Yearly Archives

2024

ଛାତ୍ରୀଙ୍କୁ ୧୯୦ ଥର ବସଉଠ ଘଟଣା : ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

ରାଇରଙ୍ଗପୁର/ଭୁବନେଶ୍ବର,୧୪/୮(ପିପିଏସ) : ରାଇରଙ୍ଗପୁର ବ୍ଲକ୍ ଗୋରୁମହିଷାଣୀ ନିକଟସ୍ଥ ସାନମଉଦା ଓଡିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ର ଜନୈକ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷୟିତ୍ରୀ ନିର୍ମଳା ଜେନାଙ୍କ ଅମାନବୀୟ ଭାବେ ୧୯୦ ଥର ଉଠା ବସା ଘଟଣା ସମଗ୍ର ଜିଲ୍ଲାରେ ଆଲୋଚ୍ୟ ବିଷୟବସ୍ତୁ ପାଲଟିଛି। ଏହା

ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତି ବିରୋଧର ଅଗଷ୍ଟ୨୧ରେ ଭାରତ ବନ୍ଦ : ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିବ ଅଖ ଚକ

ନୂଆଦିଲ୍ଲୀ/ଭୁବନେଶ୍ବର,୧୪/୮(ପିପିଏସ) : ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଆସନ୍ତା ଅଗଷ୍ଟ ୨୧ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ସଫଳ କରିବା ଲାଗି ଅନୁସୂଚିତ ଓ ଜନଜାତି ବର୍ଗ ପକ୍ଷରୁ ଆହ୍ବାନ କରାଯାଇଛି। ଉତ୍ତରପ୍ରଦେଶର ଦାଉଦନଗର ଜଳସେଚନ ବିଭାଗ

ରାଜଧାନୀରେ ‘ହର ଘର ତ୍ରିରଙ୍ଗା’ : ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୪/୮(ପିପିଏସ) : ୭୮ ତମ ସ୍ୱାଧୀନତା ଦିବସ ପାଇଁ ଉତ୍ସବ ମୁଖର ସାରା ଭାରତ l ପାଳିତ ହେଉଛି "ହର ଘର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା" l ରାଜଧାନୀ ଭୁବନେଶ୍ୱର ରେ ଆୟୋଜିତ ‘ହର ଘର ତ୍ରିରଙ୍ଗା’ ରାଲିରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଉପ

ଦନ୍ତହାତୀ ଆତଙ୍କ : ଗର୍ଭବତୀ ମହିଳା ସହିତ ଶିଶୁପୁତ୍ରର ଜୀବନ ନେଲା, ଅନ୍ୟ ତିନି ଶିଶୁ ଗୁରୁତର

ସୁନ୍ଦରଗଡ଼,୧୪/୮(ପିପିଏସ): ସୁନ୍ଦରଗଡ଼ ଜିଲା ବରସୁଆଁ ଫରେଷ୍ଟ ରେଞ୍ଜ ଅଂଚଳରେ ଦେଖାଦେଇଛି ଦନ୍ତାହାତୀ ଆତଙ୍କ l କୋଇଡା ବ୍ଲକ କୋଇଡା ଗ୍ରାମ ପଞ୍ଚାୟତର ବାଲିଝୁଡ଼ି ଗ୍ରାମରେ ଘଟିଛି ମର୍ମନ୍ତୁଦ ଘଟଣା l କାନ୍ଥ ପଡି ଜଣେ ଗର୍ଭବତୀ ମହିଳାଙ୍କ ସମେତ କୁନିଶିଶୁ ପୁତ୍ରଙ୍କ ଜୀବନ ଯାଇଥିବାବେଳେ,

ବାରଣାସୀ ସର୍ବସେବା ସଂଘ ଜମି ଫେରି ପାଇବା ପାଇଁ ସତ୍ୟାଗ୍ରହ

ଜଗତସିଂହପୁର,୧୩/୮/୨୪(ପିପିଏସ) : ଜଗତସିଂପୁର ସହର ମଧ୍ୟରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ, ଉତ୍କଳ ସର୍ବୋଦୟ ମଣ୍ଡଳ ଜଗତ ସିଂହପୁର ଶାଖା ପକ୍ଷରୁ ପ୍ରତୀକ ସତ୍ୟାଗ୍ରହ କରା ଯାଇଛି l ଏହି ସତ୍ୟାଗ୍ରହରେ କାର୍ଯ୍ୟକାରୀ ସଭାପତି ନିରଞ୍ଜନ ବାରିକ, ସମ୍ପାଦକ ରବି ମହାନ୍ତି,

ସସ୍‌ପେଣ୍ଡକୁ ନେଇ ପ୍ରମୋଦ ଭଗତଙ୍କ ପ୍ରତିକ୍ରିୟା : “ପୁନଃ ବିଚାର ଲାଗି ଆବେଦନ କରିବି”

ନୂଆଦିଲ୍ଲୀ/ଭୁବନେଶ୍ୱର,୧୩/୮/୨୪(ପିପିଏସ) : ସସ୍‌ପେଣ୍ଡକୁ ନେଇ ସାମ୍ନାକୁ ଆସିଲା ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କ ପ୍ରତିକ୍ରିୟା । ପ୍ରମୋଦ କହିଛନ୍ତି, ଏହା ଏକ ଟେକ୍ନିକାଲ ଇସ୍ୟୁ, ମୋର କିଛି ଭୁଲ ନାହିଁ । ଏହା ୱାଡ଼ାର ବହୁତ ବଡ଼ କଠିନ ନିଷ୍ପତ୍ତି, ମୁଁ ଗଭୀର ଭାବେ

କଟକ ସରକାରୀ ଅଭ୍ୟାସ ଉଚ୍ଚ ବାଳିକା ବିଦ୍ୟାଳୟର କୃତୀ ଛାତ୍ରୀ ସମ୍ବର୍ଦ୍ଧିତ

କଟକ,୧୩/୮/୨୪(ପିପିଏସ) : କଟକ ସରକାରୀ ଅଭ୍ୟାସ ଉଚ୍ଚ ବାଳିକା ବିଦ୍ୟାଳୟ ରେ ୨୦୨୩-୨୦୨୪ ମସିହା ଦଶମ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରୀ ମାନଙ୍କ ନିମନ୍ତେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ବିଶିଷ୍ଟ ସମାଜସେବୀ ତଥା କଟକ ବାଲୁବଜାର ପୂଜା କମିଟି ସଭାପତି ପୃଥ୍ୱୀରାଜ ସାହୁଙ୍କ

ଆସିଲା ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ : ସ୍ୱାଧୀନତା ଦିବସ ଉତ୍ସବରେ ଯୋଗଦେବେ ଗୁପଚୁପ ବିକାଳି

ନୂଆଦିଲ୍ଲୀ/ଭୁବନେଶ୍ୱର,୧୩/୮/୨୪(ପିପିଏସ) : ୭୮ତମ ସ୍ୱାଧୀନତା ଦିବସ ପୂର୍ବରୁ ଜଣେ ୫୦ ବର୍ଷୀୟ ଗୁପଚୁପ ବିକ୍ରେତାଙ୍କୁ ଅଗଷ୍ଟ ୧୫ ତାରିଖରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କ ଦ୍ୱାରା ଆୟୋଜିତ ହେବାକୁ ଥିବା ଆଟ୍ ହୋମ୍ ନିମନ୍ତ୍ରଣ ମିଳିଥିଲା। ସେ ହେଉଛନ୍ତି ମେଘବର୍ତ୍ତ ଚିରଞ୍ଜୀବୀ।

ଆଶାରାମଙ୍କୁ ମିଳିଲା ୭ ଦିନର ପାରୋଲ : ପୁଲିସ ହେପାଜତରେ ଚିକିତ୍ସା ପାଇଁ ଯିବେ ମହାରାଷ୍ଟ୍ର

ଯୋଧପୁର/ଭୁବନେଶ୍ୱର,୧୩/୮/୨୪(ପିପିଏସ) : ଯୌନ ନିର୍ଯାତନା ଅଭିଯୋଗରେ ଯୋଧପୁର ସେଣ୍ଟ୍ରାଲ ଜେଲରେ ଦଣ୍ଡ ଭୋଗୁଥିବା ବିବାଦୀୟ ଧର୍ମଗୁରୁ ଆଶାରାମଙ୍କୁ କୋର୍ଟ ୭ ଦିନିଆ ପାରୋଲ ପ୍ରଦାନ କରିଛନ୍ତି। ରାଜସ୍ଥାନ ହାଇକୋର୍ଟ ଆଶାରାମଙ୍କୁ ଚିକିତ୍ସା ପାଇଁ ପାରୋଲ ପ୍ରଦାନ କରିଛନ୍ତି। ଆଶାରାମଙ୍କ

ଅବକାରୀ ସ୍କାନରରେ ବେଆଇନ୍ ମଦ ଦୋକାନ

ଭୁବନେଶ୍ୱର,୧୩/୮/୨୪(ପିପିଏସ) : ରାଜଧାନୀରେ ଚାଲିଥିବା ବେଆଇନ୍ ମଦ ଦୋକାନ ଉପରେ ରହିବ କଡ଼ା ନଜର । ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହୁଥିବା ଠିପି ଖୋଲା ମଦ ଦୋକାନ ଏବେ ସ୍କାନରେ ଅଛନ୍ତି। ମଦ ଦୋକାନଗୁଡିକ ଉପରେ ନଜର ରଖିବାକୁ ଜିଲ୍ଲା ଅବକାରୀ ଅଧୀକ୍ଷକ ନିର୍ଦ୍ଦେଶ ଜାରି କରିଛନ୍ତି।