Yearly Archives

2024

ଚାକିରି ଯିବା  ପରେ ମୋଦୀଙ୍କୁ ହତ୍ୟା ଧମକ ଦେବା ମହଙ୍ଗା ପଡ଼ିଲା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା  ଗିରଫ ଅଭିଯୁକ୍ତର ବୟସ ୩୬ ବର୍ଷ ଥିବା ବେଳେ ନାମ ତାର ମହମ୍ମଦ ବାଗ ମିର୍ଜା ବୋଲି ଜଣାପଡ଼ିଛି । ମହମ୍ମଦ ଅଜମେରର ଏକ ଘରୋଇ କମ୍ପାନିରେ କାମ କରୁଥିଲା।  ନୂଆଦିଲ୍ଲୀ/ଭୁବନେଶ୍ୱର ୦୯-୧୨-୨୦୨୪(ପିପିଏସ) :  

ଏସସିବିରେ ଚାକିରି କରାଇଦେବା ନାଁରେ ୧୦ ଲକ୍ଷ ଲୁଟ୍‌

କଟକ,୦୯-୧୨-୨୦୨୪(ପିପିଏସ) : କଟକ ଏସସିବିରେ ବିଭିନ୍ନ ଏଜେନ୍ସିରେ ଚାକିରି କରାଇ ଦେବାକୁ ପ୍ରତିଶ୍ରୁତି ଦେଇ ୨୦ରୁ ୨୫ ଜଣ ଆଶାୟୀ ପ୍ରାର୍ଥୀଙ୍କଠାରୁ ୧୦ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ନକଲି ନିଯୁକ୍ତି ପତ୍ର ଦେବା ଅଭିଯୋଗରେ ଏକ ନକଲି କନସଲଟାନ୍ସିର ଦୁଇ

ସ୍ତ୍ରୀକୁ ହତ୍ୟା ଉଦ୍ୟମ କଲେ ସ୍ୱାମୀ

ବିବାହ ଭୋଜିରୁ ଫେରୁଥିବା ସମୟରେ କନେଷ୍ଟବଳ ସ୍ତ୍ରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି କନେଷ୍ଟବଳ ସ୍ବାମୀ ଫେରାର ମାରିଥିବା ତୁଷୁରା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ତୁଷୁରା/ଭୁବନେଶ୍ୱର ୦୯-୧୨-୨୦୨୪(ପିପିଏସ) : ବିବାହ ଭୋଜିରୁ

ବଦଳି ନିର୍ଦ୍ଦେଶ ମାନୁନାହାନ୍ତି ଓଏଏସ୍‌ ଅଧିକାରୀ: ୧୦ ସୁଦ୍ଧା ଯୋଗ ନଦେଲେ ୧୧ରେ ନିଲମ୍ବନ

ରାଜ୍ୟ ସରକାର ଗତ ‌ଅଗଷ୍ଟ ୧୭ରେ ୨୯ଜଣ ଓଏଏସ୍‌ ଅଧିକାରୀ ଏବଂ ଅକ୍ଟୋବର ୧୭ତାରିଖରେ ୧୧୮ଜଣ ଓଏଏସ୍‌ ଅଧିକାରୀଙ୍କର ବଦଳି କରିଥିଲେ। ହେଲେ ଏଥିରୁ ଅଧିକାଂଶ ଓଏଏସ୍‌ ଅଧିକାରୀ ଏବେ ସୁଦ୍ଧା ନୂଆ ଦାୟିତ୍ବ ସମ୍ଭାଳୁନାହାନ୍ତି। ଭୁବନେଶ୍ୱର ୦୯-୧୨-୨୦୨୪(ପିପିଏସ) : ରାଜ୍ୟ ସରକାର ଗତ ‌ଅଗଷ୍ଟ

ପୁରୀ ବିଚ୍‌ ମାରାଥନ୍‌: ଭାଗନେଲେ ୫ଶହ କ୍ରୀଡ଼ାବିତ୍‌

ଭୁବନେଶ୍ବର ସାଇକ୍ଲିଂ ଆଣ୍ଡ୍‌ ଆଡ୍‌ଭେଞ୍ଚର୍‌ କ୍ଲବ୍‌ (ବିସିଏସି) ପକ୍ଷରୁ ଆୟୋଜିତ ‘ପୁରୀ ବିଚ୍‌ ମାରାଥନ୍‌’ ଚତୁର୍ଥ ସଂସ୍କରଣରେ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ। ରାଜ୍ୟ, ଦେଶ ଓ ଦେଶ ବାହାରୁ ୫ଶହ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିଥିବା

ଭଦ୍ରକରେ ଖୁବ ଶୀଘ୍ର ମେଡିକାଲ କଲେଜ:ସ୍ୱାସ୍ଥ୍ୟ ମନ୍ତ୍ରୀ

୫୦୦୦ ଡାକ୍ତର ଓ ୩୦୦୦ ପାରା ମେଡିକାଲ ଷ୍ଟାଫଙ୍କୁ ନିଯୁକ୍ତି ଦେବେ ସରକାର ଭଦ୍ରକ/ଭୁବନେଶ୍ୱର ୦୯-୧୨-୨୦୨୪(ପିପିଏସ) :  ଭଦ୍ରକ ଜିଲ୍ଲାରେ ଖୁବ ଶୀଘ୍ର ମେଡିକାଲ କଲେଜ ଖୋଲିବ ବୋଲି ଆଜି ଗୃହରେ ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ।ମୁଖ୍ୟମନ୍ତ୍ରୀ ମୋହନ ଚରଣ

ନାମାଙ୍କନ ଭରିଲେ ସୁଜିତ

ରାଜ୍ୟସଭା ଉପନିର୍ବାଚନ ଲାଗି ବିଜେପି ପ୍ରାର୍ଥୀ ଭାବେ ସୁଜିତ କୁମାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନାମାଙ୍କନ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ୩୦ଜଣ ବିଧାୟକ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ଉପସ୍ଥିତ। ଭୁବନେଶ୍ୱର ୦୯-୧୨-୨୦୨୪(ପିପିଏସ) : ରାଜ୍ୟସଭା

ରାଜ୍ୟସଭା ଉପନିର୍ବାଚନ: ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେପିର ସୁଜିତ କୁମାର

ବିଜେପି ପ୍ରାର୍ଥୀ ସୁଜିତ କୁମାର ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭାରେ ପ୍ରାର୍ଥୀପତ୍ର ଦାଖଲ କରିବେ। ସୁଜିତଙ୍କର କାର୍ଯ୍ୟକାଳ ଏପ୍ରିଲ ୨, ୨୦୨୬ରେ ଶେଷ ହେବାକୁ ଥିବାବେଳେ ସେ  ଗତ ସେ‌ପ୍ଟେମ୍ବର ୬ ତାରିଖରେ ରାଜ୍ୟସଭା ସାଂସଦ ଓ ବିଜେଡିରୁ ଇସ୍ତଫା ଦେଇଥିଲେ। ଭୁବନେଶ୍ୱର

ସାନ ଘାଗରାରେ ଟ୍ରି ବ୍ରିଜ୍‌ ୱାକ୍‌ ଓ ଟି ପାର୍ଟି ଅନ୍‌ ଟ୍ରି

BIJAY KUMAR PANDA ପର୍ଯ୍ୟଟକଙ୍କ ପାଇଁ କେନ୍ଦୁଝରରେ ପ୍ରକୃତି ସଜେଇ ରଖିଛି ଅନେକ ଅନୁପମ ଉପହାର। ସାନ ଘାଗରା ଓ ବଡ଼ ଘାଗରା ଜଳପ୍ରପାତଠୁ ଆରମ୍ଭ କରି ହଦଗଡ଼ ଡ୍ୟାମ୍ ପର୍ଯ୍ୟନ୍ତ ଅନେକ ଲୋଭନୀୟ ପର୍ଯ୍ୟଟନ କ୍ଷେତ୍ର ଏଠାରେ ରହିଛି। କେନ୍ଦୁଝର/ଭୁବନେଶ୍ୱର ୦୮-୧୨-୨୦୨୪(ପିପିଏସ) :  

ମହାକୁମ୍ଭରେ ଯୋଗ ଦେବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିମନ୍ତ୍ରଣ

ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭରେ ଯୋଗ ଦେବା ଲାଗି ଉତ୍ତର ପ୍ରଦେଶ ସରକାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିଧିବଦ୍ଧ ଭାବେ ନିମନ୍ତ୍ରଣ କରିଛନ୍ତି। ଉତ୍ତର ପ୍ରଦେଶର ଦୁଇ ଜଣମନ୍ତ୍ରୀ ଆସି ମୋହନ ଚରଣ ମାଝୀଙ୍କୁ ତାଙ୍କ ବାସଭବନକୁ ଯାଇ ନିମନ୍ତ୍ରଣ କରିଛନ୍ତି।