Yearly Archives

2024

କଟକ ରେଳଷ୍ଟେସନର ଦ୍ଵିତୀୟ ପ୍ରବେଶ ଦ୍ୱାର ଉଦଘାଟନ କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

କଟକ,୦୭-୧୨-୨୦୨୪(ପିପିଏସ) : ନବକଳେବର ଦିଗରେ ଆଉ ପାଦେ ଆଗେଇଲା କଟକ ରେଳ ଷ୍ଟେସନ। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି କଟକ ରେଳ ଷ୍ଟେସନ ପୂର୍ବପାର୍ଶ୍ୱ ପ୍ରବେଶ ପଥକୁ ଉଦଘାଟନ କରିଛନ୍ତି। ପୂର୍ବପାର୍ଶ୍ୱ ଷ୍ଟେସନ ଭବନ ଦେଇ ଯାତ୍ରୀମାନେ ସିଧା ସଳଖ ଜାତୀୟ ରାଜପଥକୁ ବାହାରି

ରାଜ୍ୟରେ ମଦ ବିକ୍ରି ସହିତ ବଢୁଛି ଅବକାରୀ ରାଜସ୍ବ: ଅବକାରୀ ମନ୍ତ୍ରୀ

ରାଜ୍ୟରେ ମଦ ବିକ୍ରି ସହିତ ଅବକାରୀ ରାଜସ୍ବ ବର୍ଷକୁ ବର୍ଷ ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଶନିବାର ବିଧାନସଭାରେ ଏକ ପ୍ରଶ୍ନ ନେଇ ଆଇନ ଏବଂ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉତ୍ତର ରଖିଛନ୍ତି ଭୁବନେଶ୍ୱର ୦୭-୧୨-୨୦୨୪(ପିପିଏସ) : ରାଜ୍ୟରେ ମଦ ବିକ୍ରି ସହିତ ଅବକାରୀ ରାଜସ୍ବ

ଆଇପିଏସ୍‌ ଆଶିଷ ସିଂହ କେନ୍ଦ୍ରୀୟ ଡେପୁଟେସନ୍‌ରେ ଯିବେ

ଆଇପିଏସ୍‌ ଆଶିଷ ସିଂହ କେନ୍ଦ୍ରୀୟ ଡେପୁଟେସନରେ ଯିବେ । ସେ ଇଣ୍ଡୋ ତିବ୍ବତିଆନ ବର୍ଡର(ଆଇଟିବିଏମ)ର ଆଇଜି ଭାବେ ଯୋଗଦେବେ। ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ଭୁବନେଶ୍ୱର ୦୭-୧୨-୨୦୨୪(ପିପିଏସ) : ଆଇପିଏସ୍‌ ଆଶିଷ କୁମାର ସିଂହ କେନ୍ଦ୍ରୀୟ ଡେପୁଟେସନରେ ଯିବେ ।

୧୪ ଡିସେମ୍ବରରେ ବଙ୍ଗୋପସାଗରରେ ଲଘୁଚାପ

ଆସନ୍ତା ଡିସେମ୍ବର ୧୪ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆହୁରି ଘନୀଭୂତ ହେବ । ୧୨ ତାରିଖରେ ଏହା ଶ୍ରୀଲଙ୍କା ଉପକୂଳ ଛୁଇଁପାରେ

ନିମ୍ନମାନ ଛତୁଆ ପ୍ରସଙ୍ଗ: ୧୨୫ ଏସଏଚଜି ଗ୍ରୁପକୁ କାରଣ ଦର୍ଶାଅ ନୋଟିସ

ନିମ୍ନମାନର ଛତୁଆ ପ୍ରସଙ୍ଗ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ବିଧାୟକ କଳିକେଶ ନାରାୟଣ ସିଂ ଦେଓ ପ୍ରଶ୍ନ କରିଛନ୍ତି। ଆଉ ଏହାର ଉତ୍ତରରେ ପ୍ରଭାତୀ ପରିଡ଼ା କହିଛନ୍ତି, ନିମ୍ନମାନର ଛତୁଆ ଯୋଗାଣ କରୁଥିବା ଗ୍ରୁପଗୁଡ଼ିକୁ ନୋଟିସ ଜାରି

କୁଖ୍ୟାତ ଅପରାଧୀ, ଏନ୍‌କାଉଣ୍ଟରରେ ଆହତ

ରେଙ୍ଗାଳି ଥାନା ଅଧୀନ ଗୁମଲେଇରୋଡର ରାମ୍ପେଲା ଛକ ନିକଟରେ ସଂଜୀବକୁ ପୁଲିସ ଅଟକାଇବାକୁ ଉଦ୍ୟମ କରିଥିଲା। କିନ୍ତୁ ସଂଜୀବ ସେତେବେଳେ ବିଚଳିତ ହୋଇଯାଇଥିଲା। ସେ ପୁଲିସ ନିକଟରେ ଆତ୍ମସମର୍ପଣ କରିବା ବଦଳରେ ଗୁଳି ଚଳାଇଥିଲା। ସମ୍ବଲପୁର/ଭୁବନେଶ୍ୱର ୦୭-୧୨-୨୦୨୪(ପିପିଏସ) : ବହୁଚର୍ଚ୍ଚିତ

ଗୃହରେ ସିଏଜି ରିପୋର୍ଟ ଉପସ୍ଥାପିତ

ଶୀତକାଳନୀ ଅଧିବେଶନରେ ଶନିବାର ଅପରାହ୍‌ଣରେ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଯାଇଛି। ସିଏଜି ରିପୋର୍ଟ ଉପସ୍ଥାପନ ବେଳେ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିଛନ୍ତି। କଂ‌ଗ୍ରେସର ବିଧାୟକମାନେ ଅଦାନୀ ପ୍ରସଙ୍ଗରେ ନିଜ ଆସନରେ ଠିଆହୋଇ ପୋଷ୍ଟର ଦେଖାଇ ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ବର:

ଓଏସଏସଟିଇଟି-୨୦୨୪: ଜାନୁଆରୀ ୧୭ରେ ପରୀକ୍ଷା

ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି) ୨୦୨୪ ପାଇଁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ଏହି ପରୀକ୍ଷା ୧୭ ଜାନୁୟାରୀ ୨୦୨୫ରେ ଦୁଇଟି ସିଟିଂରେ ଅନୁଷ୍ଠିତ ହେବ ଭୁବନେଶ୍ୱର ୦୭-୧୨-୨୦୨୪(ପିପିଏସ) : ଓଡ଼ିଶା ମାଧ୍ୟମିକ

୧୩ ଶିଳ୍ପ କମ୍ପାନି ପୂର୍ବ ସରକାରରେ ଏମଓୟୁ କରି ଓହରି ଯାଇଛନ୍ତି: ଶିଳ୍ପମନ୍ତ୍ରୀ

ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନକାଳରେ ଓଡ଼ିଶାରେ ପ୍ରକଳ୍ପ ନ କରି ୧୩ଟି ବୃହତ୍ ଶିଳ୍ପ କମ୍ପାନି ଓହରି ଯାଇଛନ୍ତି। ଏହି କମ୍ପାନିଗୁଡ଼ିକ ପ୍ରକଳ୍ପ ସ୍ଥାପନ ପାଇଁ ଏମଓୟୁ ସ୍ୱାକ୍ଷର କରିଥିଲେ ମଧ୍ୟ ବିଭିନ୍ନ କାରଣରୁ ଓହରି ଯାଇଥିଲେ ଭୁବନେଶ୍ୱର ୦୬-୧୨-୨୦୨୪(ପିପିଏସ) :

ଗଳା କାଟି ନିର୍ମମ ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ଧରାକୋଟ ବଡଗଡ଼ ଥାନା ଅନ୍ତର୍ଗତ ଓଳମ୍ବା ଗ୍ରାମରେ ୧ ଅକ୍ଟୋବର ୨୦୧୭ ତାରିଖ  ରାତ୍ରୀରେ  ମଦ ପିଇବା ପାଇଁ ଡାକି ନେଇ ଗ୍ରାମ ନିକଟ ଗଣିଆ ନାଳ ନିକଟରେ ଅତି ନିର୍ମମ ଭାବେ ଗଳା କାଟି  ହତ୍ୟା ମାମଲାର ଶୁକ୍ରବାର ରାୟ ପ୍ରକାଶ ପାଇଛି ଗଞ୍ଜାମ/ଭୁବନେଶ୍ୱର ୦୬-୧୨-୨୦୨୪(ପିପିଏସ) : ଧରାକୋଟ