିଧାସଳଖ ଚାଷୀଙ୍କଠୁ କମ ଦାମରେ ଧାନ କିଣି ମହଜୁଦ କରି ରଖିବା ପ୍ରସଙ୍ଗରେ କଡ଼ା ଆଭିମୁଖ୍ୟ

ଜିଏ, ବିଡିଏ ବାହୁବଳେ ଜବରଦଖଲକାରୀ ରାଜା: ରାଜୀବ ଆବାସ ଯୋଜନାକୁ ଚୁନ

ଭୁବନେଶ୍ୱର ୨୩-୧୧-୨୦୨୪ (ପିପିଏସ) : ହାଉସିଂ ପ୍ରକଳ୍ପରେ ନିମ୍ନ ମଧ୍ୟବିତ୍ତ ପରିବାରଙ୍କୁ ଘର ଯୋଗାଇ ଦେବାପାଇଁ ସରକାର ଶ୍ୟାମପୁର ମୌଜା ପ୍ଲଟ୍‌ ନଂ. ୨୭୭ରେ ବିଡିଏକୁ ୬୮ ଏକର ଜମି ଯୋଗାଇ ଦେଲେ। ହେଲେ ବିଡିଏ କାମରେ କିଛି କଲା ନାହିଁ। କ୍ରମଶଃ ଏହା ଜବରଦଖଲ ହେଲା। ପ୍ଲଟିଂ କରି ଦଲାଲ

ଗିରଫ ପରେ ଜେଲ୍ ଗଲେ ବବିଙ୍କ ଭାଇ ଭବ ପ୍ରକାଶ ଦାସ

ବିଜେଡି ନେତା ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଭାଇ ଭବ ପ୍ରକାଶ ଦାସ(ଲଲ)ଙ୍କୁ ଅବଶେଷରେ ଜେଲ୍ ଯିବାକୁ ପଡ଼ିଲା। ତାଙ୍କୁ ଗିରଫ କରାଯାଇଥିଲା। ଏହାପରେ ଭବ ପ୍ରକାଶ ଦାସଙ୍କୁ ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ତାପରେ ତାଙ୍କୁ ଯାଜପୁର ଉପ କାରାଗରକୁ ପଠାଇ

‘ଓଡ଼ିଶାର ଇତିହାସରେ ହରେକୃଷ୍ଣ ମହତାବଙ୍କ କୃତିତ୍ଵ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଅଧ୍ୟାୟ’

ସ୍ଵାଧୀନତା ସଂଗ୍ରାମୀ, ରାଜନୀତିଜ୍ଞ, ସାହିତ୍ୟିକ, କୂଟନୀତିଜ୍ଞ, ଐତିହାସିକ ଏବଂ ଲୋକପ୍ରିୟ ଜନନେତା ଥିଲେ ଡ଼ଃ ହରେକୃଷ୍ଣ ମହତାବ। ଆଧୁନିକ ଓଡ଼ିଶା ନିର୍ମାଣର ବିଶ୍ଵକର୍ମା ଭାବେ ସେ ସ୍ଵତନ୍ତ୍ର ପରିଚୟର ଅଧିକାରୀ ମଧ୍ୟ ଥିଲେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଏହା କହିଛନ୍ତି।

ଦୁର୍ଗମ ଅଞ୍ଚଳରେ ବିକାଶ ଅପହଞ୍ଚ !

ଯାତାୟତ ପାଇଁ ବିଦ୍ୟୁତ୍‌ ଖୁଣ୍ଟରେ ନିର୍ମିତ ପୋଲ ଭରସା ୨୦୩୬ ମସିହାରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନକୁ ୧୦୦ ବ‌ର୍ଷ ପୂରିବ। ରାଜ୍ୟ ସରକାର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ଜାରି ରଖିଥିବା ବେଳେ ଦୁର୍ଗମ ଓ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଗମନାଗମନର ବ୍ୟାପକ ଅସୁବିଧା

କେଦାରନାଥ ଆସନ ଜିତିଲା ବିଜେପି

ଉତ୍ତରାଖଣ୍ଡର କେଦାରନାଥ ଆସନ ପାଇଁ କଡ଼ା ପ୍ରତିଦ୍ୱନ୍ଦ୍ୱିତା କରି ଶାସକ ଭାରତୀୟ ଜନତା ପାର୍ଟିର ଆଶା ନୌତିଆଲ ୫୬୨୨ ଭୋଟରେ ବିଜୟୀ ହୋଇଛନ୍ତି। ସେ କଂଗ୍ରେସର ମନୋଜ ରାଓ୍ବତଙ୍କ ପରାସ୍ତ କରିଛନ୍ତି । ଡେରାଡୁନ୍/ଭୁବନେଶ୍ୱର ୨୩-୧୧-୨୦୨୪ (ପିପିଏସ) : ଉତ୍ତରାଖଣ୍ଡର କେଦାରନାଥ ଆସନ ପାଇଁ

ଶୋଚନୀୟ ପରାଜୟ ପାଇଁ ଇଭିଏମକୁ ଦୋଷ ଦେଲେ ଉଦ୍ଧବ

ମହାରାଷ୍ଟ୍ର ନିର୍ବାଚନରେ ଶୋଚନୀୟ ପରାଜୟ ପାଇଁ ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକରେ ଇଭିଏମକୁ ଦୋଷ ଦେଇଛନ୍ତି । ଏହି ଫଳାଫଳ ଅସ୍ବାଭାବିକ ଲାଗୁଛି ବୋଲି ସେ କହିଛନ୍ତି । ନୂଆଦିଲ୍ଲୀ/ଭୁବନେଶ୍ୱର ୨୩-୧୧-୨୦୨୪ (ପିପିଏସ) : ମହାରାଷ୍ଟ୍ର ନିର୍ବାଚନରେ ଶୋଚନୀୟ ପରାଜୟ ପାଇଁ ଶିବସେନା

ଡିସିପି ଅଫିସ୍ ସମ୍ମୁଖରେ ମନୋଜ ମିଶ୍ର ଓ ନିର୍ଦ୍ଦେଶକ ବବି ଇସଲାମ୍ ହାତାହାତି

ଡିସିପି ଅଫିସ୍ ସମ୍ମୁଖରେ ଅଭିନେତା ମନୋଜ ମିଶ୍ର ଓ ନିର୍ଦ୍ଦେଶକ ବବି ଇସଲାମ୍ ହାତାହାତି ହୋଇଥିବା ଜଣାଯାଇଛି। ଉଭୟଙ୍କ ହାତାହାତି ବେଳର ଦୃଶ୍ୟ ବି ଭାଇରାଲ୍ ହେବାରେ ଲାଗିଛି। ଖାଲି ସେତିକି ନୁହେଁ, ସେଠାରେ ଉପସ୍ଥିତ ଅନ୍ୟ  ନିର୍ଦ୍ଦେଶକମାନଙ୍କ ପ୍ରତି ବି ଅଶୋଭନୀୟ ଆଚରଣ ପ୍ରଦର୍ଶନ

ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତି

ମହତାବ ଉତ୍ତରପ୍ରଦେଶ କିମ୍ବା ଗୁଜୁରାଟରେ ଜନ୍ମ ଗ୍ରହଣ କରିଥିଲେ ଦେଶର ପ୍ରଧାନମନ୍ତ୍ରୀ ହୋଇଥାନ୍ତେ: ଭୁବନେଶ୍ୱର ୨୨-୧୧-୨୦୨୪ (ପିପିଏସ) : ଓଡ଼ିଆ ଅସ୍ମିତା ବିପଦରେ ଥିଲା। ଲୋକମାନେ ଅସ୍ମିତାକୁ ଉଦ୍ଧାର କଲେ ଏବଂ ଏ ସରକାରଙ୍କୁ ଆଣିଲେ। ତେଣୁ ପୂଜ୍ୟପୂଜାକୁ ସମ୍ମାନ ଜଣାଇ ଉତ୍କଳ

ସୋରରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୭ ବଖରା ଘର

ବାଲେଶ୍ବର ଜିଲ୍ଲା ସୋର ବ୍ଲକ ନଟାପଡା ପଞ୍ଚାୟତ ଚହଳିଗାଁ ଗ୍ରାମର ରାଜେନ୍ଦ୍ର ଭଞ୍ଜଙ୍କ ଘରେ ଅଗ୍ନିକାଣ୍ଡ ଘଟିବାରୁ ସାତ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଆଜି ମଧ୍ୟାହ୍ନରେ ରାଜେନ୍ଦ୍ରଙ୍କ ସ୍ତ୍ରୀ ରୋଷେଇ କରୁଥିବା ବେଳେ ଚାଳ ଘରେ ଅଗ୍ନିକାଣ୍ଡ